www.samajalive.in
Saturday, December 13, 2025
21.1 C
Bhubaneswar

କପିଲଙ୍କ ନୂଆ ଭ୍ୟାନିଟ୍‌ ଭ୍ୟାନ୍‌

କମେଡି ଷ୍ଟାର କପିଲ ଶର୍ମା ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରୁଛନ୍ତି। ନୂଆ ଶୋ’ ଫ୍ୟାମିଲି ଟାଇମ ୱିଥ କପିଲ ଶର୍ମା ଜରିଆରେ ଦର୍ଶକଙ୍କୁ ହସାଇବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥିପାଇଁ କପିଲଙ୍କୁ ମିଳିଛି ନୂଆ ଭ୍ୟାନିଟ୍‌ ଭ୍ୟାନ୍‌। ନିକଟରେ କପିଲ ଏହି ଭ୍ୟାନିଟ୍‌ ଭ୍ୟାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭ୍ୟାନିଟ୍‌ ଭ୍ୟାନଟି ସମ୍ପୂର୍ଣ୍ଣ ବିଳାସପୂର୍ଣ୍ଣ ହୋଇଥିବା ଫଟୋରୁ ସ୍ପଷ୍ଟ ହେଉଛି। ଦି କପିଲ ଶର୍ମା ଶୋ’ ବନ୍ଦ ହେବା ପରେ ତାଙ୍କ ପ୍ରଶଂସକ ନିରାଶ ହୋଇପଡ଼ିଥିଲେ। ଏବେ ପୁଣି କପିଲଙ୍କ ଲେଉଟାଣି ନେଇ ପ୍ରଶଂସକ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ତାଙ୍କ ନୂଆ ଶୋ’ ସୋନି ଟିଭିରେ ପ୍ରସାରିତ ହେବ।

କପିଲଙ୍କ ବିଳାସପୂର୍ଣ୍ଣ ଭ୍ୟାନିଟ୍‌ ଭ୍ୟାନ୍‌

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories