www.samajalive.in
Saturday, December 6, 2025
26.1 C
Bhubaneswar

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ରାଶିଙ୍କ ଚଳନ କାରଣରୁ ଅନେକ ଶୁଭ ରାଜଯୋଗ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଏପ୍ରିଲ ମାସର ୨ୟ ସପ୍ତାହ ଏଭଳି ହିଁ ଶୁଭ ଯୋଗ ନେଇ ଆସିଛି । ଶୁକ୍ର ନିଜ ଉଚ୍ଚ ରାଶିରେ ରହିଥିବାରୁ ଏହାକୁ ମାଲବ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ସେହିପରି ସୂର୍ଯ୍ୟଙ୍କ ସହ ଏକାଠି ହେବା କାରଣରୁ ଶୁକ୍ରାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ଏହି ୨ଟି ରାଜଯୋଗ ଫଳରେ ବ୍ୟବସାୟ ଓ କର୍ମକ୍ଷେତ୍ରରେ ଜବରଦସ୍ତ ଲାଭ ହୋଇଥାଏ । ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ବୃଷ- ଏହି ରାଜଯୋଗ ଆପଣଙ୍କ ପାଇଁ ଶୁଭଙ୍କର ହେବ । ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ । ଦୀର୍ଘ ଦିନରେ ଅଟକି ଥିବା କାମ ପୂରଣ ହେବ । ନୂଆ ଚାକିରିର ଯୋଗ ରହିଛି । ଆମଦାନୀର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ନୂଆ ଗାଡି କିଣିବାର ଯୋଗ ରହିଛି ।

- Advertisement -

ମିଥୁନ- କର୍ମକ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ଦାୟିତ୍ୱ ବୃଦ୍ଧି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ବ୍ୟବସାୟରେ ଲାଭ ମଧ୍ୟ ହେବ ।

ମୀନ- ଅଟକି ଥିବା କାମ ପୂରଣ ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ରୋଜଗାରର ନୂଆ ନୂଆ ମାଧ୍ୟମ ସାମ୍ନାକୁ ଆସିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

୪୨ ବର୍ଷ ବୟସ ପରେ ଏମାନେ ହୁଅନ୍ତି ଧନୀ: କିଣନ୍ତି ଘର, ଗାଡି, ଭୂମି, ମିଳେ ଗୋଟିଏ ପରେ ଗୋଟିଏ ସଫଳତା

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories