ଏସବିଆଇ ଏଟିଏମରୁ ଲୁଟ୍ ଅଭିଯୋଗ

0

ଫୁଲବାଣୀ: ଡିଆରଡିଏ ଛକ ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ଦେଇଥିବା ଜଣାପଡିଛି । ତେବେ ଏଟିଏମରୁ କେତେ ଟଙ୍କା ଲୁଟି ହୋଇଛି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପଉଳିସ କହିଛି ।

Leave A Reply