ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଶେଓପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଜଣେ ଯୁବକ ପାଞ୍ଚଟି ଚିତାବାଘକୁ ପାଣି ପିଆଉଥିବା ନଜର ଆସୁଛି। ଏହି ଭିଡିଓଟି କୁନୋ ଜାତୀୟ ଉଦ୍ୟାନ ନିକଟର ବୋଲି କୁହାଯାଉଛି। ଏଠାରେ ଗତ ଶୁକ୍ରବାର ଚିତାବାଘ କିଛି ଛେଳିଙ୍କ ଶିକାର ମଧ୍ୟ କରିଥିଲେ। ଶିକାର ପରେ ଚିତାବାଘ ନିକଟରେ ହିଁ ଆରାମ କରୁଥିଲେ। ସେହି ସମୟରେ ସେଠାରେ ଜଣେ ଯୁବକ ପହଞ୍ଚି ଏକ ବୋତଲରୁ ପାତ୍ରରେ ପାଣି ଢାଳି ଚିତାବାଘମାନଙ୍କୁ … Continue reading ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା