www.samajalive.in
Saturday, December 6, 2025
19.1 C
Bhubaneswar

ପୁଣି ବଢିଲା ; ଲକ୍ଷେ ମୁହାଁ ସୁନା ଦାମ୍‌

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍‌। ଏପ୍ରିଲ ୧୭ ଅର୍ଥାତ୍‌ ଗୁରୁବାର ପୁଣି ବଢିଛି ସୁନା ଦାମ୍‌ ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ବୃଦ୍ଧି ପାଇ ୯୭,୩୧୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୯୬,୧୭୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ପାଇଛି।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୧୫୦ ଟଙ୍କା ଥିଲା । ଏଥିରେ ୧,୦୫୦ ଟଙ୍କା ବୃଦ୍ଧି ପାଇଛି ।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୨,୯୮୦ ଟଙ୍କା ରହିଛି । ଗତକାଲି ଏହା ୭୨,୧୩୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ଏହା ୧୧,୦୦୦ ଥିଲା ।

ମାସେ ଚିନି ନଖାଇଲେ, ମିଳିବ ଏସବୁ ଲାଭ, ହେବେ ଆଶ୍ଚର୍ଯ୍ୟ..

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories