ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପାଇଁ ଅନେକ ସମୟରେ ଯୁବକ ହୁଅନ୍ତୁ ଅଥବା ଯୁବତୀ ନିଜ ଜୀବନକୁ ବିପଦରେ ପକାଇ ଭିଡିଓ କରୁଥିବା ଘଟଣା ସାମ୍ନାକୁ ଆସିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଜଣେ ଯୁବକ ରିଲ୍ସ ନିଶାରେ ରେଳ ଧାରଣାରେ ଶୋଇ ଭିଡିଓ କରୁଥିଲେ। Reel addiction has now crossed every limit 🥲 … Continue reading ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ