୫୦୦ରୁ କମ୍‌.. ଜାଣନ୍ତୁ, ୮୪ ଦିନ ପାଇଁ ଜିଓ,ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆର ଶସ୍ତା ରିଚାର୍ଜ ପ୍ଲାନ୍‌..

ନୂଆଦିଲ୍ଲୀ : ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ତିନିଟି କମ୍ପାନୀ ନିଜ ଉପଭୋକ୍ତାଙ୍କ ପାଇଁ ଅନେକ ସମୟରେ ଶସ୍ତା ପ୍ଲାନ୍‌ ଆଣି ଥାନ୍ତି । ତେବେ ୫୦୦ ଟଙ୍କାରୁ କମ୍‌ କେଉଁ ସବୁ ରିଚାର୍ଜ ପ୍ଲାନ୍‌ ରହିଛି ଓ ଏଥିରେ କି କି ସୁବିଧା ମିଳିବ ଜାଣନ୍ତୁ । ଏୟାରଟେଲ୍‌ର ୪୬୯ ଟଙ୍କାର ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନ ପର୍ଯ୍ୟନ୍ତ ସମୟସୀମା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ୯୦୦ ଏସଏମଏସ ସୁବିଧା ରହିଛି … Continue reading ୫୦୦ରୁ କମ୍‌.. ଜାଣନ୍ତୁ, ୮୪ ଦିନ ପାଇଁ ଜିଓ,ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆର ଶସ୍ତା ରିଚାର୍ଜ ପ୍ଲାନ୍‌..