www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କ ମାନସମନ୍ଥନ: ପୂର୍ବ ଭାରତର ବିକାଶର ଗତିକୁ ଆହୁରି ତୀବ୍ର କରିବା ନେଇ ଲକ୍ଷ୍ୟ

ଭୁବନେଶ୍ଵର: ବୁଧବାରଠାରୁ ରାଜଧାନୀରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ । ଆଜି ଦ୍ଵିତୀୟ ଦିନରେ ମହା ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପୂର୍ବରୁ ବିଭିନ୍ନ ଯୋଜନା ଓ କ୍ରିୟାନୁଷ୍ଠାନ ନେଇ ମାନସ ମନ୍ଥନ କରିଛନ୍ତି।  ଗତକାଲି ଓଡିଶା ଗସ୍ତରେ ଆସି ବିଳମ୍ବିତ ରାତି ଯାଏଁ କଲେ ପ୍ରଧାନମନ୍ତ୍ରୀ ଓଡିଶା ବିକାଶର ଦୂରଦୃଷ୍ଟି ସଂପନ୍ନ ଯୋଜନାର ମାନସ ମନ୍ଥନ କରିଛନ୍ତି।  ପୂର୍ବ ଭାରତର ବିକାଶର ଗତିକୁ ଆହୁରି ତୀବ୍ର କରିବା ନେଇ  ଲକ୍ଷ୍ୟ ରହିଛି। ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କୁ ଯୋଡିବା ନେଇ ବଡ ଯୋଜନା ରହିଛି । ସେପଟେ ସକାଳ ୧୦ଟାରୁ ସାଢେ ୧୧ଟା ଯାଏଁ ପ୍ରଧାନମନ୍ତ୍ରୀ ଜନତା ମୈଦାନରେ ରହିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିକଶିତ ଭାରତ ୨୦୪୭ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରବାସୀ ଭାରତୀୟ ମାନଙ୍କ ସହ ଆଲୋଚନା କରିବେ। ଏହାସହ ବିଭିନ୍ନ ପେନାରୀସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷ ମାନେପ୍ରବାସୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories