www.samajalive.in
Sunday, December 7, 2025
14.1 C
Bhubaneswar

୫୦୦ରୁ କମ୍‌.. ଜାଣନ୍ତୁ, ୮୪ ଦିନ ପାଇଁ ଜିଓ,ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆର ଶସ୍ତା ରିଚାର୍ଜ ପ୍ଲାନ୍‌..

ନୂଆଦିଲ୍ଲୀ : ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ତିନିଟି କମ୍ପାନୀ ନିଜ ଉପଭୋକ୍ତାଙ୍କ ପାଇଁ ଅନେକ ସମୟରେ ଶସ୍ତା ପ୍ଲାନ୍‌ ଆଣି ଥାନ୍ତି । ତେବେ ୫୦୦ ଟଙ୍କାରୁ କମ୍‌ କେଉଁ ସବୁ ରିଚାର୍ଜ ପ୍ଲାନ୍‌ ରହିଛି ଓ ଏଥିରେ କି କି ସୁବିଧା ମିଳିବ ଜାଣନ୍ତୁ ।

ଏୟାରଟେଲ୍‌ର ୪୬୯ ଟଙ୍କାର ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନ ପର୍ଯ୍ୟନ୍ତ ସମୟସୀମା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ୯୦୦ ଏସଏମଏସ ସୁବିଧା ରହିଛି । ମାତ୍ର ଏଥିରେ ଡାଟା ବ୍ୟବହାର କରି ପାରିବେ ନାହିଁ ।

- Advertisement -

ଜିଓର ୪୪୮ ପ୍ଲାନ୍‌ରେ ୮୪ ଦିନ ସମୟସୀମା ରହିଛି । ଏଥିରେ ଅସୀମିତ କଲିଙ୍ଗ୍‌ ବ୍ୟତୀତ ୧୦୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ । ଏଥିରେ ଡାଟା ସୁବିଧା ମିଳିବ ନାହିଁ । ମାତ୍ର ଜିଓ ଟିଭି ଓ ଜିଓ କ୍ଲାଉଡ୍‌ ବ୍ୟବହାର କରି ପାରିବେ ।

ସେହିପରି ଭୋଡାଫୋନ୍‌ ଆଇଡିଆର ୪୭୦ ଟଙ୍କାର ପ୍ଲାନ୍‌ରେ ୮୪ ଦିନ ପର୍ଯ୍ୟନ୍ତ ସମୟସୀମା ମିଳିବ । ଅସୀମିତ କଲିଙ୍ଗ୍‌, ୯୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ । ମାତ୍ର ଡାଟା ମିଳିବ ନାହିଁ ।

ଚୈତ୍ର ନବରାତ୍ରୀ.. ଆଜି ମହାଅଷ୍ଟମୀରେ ଅଦ୍ଭୁତ ସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ମା’ଦୁର୍ଗାଙ୍କ କୃପା, ମିଳିବ ହଠାତ୍‌ ଧନ,ଚମକିବ ଭାଗ୍ୟ..

ଦେଖନ୍ତୁ ଭିଡିଓ ; ବିଶାଳକାୟ ଅହିରାଜ ସାପର ମୁଣ୍ଡକୁ ଆଉଁସିଲେ, ତା’ପରେ..

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories