BJD Bijuli 480×75 Mob

ପ୍ରଶାନ୍ତ ନନ୍ଦ, ଅଚ୍ୟୁତ ସାମନ୍ତ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ

BJD Bijuli 480×75 Mob
0
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭାପାଇଁ ତିନି ଜଣ ବିଜେଡି ପ୍ରାର୍ଥୀଙ୍କର ନାମ ଘୋଷଣା କରିଛନ୍ତି । ପ୍ରଶାନ୍ତ ନନ୍ଦ, ସୌମ୍ୟ ରଞ୍ଜନ ପଚ୍ଚନାୟକ ଓ ଅଚ୍ୟୁତ ସାମନ୍ତଙ୍କ ନାମ ଘୋଷଣା ।

  • ବୁଧବାର ସକାଳେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସୌମ୍ୟ ରଞ୍ଜନ ପଟ୍ଟନାୟକ   ଯୋଗ ଦେଇଥିଲେ

  • ଅଚ୍ୟୁତ ସାମନ୍ତ ବି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଯୋଗୁଁ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ।

  • ବିଜେଡିରେ ମିଶିବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ , ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା । ଏହା ସହ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ରାଜ୍ୟସଭା  ପ୍ରାର୍ଥୀ ।

  • ସଂଖ୍ୟା ଦୃଷ୍ଟିରୁ ଏହି ତିନିଜିଣ ରାଜ୍ୟ ସଭା ପାଇଁ ନିର୍ବାଚିତ ହେବା ଏକ ପ୍ରକାରର ନିଶ୍ଚିତ ।

  • rajya

Leave A Reply