www.samajalive.in
Sunday, December 14, 2025
19.1 C
Bhubaneswar

ପ୍ୟାରିସରେ ଭାରତୀୟ ହୀରା ବ୍ୟବସାୟୀଙ୍କୁ ଲୁଟ

ପ୍ୟାରିସ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଭାରତର ଦୁଇଜଣ ହୀରା ବ୍ୟବସାୟୀଙ୍କଠାରୁ ପ୍ରାୟ ୩,୭୦,୦୦୦ ଆମେରିକୀୟ ଡଲାର ମୂଲ୍ୟର ହୀରା ଲୁଟ୍‌ ହୋଇଥିବା ଜଣାପଡିଛି। ଏହି ବ୍ୟବସାୟୀ ଦ୍ୱୟ ଏକ ବାଣିଜ୍ୟିକ ବୈଠକରେ ଯୋଗଦେଇ ପ୍ୟାରିସ ମେଟ୍ରୋ ଷ୍ଟେସନକୁ ଯାଉଥିବାବେଳେ କୌଣସି ଦୁର୍ବୃତ୍ତ ମୂଲ୍ୟବାନ ପଥର ରଖାଯାଇଥିବା ବ୍ୟାଗକୁ ସେମାନଙ୍କଠାରୁ ଛଡାଇ ନେଇଥିଲା। ଏତଲା ଦାଏର ହୋଇଥିଲେ ସୁଦ୍ଧା ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories