www.samajalive.in
Monday, December 15, 2025
15.1 C
Bhubaneswar

ଦେଶର ମହଙ୍ଗା ଆଇସକ୍ରିମ୍‌ ; ଏମିତି ହୁଏ ତିଆରି, ଜାଣନ୍ତୁ କେତେ ଦାମ୍‌

ନୂଆଦିଲ୍ଲୀ : ଦୁନିଆରେ ଏଭଳି କିଛି ଖାଦ୍ୟ ଜିନିଷ ରହିଛି, ଯାହାର ଦାମ୍‌ ସୁନା ଠାରୁ ମଧ୍ୟ ଅଧିକ । ତେବେ କେବେ ଚିନ୍ତା କରିଛନ୍ତି କି ଦେଶର ସବୁଠାରୁ ମହଙ୍ଗା ଆଇସକ୍ରିମ୍‌ କିଭଳି ଦେଖାଯାଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଶର ସବୁଠାରୁ ମହଙ୍ଗା ଆଇସକ୍ରିମ୍‌ ବୋଲି ଦାବି କରାଯାଉଛି । ଯାହା ହାଇଦ୍ରାବାଦ୍‌ର ଏକ ରେସ୍ତୋରାଁରେ ମିଳୁଛି । ଭିଡିଓରେ ଜଣେ ରୋଷେୟା ଆଇସକ୍ରିମ୍‌ କୋନ୍‌କୁ ଧରି ଏଥିରେ ଚକୋଲେଟ୍‌ ଖଣ୍ଡ, ତରଳ ଚକୋଲେଟ୍‌, ବାଦାମ ଆଦିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରୁଛନ୍ତି।

- Advertisement -

ଏହାପରେ ଆଇସକ୍ରିମ୍‌ରେ କ୍ରିମ୍‌ର ଏକ ଆସ୍ତରଣ ଦେଉଛନ୍ତି । ଏହାପରେ ଆଇସକ୍ରିମ୍‌ ଆକର୍ଷଣୀୟ ଦେଖାଯାଉଛି। ସବୁଠାରୁ ଖାସ୍‌ କଥା ହେଉଛି, ଆଇସକ୍ରିମ୍‌ ଉପରେ ଅସଲି ସୁନାର ଆସ୍ତରଣ ବ୍ୟବହାର କରାଯାଉଛି। ଯାହା ଏହାକୁ ଏକ ରାଜକୀୟ ଲୁକ୍‌ ଦେଉଛି। ପରେ ଏଥିରେ ବିଭିନ୍ନ ପ୍ରକାର ଜିନିଷ ଦେଇ ସୁନ୍ଦର ଭାବେ ସଜାଯାଉଛି । ଏହି ଆଇସକ୍ରିମ୍‌ର ଦାମ୍‌ ୧,୨୦୦ ଟଙ୍କା ବୋଲି କୁହାଯାଉଛି। ଲୋକେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..

https://samajalive.in/tiger-and-dog-video/649658.html

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories