୧.୪ କୋଟିର ଠକେଇ, ଜଣେ ଗିରଫ ଅପରାଧଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (RM) Last updated Apr 11, 2025 Share ଭୁବନେଶ୍ୱର: ଅନଲାଇନ ଟ୍ରେଡିଂ ନାଁରେ ୧.୪କୋଟି ଠକେଇ ମାମଲାରେ ଆଉ ଜଣେ ଗିରଫ ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜଣେ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି। Share FacebookTwitterWhatsApp
Comments are closed.