ରାତିରେ ପିଅନ୍ତୁ ବାସ୍‌ ଏକ ଗ୍ଲାସ୍‌ ପାଣିରେ ୨ଟି ଲବଙ୍ଗ, ଦେଖନ୍ତୁ ଚମତ୍କାର..

ପ୍ରତ୍ୟେକଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ମଧ୍ୟରେ ଲବଙ୍ଗ ନିଶ୍ଚୟ ସାମିଲ ରହିଥାଏ । କେବଳ ଖାଦ୍ୟର ସ୍ୱାଦକୁ ଏହା ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆୟୁର୍ବେଦରେ ଲବଙ୍ଗକୁ ଜଡିବୁଟ୍ଟୀ ଭାବେ ବ୍ୟବହାର କରାଯାଏ । ଲବଙ୍ଗରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ମୁଖ୍ୟତଃ ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଇ, ବି୬, … Continue reading ରାତିରେ ପିଅନ୍ତୁ ବାସ୍‌ ଏକ ଗ୍ଲାସ୍‌ ପାଣିରେ ୨ଟି ଲବଙ୍ଗ, ଦେଖନ୍ତୁ ଚମତ୍କାର..