ଛାତ୍ରୀଙ୍କୁ ବଳାତ୍କାର, ନ୍ୟାୟ ଦାବିରେ ଉପଜିଲାପାଳଙ୍କୁ ଭେଟିଲେ ପୀଡ଼ିତା ଆମ ଓଡ଼ିଶାବାଲେଶ୍ଵର By Samaja Digital On Mar 7, 2018 0 Share ନୀଳଗିରି: ବାଲେଶ୍ୱର ଜିଲା ବରହମପୁର ଥାନା ଧବଣି ଅଞ୍ଚଳର ଜଣେ ୫ମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଉପଜିଲାପାଳଙ୍କୁ ଭେଟିଛନ୍ତି। 0 Share FacebookTwitterWhatsApp