www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ଅଜଣା ଜନ୍ତୁ ଆତଙ୍କ, ୭ ମେଣ୍ଢା ମୃତ

ରାୟଗଡା: ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋରଖପୁର ଗ୍ରାମ ଆଦିବାସି ସାହିରେ ତେଲେଙ୍ଗା ମାଝୀଙ୍କ ୭ଟି ମେଣ୍ଢାକୁ ଅଜଣା ଜନ୍ତୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାଇ ତେଲେଙ୍ଗା ମାଝୀ ନିଜ ଗୁହାଳରୁ ମେଣ୍ଡାମାନଙ୍କୁ ଚରାଇବାକୁ ନେଇ ଖାଦ୍ୟ ଖାଇବା ପାଇଁ ଘରକୁ ଆସିଥିଲେ ଏବଂ ମେଣ୍ଡାମାନଙ୍କୁ ଗୁହାଳରେ ପୂରାଇ ଦାନା ଦେଇଥିଲେ । ପୁଣି ଖାଇସାରିବା ପରେ ମେଣ୍ଡା ମାନଙ୍କୁ ଚରାଇବାକୁ ନେବା ପାଇଁ ଗୁହାଳକୁ ଯିବା ସମୟରେ କୈଣସି ଅଜଣା ଯନ୍ତୁ ଆସି ମେଣ୍ଡାମାନଙ୍କ କଲିଜା ଖାଇଯାଇଥିବା ଦେଖିଥିଲେ । ଏନେଇ ଟିକିରି ରେଜଂ ଅଧିକାରୀଙ୍କୁ ପଚାରିବାରୁ ଏନେଇ ସେ ବର୍ତ୍ତମାନ ଖବର ପାଇଲୁ ଏବଂ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ପରେ ମେଣ୍ଡା ମାନଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories