BJD Bijuli 480×75 Mob

୮ଟି ସୁରକ୍ଷିତ ସହର ପାଇଁ  ୨,୯୧୯ କୋଟି ନିର୍ଭୟା ଫଣ୍ଡ ମଞ୍ଜୁର କଲେ କେନ୍ଦ୍ର ସରକାର

BJD Bijuli 480×75 Mob
0

ନୂଆଦିଲ୍ଲୀ:  ଦେଶରେ ୮ଟି ସୁରକ୍ଷିତ ସହର ତିଆରି କରିବା ପାଇଁ ନିର୍ଭୟା ଫଣ୍ଡ ଅଧିନରେ କେନ୍ଦ୍ର ସରକାର ୨,୯୧୯ କୋଟି ଟଙ୍କା  ବ୍ୟୟ ବରାଦ କରିଛନ୍ତି । ମହିଳାମାନଙ୍କ  ସୁରକ୍ଷା ପାଇଁ ଏହି ସହରମାନଙ୍କରେ ବିଶେଷ ଧ୍ୟାନ ଦିଆଯିବ ।

ସାଧାରଣ ସ୍ଥାନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ତ୍ୱରିତ ଅନୁକ୍ରିୟା ବ୍ୟବସ୍ଥା କରାଯିବ । । ହାଇଦ୍ରବାଦ, ଲକ୍ଷ୍ମୌ, ବେଙ୍ଗାଲୁର, କୋଲକାତା, ଅହମଦାବାଦ,ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀକୁ ଏହି ଯୋଜନାରେ ସାମିଲ କରାଯାଇଛି  ।

Leave A Reply