ପୁଣି ବଢିଲା ; ଲକ୍ଷେ ମୁହାଁ ସୁନା ଦାମ୍‌

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍‌। ଏପ୍ରିଲ ୧୭ ଅର୍ଥାତ୍‌ ଗୁରୁବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ବୃଦ୍ଧି ପାଇ ୯୭,୩୧୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୯୬,୧୭୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୧୫୦ ଟଙ୍କା … Continue reading ପୁଣି ବଢିଲା ; ଲକ୍ଷେ ମୁହାଁ ସୁନା ଦାମ୍‌