୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

ଜ୍ୟୋତିଷ ଶାସ୍ତ୍ରରେ ଗୋଟିଏ ଗ୍ରହ ରାଶି ପରିବର୍ତ୍ତନ କରି ଅନ୍ୟ ଏକ ଗ୍ରହ ସହ ଏକାଠି ହେଲେ ଏହାର ପ୍ରଭାବ ଦେଶ,ଦୁନିଆ ସହ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିଥାଏ । ୧୪ ମେ’ରେ ବୃଷ ରାଶିରେ ସୂର୍ଯ୍ୟ-ବୃହସ୍ପତି ଏକାଠି ହେବାକୁ ଯାଉଛନ୍ତି । ମେ’୧୪ରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ । ବୃହସ୍ପତି ମଧ୍ୟ ସେହି ସମୟରେ ବୃଷ ରାଶିରେ ରହିବେ । ଦୀର୍ଘ ୧୨ ବର୍ଷ ପରେ ଗୁରୁ ଓ … Continue reading ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ