ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୋଳ : ଆଠମଲ୍ଲିକ ଥାନା ଅଇଡା ଗାଁରେ ଅଘଟଣ । ଗତ ବିଳମ୍ବିତ ରାତ୍ରିରେ ଦୁବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପତିନି ପ୍ରଧାନ ।…
Read More...

ଭଜନ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ପରଲୋକ

ଭୁବନେଶ୍ବର: ଭଜନପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଶୁଣିବାକୁ ମିଳିବନି ଶ୍ରୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠ ସ୍ବର । ପ୍ରଖ୍ୟାତ ଭଜନ ଗାୟକ ଶ୍ରୀ ଅରବିନ୍ଦ ମୁଦୁଲିଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ଭୁବନେଶ୍ବରର ଏକ…
Read More...

ଦୋଳ ପୂର୍ଣ୍ଣିମା

ପାଞ୍ଚଦିନ ପାଇଁ ସମାରୋହରେ ପଞ୍ଚଦୋଳ ପାଳିତ ହୋଇଥାଏ। ଭାରତର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ସମାରୋହରେ ପାଳିତ ହୋଇଆସୁଛି। ଫାଲଗୁନ୍ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ…
Read More...

ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦ ସମାଧାନ ଅସମ୍ଭବ: ରବିଶଙ୍କର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦର ସମାଧାନ ହେବା ଅସମ୍ଭବ ବୋଲି ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି। ରବିଶଙ୍କର କହିଛନ୍ତି ଯେ ଅଦାଲତ…
Read More...

ମଧ୍ୟପ୍ରଦେଶ ଉପନିର୍ବାଚନରେ କଂଗ୍ରେସ ବିଜୟୀ

ଭୋପାଳ: ମଧ୍ୟପ୍ରଦେଶର ଦୁଇଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କୋଲାରସ ଆସନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂହ ଯାଦବ ଶାସକ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର…
Read More...

ହୁସେନ୍‌ ମୋତେ ‘ବସ୍‌ ଡ୍ରାଇଭର’ ଆକ୍ଷେପ କରିଥିଲେ: କୈଫ୍‌

ମୁମ୍ବଇ: ୨୦୦୨ରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ନାଟ୍‌ୱେଷ୍ଟ ଟ୍ରଫି ଫାଇନାଲରେ ତାଙ୍କୁ ଇଂଲଣ୍ଡର ଅଧିନାୟକ ନାସେର ହୁସେନ୍‌ ‘ବସ୍‌ ଡ୍ରାଇଭର’ ବୋଲି ଆକ୍ଷେପ କରିଥିଲେ। ଏହା କହିଛନ୍ତି ଉକ୍ତ ଫାଇନାଲରେ…
Read More...

ଆଜିର ରାଶିଫଳ ୦୧.୦୩.୨୦୧୮ (ଗୁରୁବାର)

ମେଷ: ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବନ୍ଧୁ ଦର୍ଶନ କରିପାରନ୍ତି। ବିଦ୍ୟାର୍ଥୀଙ୍କ ପରିଶ୍ରମର ଫଳ ପ୍ରାପ୍ତ ହେବ। ବୃଷ:…
Read More...

ଶାନ୍ତି ଦ୍ୱାରା ବିଶ୍ୱର ସମୃଦ୍ଧି ସମ୍ଭବ

କଟକ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ମହାରାଷ୍ଟ୍ରର ୱାର୍ଦ୍ଧାସ୍ଥିତ ସେବାଗ୍ରାମ ଆଶ୍ରମ ପରିସରରେ ୪୭ତମ ସର୍ବୋଦୟ ସମାଜ ସମ୍ମେଳନ ଆୟୋଜିତ ହୋଇ ଯାଇଛି। ଏହି ସମ୍ମେଳନ ୨୩ରୁ ୨୫ ତାରିଖ…
Read More...

ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ : ୬ ଗିରଫ

ବ୍ୟାସନଗର: ମୋରମ ଚୋରା ବେପାରୀଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ସହର ଉପକଣ୍ଠରେ ଥିବା ଏକ ସରକାରୀ ସଇରାତ୍‌ ଖାଦାନ୍‌ରେ ଚଢ଼ଉବେଳେ ବୁଧବାର ସକାଳେ ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ ହୋଇଛି। ତେବେ ଏହି ଘଟଣାରେ…
Read More...

ଇଣ୍ଡିଆନ୍‌ ଗ୍ରାଁ ପ୍ରି-୧ ଦୌଡ଼କୁଦ: ଦୁତିଙ୍କୁ ସ୍ୱର୍ଣ୍ଣ ଓ ପୂର୍ଣ୍ଣିମାଙ୍କୁ ବ୍ରୋଞ୍ଜ୍‌

ଭୁବନେଶ୍ୱର: ପଞ୍ଜାବର ପାଟିିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ ରେ ଓଡ଼ିଶା ପ୍ରତିଯୋଗୀ ପ୍ରଥମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଦୁତି ଚାନ୍ଦ…
Read More...

ଭୁବନେଶ୍ୱର ହକି ବିଶ୍ୱକପ୍‌ର ଖେଳସୂଚୀ ଘୋଷିତ

କଟକ: ଚଳିତବର୍ଷ ଓଡ଼ିଶାମାଟିରେ ଆୟୋଜନ ହେବ ଅଦ୍ୟାବଧି ରାଜ୍ୟର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ ପୁରୁଷ ହକି ବିଶ୍ୱକପ୍‌। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ର…
Read More...

ଉପନିର୍ବାଚନର ଅକୁହା କଥା

ବାମାପଦ ତ୍ରିପାଠୀ ସାଧାରଣ ଲୋକଙ୍କ ସହ ମିଶୁଥିବା ଅନେକ ବ୍ୟକ୍ତି ବିଜେପୁର ଉପନିର୍ବାଚନ ଫଳାଫଳ ଦେଖି ବିସ୍ମିତ ନୁହନ୍ତି। ସେମାନଙ୍କ ମତରେ ବଡ଼ ଧରଣର ବିଜୟ ବ୍ୟବଧାନ ମତଦାନ ପୂର୍ବରୁ ବାରି ହେଉଥିଲା। ନେତା,…
Read More...

ଆଖଣ୍ଡଳମଣି ପୀଠ ନିକଟସ୍ଥ ଗାଁମାନଙ୍କରେ ଛଦ୍ମ ବେଶରେ ଡକାୟତ ବୁଲିଥିବା ଅଭିଯୋଗ

ଆରଡି: ଭଦ୍ରକ ଜିଲାର ଆଖଣ୍ଡଳମଣିପୀଠ  ନିକଟବର୍ତ୍ତୀ ଅଞ୍ଚଳରେ ଗ୍ରାମବାସୀମାନେ ଏବେ ଭୟ ଓ ଆଶଙ୍କାର ସହ ରହୁଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ କିଛି ଡକାୟତ ଛଦ୍ମ ବେଶରେ ବୁଲି ଡକାୟତି ପାଇଁ…
Read More...

ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ପ୍ରସାଦ ହରିଚନ୍ଦନ!

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ପ୍ରସାଦ ହରିଚନ୍ଦନ  ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ସେ ନିଜ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ବିଜେପୁର ଉପ…
Read More...

ଦେବାଳିଆ ଘୋଷଣା ପାଇଁ ଏନ୍‌ସିଏଲ୍‌ଟିଙ୍କ ନିକଟରେ ଆବେଦନ କଲା ଏୟାରସେଲ

ନୂଆଦିଲ୍ଲୀ: ଭାରତର ଷଷ୍ଠ ସର୍ବବୃହତ ଟେଲିମକ୍‌ କମ୍ପାନୀ ଏୟାରସେଲ ଦେବାଳିଆ ଘୋଷଣା ପାଇଁ ଆବେଦଲ କରିଛି । ଏନ୍‌ସିଏଲ୍‌ଟି ବା ଜାତୀୟ କମ୍ପାନୀ ଲ ଟ୍ରାଇବୁନାଲଙ୍କ ନିକଟରେ  କମ୍ପାନୀକୁ  ଦେବାଳିଆ ଘୋଷଣା ପାଇଁ ଆବେଦନ…
Read More...

 ରାଜ୍ୟରେ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର, ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କର ଦରମା ବୃଦ୍ଧି କରିଛନ୍ତି । ୭ ବେତନ କମିଶନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହା ପିଛିଲା ଭାବରେ ୨୦୧୬…
Read More...

ପାଗଳ କୁକୁର ଆତଙ୍କ,. କୁକୁର କାମୁଡାରେ ୪୦ରୁ ଊର୍ଦ୍ଧ୍ୱ ଆହତ

ମାଲକାନଗିରି:  ଜିଲ୍ଲା  ସଦର ମହକୁମା ରେ ପାଗଳ କୁକୁର ଆତଙ୍କ । ସ୍ଥାନୀୟ ନାକଟେଶ୍ୱେରୀ ମନ୍ଦିର ନିକଟରେ ଗୋଟିଏ ପାଗଳ କୁକୁର ୪୦ ରୁ  ଅଧିକ ଲୋକଙ୍କୁ  କାମୁଡି ଥିବା ଅଭିଯୋଗ ହୋଇଛି । ରାତିରେ ଯାତ୍ରା ଚାଲୁଥିବା ବେଳେ…
Read More...

ଧନୁ ତୀର ସହ ୩ ଶିକାରି ଗିରଫ

ବଡ଼ସାହି  : ମୟୁରଭଞ୍ଜ ଶିମିଳି ପାଳ ଜାତୀୟ ଉଦ୍ୟାନ ପରିସରରେ ବେଆଇନ ଭାବେ ସଂରକ୍ଷିତ ଜୀବଜନ୍ତୁଙ୍କୁ ଶିକାର କରିବା ଅଭିଯୋଗରେ ୩ ଜଣ ଶିକାରିଙ୍କୁ  ଗିରଫ କରାଯାଇଛି । ବେସରପାଣିରେ ସଂରକ୍ଷିତ ବନ ଖଣଅଜରେ ଏହି…
Read More...

ବାଣ ଗୋଦାମରେ ଅଗ୍ନି କାଣ୍ଡ, ଜଣେ ମୃତ ଜଣେ ଗୁରୁତର

ସାଲେପୁର:  ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିସ୍ପୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଜଣେ ଗୁରୁତର ହୋଇଛନ୍ତି । ସାଲେପୁରରେ ଥିବା  ବଟ କୃଷ୍ଣ କାଣ୍ଡି ତାଙ୍କ ବାଣ ଦୋକାନରେ ଏକ ଗ୍ରାଇଣ୍ଡରରେ ବାରୁଦକୁ ଗୁଣ୍ଡ…
Read More...

ବିଜେଡିର ବୃହତ ବିଜୟ ପରେ ବିଜେପୁର ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବୃହତ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହାପରେ ନବୀନ ପଟ୍ଟନାୟକ ନବୀନ ନିବାସରେ ନିଜର ସମର୍ଥକଙ୍କୁ ଅଭିବାଦନ ଜଣାଇବା ସହ ବିଜେପୁର ବାସୀଙ୍କୁ ଏହି ବିଜୟ…
Read More...

ସାମୂହିକ ବିବାହ ଯୋଜନାରେ ଦେଲେ ଲୁହା ଗହଣା, ନବବିବାହିତାଙ୍କ ହଙ୍ଗାମା

ଲକ୍ଷ୍ନୌ : ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବହା ଯୋଜନା ଚର୍ଚ୍ଚାକୁ ଆସିଛି । ଚଳିତ ଥର ବିବାହିତ ଯୋଡ଼ିଙ୍କୁ ଦ୍ୱିତୀୟ ଥର ବିବାହା ପାଇଁ ନୁହେଁ ବରଂ ବିବାହରେ ଦିଆଯାଇଥିବା ଲୁହା ଗହଣାକୁ ନେଇ…
Read More...

କୁଖ୍ୟାତ ଶଙ୍କରର ଆତ୍ମହତ୍ୟା

ସାଲେମ : ଦକ୍ଷିଣ ଭାରତର କୁଖ୍ୟାତ ଅପରାଧୀ ତଥା ଆତଙ୍କୀ ଶଙ୍କର ଭାବେ ପରିଚିତ ଏମ୍‌ ଜୟଶଙ୍କର ମଙ୍ଗଳବାର ଆତ୍ମହତ୍ୟା କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ଆତଙ୍କୀ ଶଙ୍କର ନାମରେ ୩୦ରୁ ଅଧିକ ବଳାତ୍କାର ଓ ୧୫ ହତ୍ୟା…
Read More...

ରାଜଧାନୀରେ ଭାଇବୋହୁକୁ ବୋମା ମାଡ କରିବା ପରେ ପିପିଲିରେ ଭଉଣୀକୁ ଗୁଳି ମାରିଲା ଦୁର୍ବୃତ୍ତ

ପିପିଲି: ଜଣେ ଯୁବକ ରାଜଧାନୀ ଭୁବନେଶ୍ୱରରେ ଭାଇବୋହୁକୁ ବୋମା ମାଡ କରିବା ପରେ ପିପିଲି ଯାଇ ସମ୍ପର୍କୀୟ ଭଉଣୀକୁ ଗୁଳି ମାଡ କରିଛି । ଭୁବନେଶ୍ୱରର ପଳାଶୁଣୀ ନିକଟରେ ଥିବା  ଆଖଣ୍ଡଳ ମଣୀ ବସ୍ତିରେ ଭାଇ ବୋହକୁ ବୋମା ମାଡ…
Read More...

ରାଜକୀୟ ସମ୍ମାନରେ ପଦ୍ମଶ୍ରୀ ଶ୍ରୀଦେବୀଙ୍କୁ ଶେଷ ବିଦାୟ

ପଞ୍ଚତତ୍ୱରେ ବିଲୀନ ହେଲା ଶ୍ରୀଦେବୀଙ୍କର ପାର୍ଥିବ ଶରୀର 'ସ୍ୱାମୀ ବୋନି କାପୁର ଦେଲେ ମୁଖାଗ୍ନୀ' ନୂଆଦିଲ୍ଲୀ: ବଲିଉଡ଼ ସିନେ ତାରକା ଶ୍ରୀଦେବୀଙ୍କ ମର ଶରୀର ମଙ୍ଗଳବାର ରାତିରେ ମୁମ୍ବଇ ପହଞ୍ଚିବା ପରେ ତାଙ୍କୁ ଶେଷ…
Read More...

ଏନ୍‌ଡିଏ ହାତ ଛାଡିଲେ ଜିତନରାମ ମାଝୀ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ମୁଖ୍ୟ ଜିତନରାମ ମାଝୀ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ବୁଧବାର ବାହାରି ଯାଇଛାନ୍ତି। ବୁଧବାର ତାଙ୍କ ଦଳ ପକ୍ଷରୁ ଏହି…
Read More...

ସ୍ୱପ୍ନର କଳ୍ପନାଠାରୁ ବି ଅଧିକ ଆକର୍ଷଣୀୟ ସ୍ଥାନକୁ ଏୟାର ଏସିଆ ଇଣ୍ଡିଆ ସହ ଉଡନ୍ତୁ

ଯଦି ଆପଣ ସଂସ୍କୃତି, ଆଧ୍ୟାତ୍ମିକତା ଓ ଆଧୁନିକତା ଗୋଟିଏ ସ୍ଥାନରେ ଅନୁଭୂତି ପାଇବାର ପସନ୍ଦ କରନ୍ତି, ତେବେ ସବୁଠାରୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଆକର୍ଷଣର ସହର ରୂପେ କୁଆଲାଲାମ୍ପୁର ସର୍ବୋତ୍ତମ। ଏଠାରେ କୁଆଲାଲାମ୍ପୁର…
Read More...

ବୋଲେରୋ ଚାପାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା : ବିଜେପି ନେତାଙ୍କ ଆତ୍ମସମର୍ପଣ

ପାଟନା : ବିହାରର ମୁଜାଫରପୁର-ମିନାପୁର ୭୭ନଂ ଜାତୀୟ ରାଜପଥରେ ଏକ ବୋଲେରୋ ଚାପାରେ ୯ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ମନୋଜ ବୈଠା ବୁଧବାର ସକାଳେ ପୁଲିସ୍‌ ନିକଟର ଆତ୍ମସମର୍ପଣ…
Read More...

ବିଜେପୁରରେ ବିଜେଡିର ବୃହତ ବିଜୟ

ବିଜେପୁର : ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରୀତା ତାଙ୍କ ନିକଟତମ ପ୍ରତିଦ୍ୱଦ୍ୱୀ ବିଜେପି ପ୍ରାର୍ଥୀ…
Read More...

କାର୍ତ୍ତି ଚିଦମ୍ବରମ ଗିରଫ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିଛି । ବେଆଇନ ଅର୍ଥ କାରବାର ଅଭିଯୋଗରେ ଚେନ୍ନାଇ ବିମାନ ବନ୍ଦରରୁ କାର୍ତ୍ତିଙ୍କୁ ଗିରଫ କରାଯାଇଥିବା…
Read More...

ବିଜେପୁର ଉପନିର୍ବାଚନ : ଷ​ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ

ବିଜେପୁର : ବିଜେପୁର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଷଷ୍ଠ ରାଉଣ୍ଟ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୩୩୩୭୭, ବିଜେପି…
Read More...

ପରଲୋକରେ କାଞ୍ଚି ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : କାଞ୍ଚିର ୬୯ତମ ଶଙ୍କରାଚାର୍ଯ୍ୟ ତଥା କାଞ୍ଚିପୁରମ କାମାକୋଠୀ ପୀଠ ମଠାଧୀଶ ଜୟେନ୍ଦ୍ର ସରସ୍ୱତୀଙ୍କ ଚେନ୍ନାଇସ୍ଥିତ ଶ୍ରୀରାମଚନ୍ଦ୍ର ଡାକ୍ତରଖାନାରେ ବୁଧବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ…
Read More...

ବିଜେପୁର ନିର୍ବାଚନ : ଦ୍ୱିତୀୟ ରାଉଣ୍ଟ ଶେଷ ସୁଦ୍ଧା ବିଜେଡି ଆଗୁଆ

ବିଜେପୁର : ବିଜେପୁର ଉପନିର୍ବାଚନ ଦ୍ୱିତୀୟ ରାଉଣ୍ଟ ଶେଷ ସୁଦ୍ଧା ବିଜେଡି ଆଗୁଆ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୫୬୭୫ ଭୋଟ, ବିଜେପିକୁ ୨୬୭୯ ଭୋଟ, କଂଗ୍ରେସକୁ ୩୧୫ ଭୋଟ ମିଳିଥିଲା। ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା…
Read More...

ତ୍ରୁଟି ଦେଖିବା କ୍ଷଣି କାର୍ଯ୍ୟାନୁଷ୍ଠାନ

+୨ ପରୀକ୍ଷା ଶୃଙ୍ଖଳା ପାଇଁ ମନ୍ତ୍ରୀଙ୍କ ନିର୍ଦେଶ ଭୁବନେଶ୍ୱର  : ଆଉ ତର୍ଜମା ନାହିଁ କି ତଦନ୍ତ ନାହିଁ, ପରୀକ୍ଷା ସମୟରେ ତ୍ରୁଟି ଦେଖିବା କ୍ଷଣି ସଂପୃକ୍ତ ଶିକ୍ଷକ ହୁଅନ୍ତୁ ଅବା ଅନ୍ୟ କୌଣସି ଷ୍ଟାଫ୍‌ ସେମାନଙ୍କ…
Read More...

ସୋସିଆଲ ମିଡିଆରେ ସାହିତ୍ୟ ପ୍ରଶ୍ନପତ୍ର ପ୍ରଘଟ ଘଟଣା ; ଆଳିରେ କ୍ରାଇମବ୍ରାଞ୍ଚର ତଦନ୍ତ

ଆଳି : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ କେନ୍ଦ୍ରାପଡା ଜିଲା ଆଳି ଅଞ୍ଚଳରୁ ବିଭ୍ରାଟ ସୃଷ୍ଟି ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ଭିତରେ ସାହିତ୍ୟ…
Read More...

ଆଜି ଅପରାହ୍ଣରେ ଭିଲେପାଲେରେ ଶ୍ରୀବେଦୀଙ୍କ ଶେଷକୃତ୍ୟ

ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ମୁମ୍ବଇ : ଆଜି  ଅପରାହ୍ଣ ୩.୩୦ରୁ ୫.୩୦ ମଧ୍ୟରେ ଭିଲେପାଲେସ୍ଥିତ ପବନ ହଂସ ଶ୍ମଶାନରେ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ…
Read More...

ବୋର୍ଡ଼ କାର୍ଯ୍ୟାଳୟରେ ଭଙ୍ଗାରୁଜା

-ପୁଲିସର ମୃଦୁ ଲାଠିମାଡ଼: ୨୧ ଏବିଭିପି କର୍ମୀ ଗିରଫ ,- +୨ ପରୀକ୍ଷା କଡ଼ାକଡ଼ି କରିବାକୁ ମନ୍ତ୍ରୀଙ୍କ ନିର୍ଦେଶ କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ(ଏବିଭିପି)…
Read More...

ରସିଦ୍‌ ବିଶ୍ୱର ସର୍ବକନିଷ୍ଠ ଅଧିନାୟକ ହେବେ

କାବୁଲ : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ହାସଲ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍‌ ଖାନ୍‌। ଆଇସିସି ଦିନିକିଆ ଓ ଟ୍ୱେଣ୍ଟି୨୦ ମାନ୍ୟତାରେ ୧ନଂ ବୋଲରର ମାନ୍ୟତା ହାସଲ…
Read More...

ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଶ୍ରୀଜୀଉଙ୍କ ଦୋଳପୂର୍ଣ୍ଣିମା ନୀତିନିର୍ଘଣ୍ଟ ପୁରୀ : ଶ୍ରୀଜୀଉଙ୍କ ଦୋଳପୂର୍ଣ୍ଣିମା ନୀତିନିର୍ଘଣ୍ଟ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ କରାଯାଇଛି। ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ…
Read More...

ଡା. ହୋତାଙ୍କୁ ବ୍ରହ୍ମପୁର ବଦଳି

ଏସ୍‌ସିବିରେ ଜେଡିଏର କାର୍ଯ୍ୟବନ୍ଦ ଆନ୍ଦୋଳନ କଟକ : କଟକ ବଡ଼ ଡାକ୍ତରଖାନା ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟଙ୍କୁ ସରକାର ବ୍ରହ୍ମପୁର ମେଡିକାଲ କଲେଜକୁ ବଦଳି କରିଛନ୍ତି। ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗର ଏକ…
Read More...

ଆଜି ବିଜେପୁର ଫଳ: ବିଜୟ ଆଶାରେ ତିନି ଦଳ

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ୧୪ ଟେବୁଲ୍‌ରେ ହେବ ୨୧ ରାଉଣ୍ଡ ଭୋଟ ଗଣତି  ଭୁବନେଶ୍ୱର/ସୋହେଲା/ବରଗଡ : ଆସନ୍ତାକାଲି ସକାଳୁ ହେବ ବିଜେପୁର ଉପନିର୍ବାଚନ ଭୋଟ ଗଣତି। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି।…
Read More...

ଆଜିର ରାଶିଫଳ ୨୮.୦୨.୨୦୧୮ (ବୁଧବାର)

ମେଷ: ଅନ୍ୟର ସହଯୋଗ ଆପଣଙ୍କ ପାଇଁ ସହଜ ସୁଲଭ ହେବ। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ବହୁ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିପାରେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ସୃଷ୍ଟି ହେବ। ବୃଷ: ମାନସିକ…
Read More...

ବିଜୟ ହଜାରେ ଟ୍ରଫି : ସୌରାଷ୍ଟ୍ରକୁ ହରାଇ କର୍ଣ୍ଣାଟକ ଚମ୍ପିଆନ୍‌

ନୂଆଦିଲ୍ଲୀ : ଗତ ୫ ବର୍ଷରେ ୩ୟ ଥର ପାଇଁ ଘରୋଇ ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଚମ୍ପିଆନ୍‌ ହୋଇଛି କର୍ଣ୍ଣାଟକ। ମଙ୍ଗଳବାର ଫିରୋଜଶାହା କୋଟ୍‌ଲା ଗ୍ରାଉଣ୍ଡରେ ଖେଳା ଯାଇଥିବା…
Read More...

ତ୍ରିପୁରାରେ ବିଜେପି, ନାଗାଲାଣ୍ଡ ଓ ମେଘାଳୟରେ ଝୁଲା ସରକାର ; ଏକଜିଟ୍‌ ପୋଲ ସର୍ଭେ

ନୂଆଦିଲ୍ଲୀ : ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଏହାର ଏକଜିଟ ପୋଲ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ମଙ୍ଗଳବାର ପ୍ରକାଶିତ ଏକଜିଟ୍‌ ପୋଲ (ବୁଥ ଫେରନ୍ତା ଜନମତ)…
Read More...

କାଶ୍ମୀର ଉପତ୍ୟକାରେ ଆଇଏସଆଇଏସ୍‌ ଆତଙ୍କବାଦୀ ସକ୍ରିୟ ଅଛନ୍ତି: କାଶ୍ମୀର ଡିଜି

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଆଇଏସ୍‌ଆଇଏସ୍‌ (ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ୍‌ ସିରିୟା) ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି ବୋଲି ଜାମ୍ମୁ କାଶ୍ମୀର ପୁଲିସ ମହାନିର୍ଦେଶକ (ଡିଜି) ଏସ.ପି.ବୈଦ ସ୍ୱୀକାର…
Read More...

ଏଲଫିନଷ୍ଟୋନ ଫୁଟ୍‌ଓଭର ବ୍ରିଜ୍‌ ଉଦ୍‌ଘାଟିତ

ମୁମ୍ବଇ : ମଙ୍ଗଳବାର ମୁମ୍ବଇର ଏଲଫିନଷ୍ଟୋନ ରୋଡ ରେଳଷ୍ଟେସନରେ ନବନିର୍ମିତ ଫୁଟ୍‌ଓଭର ବ୍ରିଜ୍‌ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ…
Read More...

ସେନାରେ ଯୋଗଦେଲେ ୧୧୫ କାଶ୍ମୀର ଯୁବକ

ଶ୍ରୀନଗର : ଚଳିତବର୍ଷ ଫେବୃଆରୀ ସୁଦ୍ଧା ଜାମ୍ମୁ କାଶ୍ମୀରର ୧୧୫ ଜଣ ଯୁବକ ଭାରତୀୟ ସ୍ଥଳସେନାରେ ଯୋଗଦେଇଥିବା ଜଣାପଡିଛି। ପ୍ରାୟ ଏକ ବର୍ଷ ଧରି ତାଲିମ ପାଇବାପରେ ମଙ୍ଗଳବାର ଏଠାରେ ଆୟୋଜିତ ପରେଡରେ ଏହି ନବନିଯୁକ୍ତ…
Read More...

ଏପ୍ରିଲରେ କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ନିର୍ବାଚନ କମିସନ ତାରିଖ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି। ମାର୍ଚ୍ଚ ଶେଷ ସପ୍ତାହରେ ନିର୍ବାଚନ କମିସନ ସଦସ୍ୟମାନେ…
Read More...

ମୁମ୍ବଇ ଆସିଲା ଶ୍ରୀଦେବୀଙ୍କ ମୃତଦେହ

ମୁମ୍ବଇ: ଅନେକ ବାଦ ବିବାଦ ଓ କଳ୍ପନାଜଳ୍ପନାର ଅବସାନ ପରେ ବଲିଉଡର ଦିବଂଗତ ମହାନାୟିକା ଶ୍ରୀଦେବୀଙ୍କ ମୃତଦେହ ମଙ୍ଗଳବାର ରାତିରେ ମୁମ୍ବଇରେ ପହଞ୍ଚିଛି। ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ଜେଟ୍‌ ଯୋଗେ…
Read More...

ଚୋର ଟେକିନେଲା ୨୫ କେଜିର ଲକର; କିନ୍ତୁ ସେଥିରୁ ବାହାରିଲା ୧୦୦ ଟଙ୍କା

ବେଙ୍ଗାଲୁରୁ: ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟିବାର ପ୍ରୟାସ କରି ଚୋରଟି ୨୫ କେଜି ଓଜନର ଲକର ଟେକି ନେଇଗଲା। ମାତ୍ର ଯେବେ ସେ ଲକର ଭାଙ୍ଗି ଦେଖିଲା ସେଥିରୁ ବାହାରିଲା ମାତ୍ର ୧୦୦ ଟଙ୍କା। ପୁଲିସ…
Read More...

ଆହତ ଝୁଲଣଙ୍କ ସ୍ଥାନରେ ଓଡ଼ିଆ ଝିଅ ସୁକନ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚ ୧୨ରୁ ୧୮ ପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ମ୍ୟାଚ୍‌। ବରୋଦାରେ ଏହି ୩ଟିଯାକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ଦିନିକିଆ ସିରିଜ୍‌…
Read More...

କୋରାପୁଟ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

କୋରାପୁଟ: ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଜାତୀୟ ରାଜପଥ ୨୬ର କୋରାପୁଟ-ଜୟପୁର କଫି ବୋର୍ଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାରକୁ ଟିପ୍ପର ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ…
Read More...

କୁନ୍ଦୁଲି ପୀଡିତାଙ୍କର ଜନ ଶୁଣଣୀ କରିଥିବା ବ୍ୟକ୍ତି ବିରୋଧରେ ରୁଜୁ ମାମଲାକୁ ଏସ୍‌ଆଇଟି ତଦନ୍ତ ପରସର ଭୁକ୍ତ କରିବାକୁ…

ଭୁବନେଶ୍ୱର: କୁନ୍ଦୁଲି ପୀଡିତାଙ୍କର ସର୍ବ ସମ୍ମୁଖରେ ଜନ ଶୁଣାଣୀ  କରିବା ସହ , ତାଙ୍କର ନାମ ଓ ଫଟୋକୁ  ବିଭିନ୍ନ ସୋସିଆଲ ମିଡିଆରେ  ପ୍ରଚାରିତ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଷ୍ଟେଟ…
Read More...

ନାଇଜେରିଆରେ ୧୧୦ ସ୍କୁଲ ଛାତ୍ରୀ ଅପହୃତ

କାନୋ : ବୋକୋ ହାରାମ ସଂଗଠନର ଆତଙ୍କବାଦୀମାନେ ଇତିମଧ୍ୟରେ ନାଇଜେରିଆର ଡାପ୍‌ଚିସ୍ଥିତ ଏକ ସରକାରୀ ବାଳିକା ବିଦ୍ୟାଳୟ ଉପରେ ଆକ୍ରମଣ କରି ୧୧୦ ଜଣ ଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଆକ୍ରମଣରୁ ବର୍ତ୍ତିଯାଇଥିବା…
Read More...

ଦିଲୀପ ତିର୍କୀଙ୍କୁ କୃପାଜଳ ସମ୍ମାନ-୨୦୧୮

ପିପିଲି: କୃପାଜଳ ଇଞ୍ଜିନିୟରିଂ କଲେଜର ୨୧ତମ ତିନିଦିନିଆ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅର୍ନ୍ତଜାତୀୟ ଓଡିଆ ହକି ଖେଳାଳି ତଥା ରାଜ୍ୟ ସଭା ସାଂସଦ ପଦ୍ମଶ୍ରୀ ଦିଲୀପ…
Read More...

କ୍ୟାମେରା ଆଗରେ ଦୁଇ ପାକ ଆଙ୍କର୍‌ ମଧ୍ୟରେ ଝଗଡ଼ା

ଇସଲାମାବାଦ: ପାକିସ୍ତାନରେ ଦୁଇ ଟିଭି ନ୍ୟୁଜ୍‌ ଆଙ୍କର ମଧ୍ୟରେ ସାଙ୍ଘାତିକ ଝଗଡ଼ା। ନ୍ୟୁଜ୍‌ ବୁଲେଟିନ ପ୍ରସାରଣ ହୋଇନଥିଲେ ମଧ୍ୟ ଏହି ସମୟରେ କ୍ୟାମେରା ଅନ୍‌ ରହିଥିଲା। ଝଗଡ଼ା ବେଳର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ…
Read More...

ନିରବ ଠକେଇ ମାମଲା ; ୧୭୩ ଚିତ୍ରକଳା ଜବତ

ନୂଆଦିଲ୍ଲୀ : ପିଏନ୍‌ବି ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ କିଛି କାର୍ଯ୍ୟାଳୟ ଉପରେ ଗତ ସପ୍ତାହରେ ଚଢାଉ ବେଳେ ଆୟକର ବିଭାଗ ୧୭୩ଟି ବହୁମୂଲ୍ୟ ଚିତ୍ରକଳା ଜବତ କରିଛି। ଏହି ଚିତ୍ରକଳାଗୁଡିକ…
Read More...

ନିରବ ଠକେଇ ମାମଲା ; ଆର୍‌ବିଆଇକୁ ଦାୟୀ କଲା ପିଏନ୍‌ବି

ନୂଆଦିଲ୍ଲୀ : ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଠକେଇ ମାମଲାରେ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋର୍ଟରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପିଏନ୍‌ବି ଦାୟୀ କରିଛି। ଆର୍‌ବିଆଇ ସହିତ ଅଡିଟ୍‌ ଏବଂ ନିୟନ୍ତ୍ରକ…
Read More...

ବିଧାନସଭା ନିର୍ବାଚନ ; ମେଘାଳୟରେ ୬୭%, ନାଗାଲାଣ୍ଡରେ ୭୫% ମତଦାନ

ନୂଆଦିଲ୍ଲୀ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ମେଘାଳୟରେ ୬୭% ଏବଂ ନାଗାଲାଣ୍ଡରେ ୭୫% ଭୋଟର ମତାଧିକାର ସାବ୍ୟସ୍ତ…
Read More...

ଗଣମାଧ୍ୟମକୁ ସେଲିବ୍ରିଟିଙ୍କ ସମାଲୋଚନା

ମୁମ୍ବଇ : ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ସନ୍ଦେହ ପରିସରକୁ ଆସିବା ପରେ କେତେକ ଚ୍ୟାନେଲ୍‌ର ଏ ସମ୍ବନ୍ଧରେ ଉଚ୍ଛୃଙ୍ଖଳ ଖବର ପ୍ରଦର୍ଶନ ନେଇ ଗଣମାଧ୍ୟମକୁ ସେଲିବ୍ରିଟି ତଥା ପ୍ରଶଂସକମାନେ ତୀବ୍ର ନିନ୍ଦା କରିଛନ୍ତି।…
Read More...

ମୋଦିଙ୍କ ଉପରେ ଟ୍ରମ୍ପ ଖପ୍ପା

ୱାଶିଂଟନ୍‌ : ଆମେରିକୀୟ ମୋଟର ସାଇକେଲ୍‌, ବିଶେଷକରି ହାର୍ଲେ ଡାଭିଡସନ୍ସର ଆମଦାନୀ ଟାରିଫ୍‌ରେ ହ୍ରାସ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିଶ୍ରୁତି ପୂରଣ କରୁ ନ ଥିବା ଦର୍ଶାଇ ଆମେରିକା…
Read More...

ସିରିୟାରେ ଆକାଶ ମାର୍ଗ ଆକ୍ରମଣ ଜାରି, ୨୧ ମୃତ

ବିରୁଟ/ମସ୍କୋ : ଯୁଦ୍ଧ ବିରତି ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମୌଖିକ ନିର୍ଦେଶ ପରେ ବି ସିରିୟାର ବିଦ୍ରୋହୀ ଗଡ଼ ପୂର୍ବ ଘୋଉଟା ଉପରେ ଆକାଶ ମାର୍ଗରୁ ଆକ୍ରମଣ ଜାରି ରହିଛି । ସିରିୟା ଓ ସହଯୋଗୀ ସେନା ପକ୍ଷରୁ…
Read More...

ଲୁଧିଆନା ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ବାଜିମାତ

ଲୁଧିଆନା:  ଲୁଧିଆନାରେ ଅନୁଷ୍ଠିତ  ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ବାଜିମାତ କରିଛି । ୯୫ଟିରୁ  କଂଗ୍ରେସ ୬୨ଟି ଆସନରେ ବିଜୟ ଲାଭ କରିଛି । ମଙ୍ଗଳବାରରେ ଏଥିପାଇଁ ମତ ଗଣନା କରଯାଇଥିଲା ।  ଏହି ନିର୍ବାଚନରେ…
Read More...

ପାକ୍‌ ସେନାର ଘନଘନ ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର : ପାକିସ୍ତାନ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଜାମ୍ମୁ-କାଶ୍ମୀର ରାଜୌରୀ ଜିଲାର ମାଞ୍ଜାକୋଟ ଅଞ୍ଚଳରେ ମଙ୍ଗଳବାର ସକାଳେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି । ପାକିସ୍ତାନ ସେନା ମାଞ୍ଜାକୋଟ…
Read More...

ହୋଲି ଉତ୍ସବ ପାଳନ କରିବେନି ନୀତିଶ କୁମାର

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହୋଲି ଉତ୍ସବ ପାଳନ କରିବେ ନାହିଁ । ଏକ ସଡକ ଦୁର୍ଘଟଣାରେ ୯ ଜଣ ଶିଶୁଙ୍କର ମୃତ୍ୟ ହେବାପରେ ସେ ହୋଲି ଉତ୍ସବ ପାଳନ କରିବେ ନାହିଁ ବୋଲ ନିଷ୍ପତି ନେଇଛନ୍ତି । ଧର୍ମପୁର…
Read More...

କେଜେରିୱାଲଙ୍କୁ ଅଂଶୁ ପ୍ରକାଶଙ୍କ ପତ୍ର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆମ ଆଦମୀ ପାର୍ଟି (ଆପ) ବିଧାୟକଙ୍କ ଆକ୍ରମଣ ଘଟଣା ପରେ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧି ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଫଳରେ ଦିଲ୍ଲୀ ବଜେଟ…
Read More...

ପିଲାଙ୍କ ପାଇଁ ହୋଲି ସତର୍କତା

ହୋଲି ଖେଳ ପାଇଁ ପିଲାଙ୍କ ଯଥେଷ୍ଟ ସ୍ୱାସ୍ଥ୍ୟ ସତର୍କତା ରହିଛି। ତେବେ ପିଲାଙ୍କ ପାଇଁ ସତର୍କତାର ଅଭାବ ରହିଲେ ଏହା ସେମାନଙ୍କ ପାଇଁ ହୁଏତ କଷ୍ଟର କାରଣ ହୋଇପାରେ। ପ୍ରାୟତଃ ଦେଖାଯାଇଥାଏ ପିଲାମାନେ ହୋଲିରେ ବେଶ୍‌…
Read More...

ଦୁର୍ଘଟଣାରେ ୩ ଛାତ୍ର ମୃତ, ଜଣେ ଗୁରୁତର

କୋରାପୁଟ: ଆଜି ଅପରାହ୍ନ ପ୍ରାୟ ୫ଟାରେ ଜାତୀୟ ରାଜପଥ ୨୬ର କୋରାପୁଟ-ଜୟପୁର କଫି ବୋର୍ଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାରକୁ ଟିପ୍ପର ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର…
Read More...

ଏୟାରଟେଲ-ଗୁଗ୍‌ଲ ଆଣିବେ ଶସ୍ତା ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଟେଲିକମ ଅପରେଟର ଭାରତୀ ଏୟାରଟେଲ ଓ ଗୁଗଲ୍‌ ମିଳିତ ଭାବେ ସବୁଠୁ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛନ୍ତି। ଆଣ୍ଡରଏଡ୍‌ ଓରିୟୋ (ଗୋ ଏଡିସନ) ଅପରେଟିଂ ସିଷ୍ଟମ୍‌ ଯୁକ୍ତ ୪ଜି ସ୍ମାର୍ଟଫୋନ ଖୁବ୍‌ଶୀଘ୍ର…
Read More...

ଶ୍ରୀଦେବୀଙ୍କ ମୃତ୍ୟୁ ମାମଲା ବନ୍ଦ

ନୂଆଦିଲ୍ଲୀ/ଦୁବାଇ : ବଲିଉଡ଼ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ୩ ଦିନ ପରେ ମଙ୍ଗଳବାର ଦ୍ୱିପହରରେ ତାଙ୍କ ପାର୍ଥିବ ଶରୀରରକୁ ଭାରତ ଆଣିବା ପାଇଁ ଅନୁମତି ମିଳିଛି । ଏହାସହ ଦୁବାଇ ପୁଲିସ୍‌…
Read More...

ଅଷ୍ଟପ୍ରହରୀ ନାମଯଜ୍ଞ ଭୋଜି ଖାଇ ୯୦ ଅସୁସ୍ଥ

ପିପିଲି: ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଭୋଜି ଖାଇ ୯୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତିି। ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସାକ୍ଷୀଗୋପାଳ…
Read More...

ଖରାଦିନେ ଘରେ ବନାନ୍ତୁ ଥଣ୍ଡାଈ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକୀୟ ସାମଗ୍ରୀ; କ୍ଷୀର ୧ ଲିଟର, ଚିନି ଦେଢ କପ୍, କାଜୁ ୫୦ ଗ୍ରାମ୍, ଆଲମଣ୍ଡ ୬୦ ଗ୍ରାମ୍, ପିସ୍ତା ବାଦାମ୩୦ ଗ୍ରାମ୍, ପାନମହୁରୀ ୩୦ ଗ୍ରାମ୍, ଚାରୁମଗଜ ୫୦ ଗ୍ରାମ୍, (ଗୁଜୁରାତି, ଅଳେଇଚ ଓ ଡାଲଚିନ ୫ ଗ୍ରାମ) ଏବଂ…
Read More...

୧୧ ବର୍ଷୀୟ ଯଥାର୍ଥ; ମନେ ରଖିଛନ୍ତି ୨୧୫ଟି ରାଷ୍ଟ୍ରର ଜାତୀୟ ସଙ୍ଗୀତ

ବେଙ୍ଗାଲୁରୁର ୧୧ ବର୍ଷର ସ୍କୁଲ ଛାତ୍ର ନିଜର ନିଆରା ପ୍ରତିଭା ପାଇଁ ପ୍ରତିଷ୍ଠିତ ଲିମ୍‌କା ବୁକ୍‌ସ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁର ଏକ ସ୍ଥାନୀୟ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ…
Read More...

ଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିଲା ସ୍ୱର୍ଗଦ୍ୱାରର ୧୦ ଏକର ଜବର ଦଖଲ ଜମି

ପୁରୀ: ଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ସ୍ୱର୍ଗଦ୍ୱାରରରେ ଜବର ଦଖଲ ହୋଇଥିବା ୧୦ ଏକର ଜମି ଫେରିଛି ।  ୧୦ .୧୭ ଡିସିମିଲ ଜବର ଦଖଲ ହୋଇଥିବା ବିବାଦୀୟ ଜମିକୁ ଜଗନ୍ନାଥଙ୍କ ଖାତାକୁ ଫେରିଛି । ଏ ନେଇ ଶ୍ରୀ ମନ୍ଦିର…
Read More...

 ଦିନ ଗୋଟାଏ ସୁଦ୍ଧା  ମେଘାଳୟରେ ୨୭.୭୫  ଓ ନାଗାଲାଣ୍ଡରେ  ୫୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ମେଘାଳୟର ବିଧାନସଭା ପାଇଁ ମଙ୍ଗଳବାରରେ ମତଦାନ ଚାଲିଛି । ଦିନ ଗୋଟାଏ ସୁଦ୍ଧା ମେଘାଳୟରେ ୨୭. ୭୫ ଓ ନାଗାଲାଣ୍ଡରେ ୫୬ ପ୍ରତିଶତ ମତଦାନ ହୋଇଛି ।  ଉଭୟ ରାଜ୍ୟର ୫୯-୫୯ଟି ଆସନ ପାଇଁ ନିର୍ବାଚନ…
Read More...

ବିଜେଡି ଯୁବ ଜନତା ଦଳର ସମାବେଶ ଅନୁଷ୍ଠିତ

ଭବାନୀପାଟଣା: ଆଜି ଭବାନୀପାଟଣାର ହୋଟେଲ ଭାଗିରଥି ଇନ୍ ପରିସରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଜେଡି ଯୁବ ଜନତା ଦଳର ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟ ଗୃହ ନିର୍ମାଣ…
Read More...

ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା, ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଏବିଭିପି କର୍ମୀଙ୍କ ଉଦ୍ୟମ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବିଭିପି କର୍ମୀ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଗେଟ୍…
Read More...

ଭାରତ ସହ ନୌସେନା ସମରାଭ୍ୟାସରେ ସାମିଲ ହେବାକୁ ମନାକଲା ମାଳଦ୍ୱୀପ

ନୂଆଦିଲ୍ଲୀ:  ଭାରତ ସହ ନୌସେନାର ମିଳିତ ସମରାଭ୍ୟାସରେ ସାମଲି ହେବା ପାଇଁ ମାଳଦ୍ୱୀପ ମନା କରିଛି । ଆଣ୍ଡାମାନ  ନିକୋବର ଦ୍ୱୀପ ନିକଟରେ ମାର୍ଚ ୬ ତାରିଖରୁ ଭାରତ ପକ୍ଷରୁ ନୌସେନା ସମରାଭ୍ୟାସ ‘ମିଲାନ’ ଆରମ୍ଭ ହେବ…
Read More...

୧୧୪୦୦ ନୁହେଁ; ୧୨୭୦୦କୋଟିର ଦୁର୍ନୀତି କରିଛନ୍ତି ନିରବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଜାଲିଆତିର ତଦନ୍ତ କରୁଥିବା ସିବିଆଇକୁ ନିରବ ମୋଦିଙ୍କ ଆଉ ଏକ ବେଆଇନ ନେଣଦେଣର ସୁରାକ ମିଳିଛି। ଏହି ଜାଲିଆତି ୧୧୪୦୦ ନୁହେଁ ବରଂ ଅଧିକ ବୋଲି ତଥ୍ୟ ପ୍ରମାଣ…
Read More...

ଭୋଜି ଖାଇ ୯୦ରୁ ଉର୍ଦ୍ଧ ଅସୁସ୍ଥ

ପିପିଲି : ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଭୋଜି ଖାଇ ୯୦ରୁ ଉର୍ଦ୍ଧ ପୁରୁଷ, ମହିଳା ଓ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ…
Read More...

ଶିଶୁକୁ ଚେଙ୍କ ଦିଆଯିବା ଅଭିଯୋଗ

ବାଲେଶ୍ବର: ବାହାନାଗା ବ୍ଲକରେ ଶିଶୁକୁ ଚେଙ୍କ ଦିଆଯାଇଥିବା ନେଇ ପୁଣି ଅଭିଯୋଗ ହୋଇଛି । ୮ ବର୍ଷ ଶିଶୁଟିର ଅଜା ଏହି ଅଭିଯୋଗ ଆଣିଛନ୍ତି । ଶିଶୁଟିର ନିଜ ବାପା ମା ନଥିବା ବେଳେ ଦେଢ ବର୍ଷ ହେବ ପିତଳପଦାର ଶ୍ରୀଧର…
Read More...

ବୁର୍ଲା ଭିମସାର ପିଜି ଡାକ୍ତରଙ୍କ ବିକ୍ଷୋଭ ଓ ଶୋଭାଯାତ୍ରା

ସମ୍ବଲପୁର:  କଟକ ଏସସିବି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୯ ଦିନରେ ପହଞ୍ଚିଛି । କଟକ ମେଡିକାଲ ପିଜି ଡାକ୍ତରଙ୍କ ଆନ୍ଦୋଳନ ଏବଂ ଦାବୀକୁ ସମର୍ଥନ ଜଣାଇ ବୁର୍ଲା ଭିମସାର ପିଜି ଡାକ୍ତରୀ ଛାତ୍ରଛାତ୍ରୀ ବିକ୍ଷୋଭ…
Read More...

ମାଓବାଦୀ ଲିଙ୍କରେ ୨ ଗିରଫ

ମୋହନା: ମାଓବାଦୀଙ୍କ ସହ ସଂପୃକ୍ତି ଥିବା ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ବିରିକୋଟ ଗାଁର ରଘୁ ନାୟକ ଓ ବରୁଡୁ ଗାଁର ପୀତର ନାୟକ । ଉଭୟଙ୍କୁ ଅଡବା ପୁଲିସ ଗାଁରୁ…
Read More...

ସେବାର ପୂଜାରୀ ଆଚାର୍ଯ୍ୟ ହରିହର

ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରୁ ଆଚାର୍ଯ୍ୟ ହରିହର ଥିଲେ ଅନ୍ୟତମ। ଶିକ୍ଷକତା, ସ୍ୱାଧୀନତା ସଂଗ୍ରାମ, ଭୂଦାନ ବାର୍ତ୍ତା ପ୍ରଚାର, ଜନସେବା ଭଳି କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ତାଙ୍କୁ ସ୍ମରଣୀୟ…
Read More...

ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ

ସମ୍ବଲପୁର: କୋଇଲା ବୋଝେଇ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବାମରା ଷ୍ଟେସନରେ ଟ୍ରେନକୁ ଅଟକାଇ ନିଆଁ ଲିଭାଯାଇଛି । ଟ୍ରେନଟି କୋଇଲା ନେଇ ଝାରସୁଗୁଡାରୁ ରାଉରକେଲା ଯାଉଥିଲା ବୋଲି ଜଣାପଡିଛି ।
Read More...

ବୟସ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା

ନିକଟରେ ବମ୍ବେ ହସ୍ପିଟାଲର ବିଶେଷଜ୍ଞଦଳ ପ୍ରତ୍ୟେକ ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ହେବାକୁ ଉପଦେଶ ଦେଇଛନ୍ତି। କେଉଁ ବୟସରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ, ଏନେଇ ସେମାନେ ବିଭିନ୍ନ ତଥ୍ୟ ଦେଇଛନ୍ତି।…
Read More...

୭ଦିନ ଗୁଡ଼ ଖାଇଲେ ମିଳିବ ଏହି ଲାଭ !

ଭାରତର ବିଭିନ୍ନ ପ୍ରାନ୍ତରେ ଶୀତଦିନେ ଲୋକେ ଗୁଡ଼ର ଉପଯୋଗ ଅଧିକ କରୁଥିବାର ଦେଖାଯାଏ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଆୟୁର୍ବେଦ ଅନୁସାରେ ସୁସ୍ଥ…
Read More...

ଅଶ୍ୱିନ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରାଯାଇଛି। ଗତ ଜାନୁଆରୀରେ ଅଶ୍ୱିନଙ୍କୁ ପଞ୍ଜାବ ଦଳ ୭.୬ କୋଟି ଟଙ୍କାରେ…
Read More...

୩ ଲୁଟେରା ଗିରଫ,ମୋବାଇଲ ଫୋନ୍‌, ରିଭଲଭର ଓ ଟଙ୍କା ଜବତ

କଟକ : ଚୌଦ୍ୱାର ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଏକ ଆକ୍ଟିଭା ସ୍କୁଟର, ଟାବଲେଟ୍‌, ମୋବାଇଲ ଫୋନ ଏବଂ ଦେଶୀ ରିଭଲଭର ଓ ୭ ହଜାର ଟଙ୍କା ଜବତ କରିଛି। ଗତ ୨୦ ତାରିଖ ଦିନ ଏହି…
Read More...

ଏମ୍ସ ଜାମ୍ମୁ ଛାତ୍ର ନିଖୋଜ ଘଟଣା କଲକାତା ଗଲା ୩ ଜଣିଆ ଟିମ୍‌

ଭୁବନେଶ୍ୱର : ଏମ୍ସର ଦ୍ୱିତୀୟ ବର୍ଷର ନିଖୋଜ ଜମ୍ମୁକାଶ୍ମୀର ଛାତ୍ର ସୋହେଲ୍‌ ଆଇଜାଜ୍‌ଙ୍କୁ ଖୋଜିବା ଲାଗି କମିଶନରେଟ୍‌ ପୁଲିସ୍‌ର ଏକ ୩ ଜଣିଆ ଟିମ୍‌ ସୋମବାର କଲକାତା ଅଭିମୁଖେ ବାହାରିଛି ବୋଲି ପୁଲିସ କମିଶନର ଯୋଗେଶ…
Read More...

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ ଜେଲଗଲା

ସମ୍ବଲପୁର  : ବରଗଡ଼ ଜିଲା ବରପାଲି ନିକଟସ୍ଥ କୁମ୍ଭାରୀ ଗ୍ରାମରେ ଗତ ୨୦ ତାରିଖ ଏକ ନିର୍ବାଚନୀ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ପଦ୍ମପୁର ବୁଧାପାଲିର କାର୍ତ୍ତିକ ମେହେର (୨୧)କୁ ଆଜି…
Read More...

ମାଟ୍ରିକ ଦ୍ୱିତୀୟ ଭାଷା ଇଂରାଜୀରେ କପି କରି ଧରାପଡିଲେ ୨୧୪୪ବିଦ୍ୟାର୍ଥୀ

କଟକ  : ଗଣଶିକ୍ଷା ବିଭାଗ ଓ ମାଧ୍ୟ ମିକ ଶିକ୍ଷା ପରିଷଦର କଟକଣା କାମ କଲାନି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନ ନେବାକୁ ପରିଷଦର କଡା ନିର୍ଦେଶ ସତ୍ତ୍ୱେ ପରୀକ୍ଷାର୍ଥୀମାନେ ମୋବାଇଲ ନେଇ ପରୀକ୍ଷା ଦେବାକୁ…
Read More...

ମେଘାଳୟ, ନାଗାଲାଣ୍ଡରେ ମତଦାନ ଆଜି

ଶିଲଂ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ରାଜ୍ୟରେ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। କଳହଠାରୁ ଦୂରେଇ ରହିବା ଭଲ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସୁଖୀ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ବୃଷ:…
Read More...

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌(ଆଇସିଏସ୍‌ଇ) ଦଶମ ଶ୍ରେଣୀ…
Read More...

ତୃଣମୂଳ କଂଗ୍ରେସ ଛାଡ଼ିଲେ ବାଇଚୁଙ୍ଗ୍‌ ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ ରାଜନୈତିକ ଦଳ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଘୋଷଣା କରି ବାଇଚୁଙ୍ଗ କହିଥିଲେ ତୃଣମୂଳ…
Read More...

ହାଇକୋର୍ଟରେ ବିଚାରପତି ଅଭାବ, ପୁଣି ୫ଯାଏ ଚାଲିବ ଆଇନଜୀବୀଙ୍କ ଆନ୍ଦୋଳନ

କଟକ  : ବିଚାରପତି ପଦ ପୂରଣ ନେଇ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ପୁଣି ଅାନ୍ଦୋଳନ ଜାରି ରହିବ ବୋଲି ସୋମବାର ସାଧାରଣ ପରିଷଦ ବୈଠକ ବସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ…
Read More...

୬ରୁ + ୨ ଥିଓରି ପରୀକ୍ଷା ; ହବ୍‌କୁ ଗଲା ପ୍ରଶ୍ନପତ୍ର ଓ ଉତ୍ତରଖାତା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଥିଓରି ପରୀକ୍ଷା ମାର୍ଚ୍ଚ ୬ରୁ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ପ୍ରଘଟ ଓ କପି…
Read More...

ଦକ୍ଷିଣ ସୁଦାନରେ ପୁନଃ ଦୁର୍ଭିକ୍ଷ ଆଶଙ୍କା

ଜୁବା : ଗୃହଯୁଦ୍ଧର ସମ୍ମୁଖୀନ ହେଉଥିବା ଦକ୍ଷିଣ ସୁଦାନରେ ପୁନଃ ଦୁର୍ଭିକ୍ଷ ଦେଖା ଦେବାର ଆଶଙ୍କା ରହିଛି। ପୂର୍ବ ଆଫ୍ରିକାର ଏହି ରାଷ୍ଟ୍ରର ଅର୍ଦ୍ଧାଧିକ ଲୋକ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି ବୋଲି ଜାତିସଂଘର…
Read More...

ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଦଳର ପୋଷାକ ଉନ୍ମୋଚିତ

ନୂଆଦିଲ୍ଲୀ :  ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଆୟୋଜନ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ) ଭାରତୀୟ ପୁରୁଷ ଓ ମହିଳା…
Read More...