ନବରାତ୍ରୀରେ ଅର୍ଡର କଲେ ଭେଜ୍‌ ବିରିୟାନୀ, କିନ୍ତୁ ଆସିଲା ଚିକେନ୍‌ ବିରିୟାନୀ, ଭିଡିଓ ଭାଇରାଲ୍‌..

ନୂଆଦିଲ୍ଲୀ : ନୋଏଡାରେ ଜଣେ ମହିଳା ନବରାତ୍ରୀ ସମୟରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ । ମାତ୍ର ଭେଜ୍‌ ବଦଳରେ ଆସିଥିଲା ଚିକେନ୍‌ ବିରିୟାନୀ । ଏହି ଘଟଣା ପରେ ଉତ୍ତରପ୍ରଦେଶ ପୁଲିସ ଏକ ରେସ୍ତୋରାଁର କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ୪ ଏପ୍ରିଲରେ ଘଟିବା ସହ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥିଲା । ମହିଳାଙ୍କ ନାମ ଛାୟା ଶର୍ମା । ମହିଳା ଜଣକ ଭିଡିଓ … Continue reading ନବରାତ୍ରୀରେ ଅର୍ଡର କଲେ ଭେଜ୍‌ ବିରିୟାନୀ, କିନ୍ତୁ ଆସିଲା ଚିକେନ୍‌ ବିରିୟାନୀ, ଭିଡିଓ ଭାଇରାଲ୍‌..