www.samajalive.in
Sunday, December 7, 2025
26.1 C
Bhubaneswar

ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..

ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ଖାଇବା, ଶୋଇବା, ପାଠ ପଢିବା, ପୂଜା କରିବା ପାଇଁ ସଠିକ୍‌ ଦିଗର ବର୍ଣ୍ଣନା କରାଯାଇଛି । ସେହିଭଳି ଭୁଲ୍‌ ଦିଗରେ ଏସବୁ କାମ କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଜୀବନରେ ଅଶାନ୍ତି, ଘରେ କଳହ, ଆର୍ଥିକ ସସମ୍ୟା ଲାଗି ରହିଥାଏ । ରୋଗ-ଧନର ଅଭାବ ମଧ୍ୟ ଲାଗି ରୁହେ । ବାସ୍ତୁ ଅନୁସାରେ ଭୁଲ୍‌ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀରରେ ରୋଗ ଲାଗି ରହିଥାଏ । ସର୍ବଦା ଅସୁସ୍ଥ ରହିଥାନ୍ତି।

କୁହାଯାଏ ପର୍ଯ୍ୟାପ୍ତ ଓ ଶାନ୍ତିରେ ଶୋଇଲେ ଶରୀର ସୁସ୍ଥ ରହିଥାଏ । ବାସ୍ତୁ ଅନୁସାରେ ସଠିକ୍‌ ଦିଗକୁ ମୁଣ୍ଡ କରି ଶୋଇଲେ ଭଲ ନିଦ, ଦେବୀ-ଦେବତାଙ୍କ ଆଶୀର୍ବାଦ,କୃପା ପ୍ରାପ୍ତି ହୋଇଥାଏ ।

- Advertisement -

ଭୁଲ୍‌ ଦିଗକୁ ମୁଣ୍ଡ କରି ଶୋଇଲେ, ମାନସିକ ଦୁଃଶ୍ଚିନ୍ତା ସହ ଅନେକ ଶାରିରୀକ ସମସ୍ୟା ଓ ଧନ ଅଭାବ ଲାଗି ରହିଥାଏ।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍‌ ନୁହେଁ। ଏହାଦ୍ୱାରା ଅଶୁଭ ପ୍ରଭାବ ପଡିଥାଏ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇ ପାରିନଥାଏ । ଉନ୍ନତି ହୋଇନଥାଏ । ଶରୀରରେ ଶକ୍ତିର ଅଭାବ, ମାନସିକ ଅଶାନ୍ତି ସହ ଅନ୍ୟାନ୍ୟ ରୋଗ ଲାଗି ରହିଥାଏ।

https://samajalive.in/tiger-and-dog-video/649658.html

ଆର୍ଥିକ ସମସ୍ୟା ସହ କରଜ ଲାଗି ରହିଥାଏ।
ମାତ୍ର ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବାକୁ ଉତ୍ତମ ବୋଲି ମାନ୍ୟତା ରହିଛି। ଶାନ୍ତି ଓ ଆରାମଦାୟକ ନିଦ ହୋଇଥାଏ।

ଦକ୍ଷିଣ ଭଳି ପୂର୍ବ ଓ ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇପାରିବେ। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି।

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ

୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories