ପୁଣେ: ମହାରାଷ୍ଟ୍ର ପୁଣେର ଜଣେ ଚା ଦୋକାନୀ ମାସିକ ୧୨ଲକ୍ଷ ଟଙ୍କା ରୋଜଗାର କରି ସାଧାରଣ ଲୋକଙ୍କ ଆଗରେ ଉଦାହରଣ ସାଜିଛନ୍ତି। ନବନାଥ ୟାଲେଙ୍କ ମାଲିକାନାରେ ପରିଚାଳିତ ୟାଲେ ଟି ହାଉସ୍ ପୁଣେ ସହରରେ ବେଶ ଚର୍ଚ୍ଚିତ। ସହରରେ ୟାଲେ ଟି ହାଉସ ନାମରେ ତିନିଟି କାଉଣ୍ଟର ରହିଛି। ପ୍ରତି କାଉଣ୍ଟରରେ ୧୨ଜଣ ଲେଖାଏଁ କର୍ମଚାରୀ କାମ କରୁଛନ୍ତି।
Popular Categories



