ମୂର୍ତ୍ତି ଚୋରୀ ଅଭିଯୋଗରେ ଜଣେ ଗିରଫ ଅପରାଧଗଞ୍ଜାମନିଉଜ ଆଲର୍ଟ By Samaja Digital On Mar 7, 2018 0 Share ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାର ଛତ୍ରପୁର ଜଗନ୍ନାଥ ମନ୍ଦିରରୁ ମୂର୍ତ୍ତି ଚୋରୀ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାକୁ ନେଇ ପଚରା ଉଚୁରା କରୁଛି। 0 Share FacebookTwitterWhatsApp