www.samajalive.in
Thursday, December 11, 2025
27.1 C
Bhubaneswar

ଭସାଣି ପାଇଁ ମା ବାସନ୍ତୀ ଦୁର୍ଗାଙ୍କୁ କାନ୍ଧରେ ନିଆ ଗଲା ୩ କିମି

ଗୁରୁଡିଝାଟିଆ: ଭକ୍ତି, ସମର୍ପଣ ଓ ସିଦ୍ଧିର ପୀଠ ମା ବାସନ୍ତୀ ଦୁର୍ଗା ବିଜେ ସ୍ଥଳୀ ଗୁରୁଡ଼ିଝାଟିଆ- କୋତର ଗାଁ।ମା ଙ୍କୁ ମେଲାଣି ଦେବାକୁ ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇଥିଲେ। ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନୂଆ ବସ୍ତ୍ର ରାସ୍ତାରେ ପକାଇ ଅଧିଆ ପଡିଥାନ୍ତି। ବିଶ୍ୱାସ ଅଛି ମାଙ୍କ କୃପା ଦ୍ଵାରା ଶ୍ରଦ୍ଧାଳୁଙ୍କ ମନୋବାଞ୍ଛା ପୁରାଣ ହୋଇଥାଏ ବୋଲି। ଗୁରୁଡିଝାଟିଆ-କୋତର ଗାଁ ଅଧିଷ୍ଠାତ୍ରୀ ଦେବୀ ମା ବାସନ୍ତୀ ଦୁର୍ଗାଙ୍କ ଭସାଣି କିନ୍ତୁ ଆଧ୍ୟାତ୍ମିକ ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ହୋଇଥାଏ ଯେଉଁଥିରେ ଏବେ ବି ଶ୍ରଦ୍ଧାଳୁ ମାନେ ୩ କିମି କାନ୍ଧରେ ବୋହି ଛୋଟିଆମ୍ଭ ଗାଁର ପୁଷ୍କରଣୀରେ ବିସର୍ଜନ କରିବା ପରମ୍ପରାଏକ ସ୍ବତନ୍ତ୍ର ଓ ନିଆରା ଅଟେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories