ଚୈତ୍ର ନବରାତ୍ରୀ.. ଆଜି ମହାଅଷ୍ଟମୀରେ ଅଦ୍ଭୁତ ସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ମା’ଦୁର୍ଗାଙ୍କ କୃପା, ମିଳିବ ହଠାତ୍‌ ଧନ,ଚମକିବ ଭାଗ୍ୟ..

ଚଳିତ ବର୍ଷ ଚୈତ୍ର ନବରାତ୍ରୀର ମହାଅଷ୍ଟମୀ ୫ ଏପ୍ରିଲ ଅର୍ଥାତ୍‌ ଆଜି ପାଳନ କରାଯାଉଛି । ଏହି ଦିନ ମାତା ମହାଗୌରୀଙ୍କର ଉପାସନା କରାଯାଏ । ଏହି ଦିନ ଏକ ବିଶେଷ ଯୋଗ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ୫ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ବର୍ଷିବ। ମେଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଶୁଭ ଖବର ମିଳିବା ସହ ବ୍ୟବସାୟରେ ଖୁବ୍‌ ବୃଦ୍ଧି … Continue reading ଚୈତ୍ର ନବରାତ୍ରୀ.. ଆଜି ମହାଅଷ୍ଟମୀରେ ଅଦ୍ଭୁତ ସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ମା’ଦୁର୍ଗାଙ୍କ କୃପା, ମିଳିବ ହଠାତ୍‌ ଧନ,ଚମକିବ ଭାଗ୍ୟ..