www.samajalive.in
Sunday, December 7, 2025
26.1 C
Bhubaneswar

ସାଧୁପଡାରେ ହାତୀ ଉପଦ୍ରବ

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ଗ୍ରାମ ପଞ୍ଚାୟତର ସାଧୁପଡା ଠାରେ ମଙ୍ଗଳବାର ରାତ୍ରିରେ ବଣୁଆ ହାତୀ ଉପଦ୍ରବ କରି ଚାଷ ଜମି ନଷ୍ଟ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାନୂଯାୟୀ, ତପନ ଭୋଇ ନାମକ ଜଣେ ଚାଷୀ ଅଧ ଏକର ଜମିରେ ଚଣା ଚାଷ କରିଥିବା ବେଳେ ରାତ୍ରିରେ ବଣୁଆ ହାତୀ ଉପଦ୍ରବ କରି ଫସଲ ନଷ୍ଟ କରି ବ୍ୟାପକ କ୍ଷୟକ୍ଷତି କରିଛି। ଏ ନେଇ ବନ ବିଭାଗକୁ ଖବର ଦିଆଯିବା ପରେ ବନ ବିଭାଗର ଏକ ଦଳ ହାତୀକୁ ଘଉଡାଇ ଥିଲେ। ଚାଷୀଙ୍କ ଚାଷର କ୍ଷତିପୂରଣ ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ରାତିରେ ପିଅନ୍ତୁ ବାସ୍‌ ଏକ ଗ୍ଲାସ୍‌ ପାଣିରେ ୨ଟି ଲବଙ୍ଗ, ଦେଖନ୍ତୁ ଚମତ୍କାର..

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories