www.samajalive.in
Saturday, December 6, 2025
23.1 C
Bhubaneswar

ଏପ୍ରିଲ ୭ରେ ଏକାଠି ହେଲେ ବୁଧ-ଶନି : ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ଦୂର ହେବ ରୋଗ,ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୯ ମାର୍ଚ୍ଚରେ ନ୍ୟାୟର ଦେବତା ଶନି ମୀନ ରାଶିରେ ଚଳନ କରିଛନ୍ତି । ବର୍ତ୍ତମାନ ଏହି ରାଶିରେ ଗ୍ରହଙ୍କ ରାଜକୁମାର ଏପ୍ରିଲ ୭ ଅର୍ଥାତ୍‌ ସୋମବାରରେ ସିଧା ଚଳନ କରିବେ । ବୁଧଙ୍କ ଏହି ଚଳନ କାରଣରୁ ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଭାଗ୍ୟ ସୁନାଭଳି ଚମକିବ ।

ବୃଷ- ଜୀବନରେ ଖୁବ୍‌ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ । ଅନେକ ରୋଗରୁ ମୁକ୍ତି ମିଳିବ ।

- Advertisement -

ମିଥୁନ- ଚାକିରି-ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ହଠାତ୍‌ ଧନ ଲାଭର ମଧ୍ୟ ଯୋଗ ରହିଛି ।

ସିଂହ- ଧନ-ସମ୍ପତ୍ତି ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟରେ ବୃଦ୍ଧି ହେବ । ନୂଆ କାମ ଆରମ୍ଭ ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ ।

ତୁଳା- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଅନେକ ଅଟକି ଥିବା କାମରେ ସଫଳତା ମିଳିବ । ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ । ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଟଙ୍କା ରୋଜଗାର କରିବାର ନୂଆ ନୂଆ ସୁଯୋଗ ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ରହିବ । ସନ୍ତାନ ପକ୍ଷରୁ ଶୁଭଖବର ମିଳିବ ।

ବୁଧଙ୍କ ଅଧିକ ଶୁଭଫଳ ପାଇଁ ବୁଧବାର ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ। ଭଗବାନ ବିଷ୍ଣୁ ଓ ଗଣେଶଙ୍କର ପୂଜାର୍ଚ୍ଚନା କରନ୍ତୁ । ସବୁଜ ରଙ୍ଗ ଜିନିଷର ଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

୫୦୦ରୁ କମ୍‌.. ଜାଣନ୍ତୁ, ୮୪ ଦିନ ପାଇଁ ଜିଓ,ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆର ଶସ୍ତା ରିଚାର୍ଜ ପ୍ଲାନ୍‌..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories