ବଡ଼ସାହି: ବୈଶିଙ୍ଗା-ମାଣତ୍ରୀ ରାସ୍ତାର ଉତ୍ତରପାଳ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ମାଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲଗି ରହିବା ସହ ସ୍ଥାନୀୟଲୋକ ରାସ୍ତାରୋକ କରିଛନ୍ତି । ମୃତ ବ୍ୟକ୍ତି ନାମ ନିତ୍ୟାନନ୍ଦ ପ୍ରଧାନ(୭୮) ।
Popular Categories



