www.samajalive.in
Saturday, December 6, 2025
16.1 C
Bhubaneswar

ଗ୍ରାହକଙ୍କ ପାଇଁ ବିଏସଏନଏଲ୍‌ ଆଣିଲା ବଡ ଆଶ୍ୱସ୍ତି; ମାତ୍ର ୧୦୦ ଟଙ୍କାର ଏହି ପ୍ଲାନ୍‌ରେ ବର୍ଷଯାକ ମିଳିବ ଡାଟା ସହ ସବୁ ସୁବିଧା

ନୂଆଦିଲ୍ଲୀ : ବିଏସଏନଏଲ୍‌ ଅନେକ ସମୟରେ ନିଜ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍‌ ଆଣିଥାଏ । ଏହାର ଅନେକ ଲୋକପ୍ରିୟ ରିଚାର୍ଜ ପ୍ଲାନ୍‌ ମଧ୍ୟ ରହିଛି। ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣି ବିଏସଏନଏଲ୍‌ ୧୨ ମାସ ସମୟସୀମା ପାଇଁ ଏଭଳି ଏକ ଜବରଦସ୍ତ ପ୍ଲାନ୍‌ ଆଣିଛି, ଯେଉଁଥିରେ ଅନେକ ସୁବିଧା ମିଳିବ।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

- Advertisement -

ଏହି ପ୍ଲାନ୍‌ କମ୍ପାନୀ ସେହିମାନଙ୍କ ପାଇଁ ଆଣିଛି, ଯେଉଁମାନେ ବର୍ଷଯାକ ରିଚାର୍ଜ କରିବା ଚିନ୍ତାରୁ ମୁକ୍ତି ପାଇବାକୁ ଚାହାଁନ୍ତି।

ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୧୨ ମାସ ପର୍ଯ୍ୟନ୍ତ ସମୟ ସୀମା ମିଳିବ। ଏଥିରେ ମାସକୁ ୩ ଜିବି ଡାଟା,୩୦୦ ମିନିଟ୍‌ ମାଗଣାରେ କଲିଙ୍ଗ୍‌ ଓ ୩୦ ଏସଏମଏସ ମିଳିବ। ଏହି ପ୍ଲାନ୍‌ର ଦାମ୍‌ ୧୧୯୮ ଟଙ୍କା । ଫଳରେ ମାସକୁ ମାତ୍ର ୧୦୦ ଟଙ୍କା ପଡିବ । ୧୦୦ ଟଙ୍କାରେ ଅନେକ ସୁବିଧା ଉପଭୋକ୍ତା ପାଇ ପାରିବେ।

ଗତ କିଛି ଦିନ ଧରି ବିଏସଏନଏଲ ନିଜ ନେଟୱର୍କ ଉପରେ କାମ ଜାରି ରଖିଛି। ଚଳିତ ବର୍ଷ ଜୁନ୍‌ ମାସ ସୁଦ୍ଧା ୫ ଜିବି ସେବାକୁ ରୋଲ୍‌ଆଉଟ୍‌ କରିବାକୁ ଚାହୁଁଛି ।

ମାସେ ଚିନି ନଖାଇଲେ, ମିଳିବ ଏସବୁ ଲାଭ, ହେବେ ଆଶ୍ଚର୍ଯ୍ୟ..

ପୁଣି ବଢିଲା ; ଲକ୍ଷେ ମୁହାଁ ସୁନା ଦାମ୍‌

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories