www.samajalive.in
Saturday, December 6, 2025
23.1 C
Bhubaneswar

୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା

ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଶାସ୍ତ୍ରରେ ପ୍ରତ୍ୟେକ ମୂଲ୍ୟାଙ୍କର ଅନେକ ମହତ୍ତ୍ୱ ରହିଛି। ଏହି ମୂଲ୍ୟାଙ୍କ ଜାତକରେ ସମ୍ବନ୍ଧିତ ଗ୍ରହଙ୍କ ପ୍ରଭାବ ମଧ୍ୟ ରହିଥାଏ । ଯେପରି ମୂଲ୍ୟାଙ୍କ ୪ ଉପରେ ରାହୁଙ୍କ ପ୍ରଭାବ ରହିଥାଏ । ଅଙ୍କ ଶାସ୍ତ୍ର ଅନୁସାରେ ମୂଲ୍ୟାଙ୍କ ୪ର ସ୍ୱାମୀ ରାହୁ ଗ୍ରହ ଅଟନ୍ତି । ଫଳରେ ମୂଲ୍ୟାଙ୍କ ୪ର ଜାତକର ବ୍ୟକ୍ତି ବିଶେଷଙ୍କ ଉପରେ ରାହୁଙ୍କ ପ୍ରଭାବ ରହିଥାଏ । ଯେଉଁ ବ୍ୟକ୍ତି ବିଶେଷ ଯେକୌଣସି ମାସର ୪, ୧୩ କିମ୍ବା ୨୨ରେ ଜନ୍ମ ଗ୍ରହଣ କରନ୍ତି, ତେବେ ସେମାନଙ୍କ ମୂଲ୍ୟାଙ୍କ ୪।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହଠାତ୍‌ ଭାଗ୍ୟରେ ପରିବର୍ତ୍ତନ ରାହୁଙ୍କ କାରଣରୁ ହୋଇଥାଏ। ମୂଲ୍ୟାଙ୍କ ୪ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ରାହୁଙ୍କ ପ୍ରଭାବ ଥିବା କାରଣରୁ ହଠାତ୍‌ ଏମାନଙ୍କୁ ସଫଳତା ମିଳିଥାଏ । ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଘର, ଗାଡି ସହ ଖୁବ୍‌ ଧନ ମଧ୍ୟ ରୋଜଗାର କରନ୍ତି ।

କାମଦା ଏକାଦଶୀରେ ମହାସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀଙ୍କ କୃପା, ହେବେ ମାଲାମାଲ୍‌, କିଣିବେ ଘର..

- Advertisement -

ଏପରି ପ୍ରାୟ ୪୨ ବର୍ଷ ବୟସରେ ହିଁ ହୋଇଥାଏ । ଜୀବନରେ ସଂଘର୍ଷ ପରେ ହଠାତ୍‌ ୪୨ ବର୍ଷ ବୟସ, ୪୦ ବର୍ଷ, ୪୨ ହେବା ପରେ ଏମାନଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହୋଇଥାଏ । ଗୋଟିଏ ପରେ ଗୋଟିଏ ସଫଳତା ମିଳିଥାଏ ।

ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଜାତକରେ ରାହୁ ମଜଭୁତ ଥିଲେ, ବ୍ୟକ୍ତିଙ୍କୁ ଧନ, ଐଶ୍ୱର୍ଯ୍ୟ ଓ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ । ଏହାସହ ରାଜନୀତି,ବ୍ୟବସାୟରେ ଖୁବ୍‌ ସଫଳ ହୋଇ ଥାନ୍ତି ।

ନବରାତ୍ରୀରେ ଅର୍ଡର କଲେ ଭେଜ୍‌ ବିରିୟାନୀ, କିନ୍ତୁ ଆସିଲା ଚିକେନ୍‌ ବିରିୟାନୀ, ଭିଡିଓ ଭାଇରାଲ୍‌..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories