ମାସେ ଚିନି ନଖାଇଲେ, ମିଳିବ ଏସବୁ ଲାଭ, ହେବେ ଆଶ୍ଚର୍ଯ୍ୟ..

ଯେଉଁମାନେ ମିଠାପ୍ରେମୀ, ସେମାନଙ୍କୁ ବିଭିନ୍ନ ଖାଦ୍ୟରେ ଚିନି ବ୍ୟବହାର କରିବା ଖୁବ୍‌ ପସନ୍ଦ । ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ନୁହେଁ । ଚିନି ଦୈନିକ ହେଉ କିମ୍ବା ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ମୋଟାପଣ, ମଧୁମେହ, ଉଚ୍ଚ କୋଲେଷ୍ଟେରୋଲ୍‌, ହୃଦଘାତ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ମାତ୍ର ଆପଣ ହୁଏତ ଜାଣିନଥିବେ, ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚିନି କିମ୍ବା ଚିନିରେ ପ୍ରସ୍ତୁତ ଜିନିଷ ନଖାଇବା … Continue reading ମାସେ ଚିନି ନଖାଇଲେ, ମିଳିବ ଏସବୁ ଲାଭ, ହେବେ ଆଶ୍ଚର୍ଯ୍ୟ..