Patra electronics

ଦୁଇଟି ମନ୍ଦିରରୁ ଚୋରି ଅଭିଯୋଗ, ୩ ଅଟକ

0

ବହ୍ମପୁର: ବହ୍ମପୁରର ଦୁଇଟି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ବ୍ରହ୍ମପୁର ସହର ନିକଟରେ ଥିବା ସନ୍ତୋଷୀମା’ ମନ୍ଦିର ଏବଂ ଶିବ ମନ୍ଦିରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରରେ ଥିବା ୩ଟି ହୁଣ୍ଡି ଭଙ୍ଗା ଯାଇଥିବା ବେଳେ ନଗଦ ୮ ହଜାର ଟଙ୍କା ଲୁଟ୍ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Leave A Reply