୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା

ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଶାସ୍ତ୍ରରେ ପ୍ରତ୍ୟେକ ମୂଲ୍ୟାଙ୍କର ଅନେକ ମହତ୍ତ୍ୱ ରହିଛି। ଏହି ମୂଲ୍ୟାଙ୍କ ଜାତକରେ ସମ୍ବନ୍ଧିତ ଗ୍ରହଙ୍କ ପ୍ରଭାବ ମଧ୍ୟ ରହିଥାଏ । ଯେପରି ମୂଲ୍ୟାଙ୍କ ୪ ଉପରେ ରାହୁଙ୍କ ପ୍ରଭାବ ରହିଥାଏ । ଅଙ୍କ ଶାସ୍ତ୍ର ଅନୁସାରେ ମୂଲ୍ୟାଙ୍କ ୪ର ସ୍ୱାମୀ ରାହୁ ଗ୍ରହ ଅଟନ୍ତି । ଫଳରେ ମୂଲ୍ୟାଙ୍କ ୪ର ଜାତକର ବ୍ୟକ୍ତି ବିଶେଷଙ୍କ ଉପରେ ରାହୁଙ୍କ ପ୍ରଭାବ ରହିଥାଏ । ଯେଉଁ ବ୍ୟକ୍ତି ବିଶେଷ ଯେକୌଣସି ମାସର ୪, ୧୩ … Continue reading ୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା