ଦେଖନ୍ତୁ ଭିଡିଓ ; ବିଶାଳକାୟ ଅହିରାଜ ସାପର ମୁଣ୍ଡକୁ ଆଉଁସିଲେ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବନ୍ୟ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପ ଓ ଜଣେ ଯୁବକଙ୍କ ଏକ ଭିଡିଓ ଦେଖି ଲୋକେ କାବା ହେବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । View this post on Instagram A post shared by PANJI PETUALANG (@panjipetualang_real) ଭିଡିଓରେ ଦେଖିପାରିବେ, … Continue reading ଦେଖନ୍ତୁ ଭିଡିଓ ; ବିଶାଳକାୟ ଅହିରାଜ ସାପର ମୁଣ୍ଡକୁ ଆଉଁସିଲେ, ତା’ପରେ..