www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ହୃଦୟବିଦାରକ ଭିଡିଓ; କ୍ରିକେଟ୍‌ ଖେଳିବା ବେଳେ ଛାତ୍ରଙ୍କୁ ହୃଦଘାତ, କିଛି ସେକେଣ୍ଡରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ହୃଦୟବିଦାରକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓ ଦେଖି ସଭିଏଁ ଚକିତ ହୋଇଛନ୍ତି । କଲେଜ ପଡିଆରେ କ୍ରିକେଟ ଖେଳିବା ସମୟରେ ଜଣେ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଏହି ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି । ଛାତ୍ର ଜଣକ କ୍ରିକେଟ ଖେଳିବା ସମୟରେ ହଠାତ୍‌ ପଡିଆ ମଝିରେ ଟଳି ପଡୁଛନ୍ତି । ୨୧ ବର୍ଷୀୟ ଛାତ୍ର ଜଣକ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ଭିଡିଓରେ ଦେଖିପାରିବେ ଛାତ୍ର ଜଣକ ଖେଳିବା ସମୟରେ ହଠାତ୍‌ ପଡି ଯାଉଛନ୍ତି । କିଛି ସେକେଣ୍ଡରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଉଛି ।

- Advertisement -

ଛାତ୍ର ଜଣକ ହାଇଦ୍ରାବାଦ୍‌ର ଏକ କଲେଜରେ ପାଠ ପଢୁଥିଲେ ବୋଲି କୁହାଯାଉଛି । ୪ର୍ଥ ବର୍ଷର ଛାତ୍ର ଥିଲେ । ଘଟଣା ପରେ ତୁରନ୍ତ ତାଙ୍କ ସାଥି ଓ କଲେଜ କର୍ମଚାରୀ ତାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ରିପୋର୍ଟରେ ମୃତ୍ୟୁର କାରଣ ହୃଦଘାତ ବୋଲି ଉଲ୍ଲେଖ କରାଯାଇଛି । ନିକଟରେ ଯୁବାଙ୍କ ନିକଟରେ ହୃଦଘାତର ବୃଦ୍ଧି ପାଉଥିବା ମାମଲା ଚିନ୍ତାର କାରଣ ପାଲଟିଛି । ଭିଡିଓ ଦେଖିବା ପରେ ଲୋକେ ଦୁଃଖରେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ନବରାତ୍ରୀରେ ଅର୍ଡର କଲେ ଭେଜ୍‌ ବିରିୟାନୀ, କିନ୍ତୁ ଆସିଲା ଚିକେନ୍‌ ବିରିୟାନୀ, ଭିଡିଓ ଭାଇରାଲ୍‌..

ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା

କାମଦା ଏକାଦଶୀରେ ମହାସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀଙ୍କ କୃପା, ହେବେ ମାଲାମାଲ୍‌, କିଣିବେ ଘର..

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories