BJD Bijuli 480×75 Mob

ବାଲେଶ୍ୱର : ଦୁର୍ଘଟଣାରେ ୨ ମୃତ

BJD Bijuli 480×75 Mob
0

ବାଲେଶ୍ୱର : ବାଲେଶ୍ୱରର ମାଆ ଦକ୍ଷିଣକାଳୀ ମନ୍ଦିର ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ବାଇକରେ ଯାଉଥିବା ୨ ଜଣ ଯୁବକଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମୟୁରଭଞ୍ଜ ଜିଲ୍ଲା କପ୍ତୀପଦା ଅଞ୍ଚଳର ଗଶେଷ ଖିଲାରଙ୍କର ମୃତ୍ୟୁ ଘଟିଥିଲା। ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ତେବେ ତାଙ୍କର ପରିଚୟ ମିଳି ନାହିଁ। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ ଲୋକେ ଅଟକ ରଖିଛନ୍ତି।

Leave A Reply