nua o banner

କଲେଜ ଅଫିସରେ ନାଗସାପ

BSKY banner  750×100
0

ବିରମିତ୍ରପୁର : ବିରମିତ୍ରପୁରର ଏସ୍.ଏସ୍ କଲେଜ ଅଫିସରୁ ବୁଧବାର ଏକ ଏକ ନାଗ ସାପ ଉଦ୍ଧାର କରାଯାଇଛି। ଅଫିସ ଘରେ ଥିବା  ଫାଇଲ ତଳେ ସାପଟି ଲୁଚି ରହିଥିଲା। ଜଣେ କର୍ମଚାରୀ ଫାଇଲ ଟିଏ ଆଣିବାକୁ ଯିବା ବେଳେ ସାପଟି ଫଣା ଟେକିି ଠିଆ ହୋଇଯାଇଥିଲା। ଯାହାକୁ ଦେଖି କର୍ମଚାରୀମାନେ ଭୟରେ ଦୌଡି ପଳାଇ ଯାଇଥିଲେ। ପରେ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଆସି ସାପଟିକୁ ଉଦ୍ଧାର କରିଥିଲେ।

Leave A Reply