ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା, ସାମିଲ ହେଲେ ୨ ହଜାରରୁ ଉର୍ଦ୍ଧ୍ବ ଖେଳାଳି

ଫୁଲବାଣୀ : ଏବେ ନୂଆ-ଓ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ କରିବା ତଥା ସେମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା…
Read More...

ସାଉଳିପଡାରେ ବିଏସଏଫର ଜନସମ୍ପର୍କ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସୁମେରବନ୍ଧ ପଞ୍ଚାୟତ ସୁମେରବନ୍ଧ ଅଞ୍ଚଳରେ ୯୯ ବାଟାଲିୟନ ବିଏସଏଫ ବାହିନୀ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡାର ଉନ୍ନତି ପାଇଁ ଏହି ବିଏସଏଫ…
Read More...

ସାମ୍ବାଦିକ ଅରୁଣ ପଣ୍ଡାଙ୍କ ବିୟୋଗରେ ଶୋକ

ଆଠଗଡ଼: ଓଡ଼ିଶାର ପ୍ରତିଷ୍ଠିତ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କ ବିୟୋଗରେ ଆଠଗଡ଼ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି। ଶୁକ୍ରବାର ସନ୍ଧ୍ୟାରେ ଆଠଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସାମ୍ବାଦିକ…
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟା, ଝୁମିଲେ ଦର୍ଶକ

ଗୋପାଳପୁର : ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା ନୃତ୍ୟ ସମେତ ଓଡ଼ିଆ ଓ ହିନ୍ଦୀ ଜଗତର ଗାୟିକାଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ । ସନ୍ଧ୍ୟାରେ ବ୍ରହ୍ମପୁରର ଆରାଧ୍ୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ…
Read More...

ଜାଗରଣ ସମୟରେ ମଞ୍ଚ ଭୁଷୁଡିବା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କାଲକାଜୀ ମନ୍ଦିର ଜାଗରଣ ଷ୍ଟେଜ୍ ଭୁଷୁଡିବା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କାଲକାଜୀ ମନ୍ଦିରରେ ଜାଗରଣ ଅବସରରେ ଷ୍ଟେଜ୍ ଭୁଷୁଡିବା ଫଳରେ ୧୭ ଜଣ ଆହତ ହୋଇ ଚିକିତ୍ସିତ ହେଉଥିଲେ । ସେମାନଙ୍କ…
Read More...

ମହିଳାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କଲା ସତ୍ୟସାଇ ସେବା ସଙ୍ଗଠନ

ବୌଦ୍ଧ: ବୌଦ୍ଧ ସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀ ତପସ୍ୟା କୁମ୍ଭାର ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ରହିବା ପରେ ଗତ ସାଧାରଣତନ୍ତ୍ର ଦିବସରେ ମୃତ୍ୟୁବରଣ କରିଥିଲେ । ତପସ୍ୟାଙ୍କ ଝିଅ ବିଳାସିନୀ ମହାନନ୍ଦିଆ ମାଙ୍କ ମୃତ୍ୟ…
Read More...

ଥାଇଲାଣ୍ଡରେ ୧୦ ହଜାର ଫୁଟ ଉପରେ ଉଡିଲା ପ୍ରଭୁ ଶ୍ରୀରାମଙ୍କ ଧ୍ବଜା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି । ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ରାମଭକ୍ତ ପ୍ରଭୁ ଶ୍ରୀରାମଙ୍କର…
Read More...

ୟୁଟ୍ୟୁବ୍ ଭିଡିଓ ଦେଖି ନିର୍ମାଣ କଲେ କମ୍ପାନୀ, ମିଳିଲା ୫୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଆଜିର ଯୁଗରେ ଇଣ୍ଟରନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୌଣସି ଜିନିଷ କିଣିବା ହେଉ କିମ୍ବା ଖାଦ୍ୟ ଅର୍ଡର କରିବା ହେଉ, ସବୁ କିଛି ଅନଲାଇନରେ ହୋଇଯାଉଛି । ସେହିଭଳି ଭିଡିଓ ପ୍ଲାଟଫର୍ମ…
Read More...

ତାମିଲନାଡୁର ଫ୍ଲାଏଓଭରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ

ନୂଆଦିଲ୍ଲୀ : ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ସଡକ ଦୁର୍ଘଟଣା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରୁ…
Read More...

ଆରମ୍ଭ ହେଲା ୪ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର: ବହୁ ବାଦବିବାଦ ପରେ ଆଜିଠାରୁ ୪ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି । ମହୋତ୍ସବରେ ମେଗା କାର୍ଯ୍ୟକ୍ରମର ପ୍ରଥମ ଦିନରେ ସନମ ବ୍ୟାଣ୍ଡ,୨୬ ତାରିଖରେ ଓଡ଼ିଆ ଗାୟକ ସୟମ ପାଢ଼ୀ, ଦୀପ୍ତି ରେଖା…
Read More...

କେନ୍ଦ୍ରୀୟ ବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟଠାରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସୁବାଷ ଚନ୍ଦ୍ର ବୋଷଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ…
Read More...

ସୁନା ଦୋକାନରେ ଚଢଉ

ଫୁଲବାଣୀ: ଫୁଲବାଣୀ ସହରର 'ଦିନେଶ ଜୁଏଲରୀ'ରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ରାୟଗଡ଼ା-ଫୁଲବାଣୀ ଡିଭିଜନ ସହକାରୀ କମିଶନର ଟିମ୍ ସହ ଆସି  ଏହି ଚଢ଼ାଉ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଚଢ଼ାଉ କରି…
Read More...

ମିଶନ ଶକ୍ତିର ନୂତନ ଗୃହ ଉଦ୍ଘାଟିତ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନବନିର୍ମିତ ମିଶନ ଶକ୍ତି ଗୃହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ବୁଧବାର ଉଦ୍‍ଘାଟିତ ହୋଇଯାଇଛି । ଏହି ନୂତନ ମିଶନ ଶକ୍ତି…
Read More...

ଉଦ୍ୟାନ କୃଷି ବିଭାଗର କୃଷକ ଦକ୍ଷତା ତାଲିମ ଶିବିର

ଆଠଗଡ: ଆଠଗଡ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଖୁଣ୍ଟକଟାଠାରେ ବୁଧବାର ଆୟୋଜିତ ହୋଇଯାଇଛି…
Read More...

ଗୋପବନ୍ଧୁ ବିଜ୍ଞାନ କଲେଜରେ ସଂସ୍କୃତ ପାଠଚକ୍ର

ଆଠଗଡ:  ଗୋପବନ୍ଧୁ ବିଜ୍ଞାନ ଡିଗ୍ରୀ କଲେଜ ସଂସ୍କୃତ ବିଭାଗ ପକ୍ଷରୁ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଏକ ପାଠଚକ୍ର କଲେଜ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରରେ ମୁଖ୍ୟ…
Read More...

କଂଗ୍ରେସର ହାତ ଧରିଲେ ବଳଭଦ୍ର

ଭବାନୀପାଟଣା :  ବୁଧବାର ସ୍ଥାନୀୟ ବିଶ୍ଵ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ କଂଗ୍ରେସର ହୁଙ୍କାର ସମାବେଶରେ ଯୋଗଦେଇ ଦଳର ପ୍ରଭାରୀ ଡାକ୍ତର ଅଜୟ କୁମାର ଅନ୍ୟ ୨ ପ୍ରମୁଖ ଦଳ ଉପରେ ବର୍ଷିଥିଲେ । ମନ୍ତ୍ରୀ ,ବିଧାୟକମାନେ…
Read More...

କଂସବରଣ, ମଞ୍ଚ ପୂଜା ସହ ଆରମ୍ଭ ହେଲା ବିଶ୍ବନାଥପୁର ଧନୁଯାତ୍ରା

ଲାଞ୍ଜିଗଡ:  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବକୁ ଚଳିତ ବର୍ଷ ଅଷ୍ଟମ ବର୍ଷ ପୂର୍ତ୍ତି ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ…
Read More...

ଶିକ୍ଷା ବୃତ୍ତି ପାଇଁ ସମନ୍ଵୟ ବୈଠକ

ଭବାନୀପାଟଣା : ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଆଜି ସ୍ଥାନୀୟ ବିଏମ ହାଇସ୍କୁଲ ପରିସରରେ ପିରାମଲ ଫାଉଣ୍ଡେଶନ ଦ୍ଵାରା ଏକ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉନ୍ନତ ଭବିଷ୍ୟତ ପାଇଁ ବାଳିକା ଶିକ୍ଷାର…
Read More...

ମହାବିଦ୍ୟାଳୟରେ ଓଡ଼ିଆ ଭାଷାସାହିତ୍ୟ ସୃଜନଶୀଳତା ଉତ୍ସବ

ପିପିଲି : ଓଡ଼ିଶା ସରକାରଙ୍କ ‘ନୂଆ-ଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା, ସାହିତ୍ୟ ସୃଜନଶୀଳତା ଉତ୍ସବ ବୁଧବାର ପିପିଲି ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆଡମ୍ବର ସହକାରେ ଉଦ୍ଘାଟିତ…
Read More...

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଜାତିର ଅସ୍ମିତାକୁ ଯୁଗ ଯୁଗ ଧରି ବଞ୍ଚାଇ ରଖିବ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ସତ୍ୟବାଦୀର ବକୁଳବନଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ନୂତନ ସୌଧକୁ ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଭାସୀ ମାଧ୍ୟମରେ…
Read More...

ଋଷର ବେଲଗୋରୋଦରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୭୪ ଜଣଙ୍କ ମୃତ୍ୟୁ

ଡେସ୍କ : ଋଷର ବେଲଗୋରୋଦରେ ବୁଧବାର ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଋଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି କି ବିମାନରେ ୬୫ ୟୁକ୍ରେନ ଯୁଦ୍ଧବନ୍ଦୀ ସବାର ଥିଲେ । ବିମାନରେ ଚାଳକ ଦଳର ୬ ସଦସ୍ୟ ଏବଂ ୩…
Read More...

ଏମଜି ମୋଟର୍ସ ଇଣ୍ଡିଆରେ ଜେଏସଡବ୍ଲୁର ୩୮ ପ୍ରତିଶତ ଭାଗିଦାରୀ ରହିବ, ସିସିଆଇ ଦେଲା ଅନୁମତି

ନୂଆଦିଲ୍ଲୀ : ଏମଜି ମୋଟର୍ସ ଇଣ୍ଡିଆରେ ପ୍ରାୟ ୩୮ ପ୍ରତିଶତ ସେୟାର କ୍ୟାପିଟାଲର ଅଧିଗ୍ରହଣ ନେଇ ଜେଏସଡବ୍ଲୁ ଭେଞ୍ଚର୍ସ ସିଙ୍ଗାପୁରକୁ ମଞ୍ଜୁରି ଦେଇଛି କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) । ଏହା ସହିତ ଡାବର…
Read More...

ରାମ ମନ୍ଦିରକୁ ମୁକ୍ତ ହସ୍ତରେ ଦାନ କଲେ ଭକ୍ତ, ଗୋଟିଏ ଦିନରେ ୩ କୋଟି

ନୂଆଦିଲ୍ଲୀ : ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ୨୩ ଜାନୁୟାରୀରେ ୩ କୋଟି ୧୭ ଲକ୍ଷ ଟଙ୍କାର ଦାନ ମିଳିଛି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଦସ୍ୟ ଅନିଲ୍ ମିଶ୍ରା ବୁଧବାର ଏନେଇ ସୂଚନା ଦେଇଛନ୍ତି । ଏହା…
Read More...

ଆଗାମୀ ୫ ବର୍ଷରେ ପ୍ରସ୍ତୁତ ହେବ ୪୦୦ରୁ ଅଧିକ ରୋପଓ୍ବେ

ନୂଆଦିଲ୍ଲୀ : ଦେଶରେ ପାହାଡିଆ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ‘ପର୍ବତମାଳା ଯୋଜନା’ ଆରମ୍ଭ କରିଥିଲେ । ଏବେ ଏହି ଯୋଜନା ଅନୁସାରେ ସରକାର ୪୦୦ ପ୍ରକଳ୍ପକୁ ମଞ୍ଜୁରି ଦେଇପାରନ୍ତି ।…
Read More...

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଆଜି ଓଡ଼ିଶା ମାଟିର ଦୁଇ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମଜୟନ୍ତୀ ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ…
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କଣ୍ଟାବାଞ୍ଜି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ…
Read More...

କଣ୍ଟାବାଞ୍ଜି ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନାଚକ୍ର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ନୂଆ ଓଡିଶା ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ…
Read More...

ଅନେକ ମଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଭବାନୀପାଟଣା : ସୋମବାର ରାତିରେ ରେଣ୍ଡୋ ମାଝି ମେଡିକାଲ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିବାରୁ ଏକ ବଡ ବିପଦ…
Read More...

ପାଟଣା ଓ ସାହାରପଡ଼ା ବ୍ଲକର ୪ଟି ପଞ୍ଚାୟତରେ କମ୍ବଳ ବାଣ୍ଟିଲା ଜଗତ ଜନନୀ ସେବା ଟ୍ରଷ୍ଟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଓ ପଲାଣଘାଟି ପଞ୍ଚାୟତ ସହ ସାହାରପଡ଼ା ବ୍ଲକର କୁଣ୍ଡଳା ଓ ଦାମାହୁଦା ପଞ୍ଚାୟତରେ ଆଜି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଦ୍ଵାରା ସ୍ଥାପିତ ମା ଜଗତ ଜନନୀ ସେବା…
Read More...

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ କେନ୍ଦେଇପଶି ଧାନ ମଣ୍ଡି ପରିଦର୍ଶନ

ପାଟଣା: ଆଜି ପୂର୍ବାହ୍ନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କେନ୍ଦେଇପଶି ଧାନ ମଣ୍ଡି ପରିଦର୍ଶନ କରିଛନ୍ତି। ଧାନମଣ୍ଡି…
Read More...

ଶ୍ରୀକଲା ଘାଟିରେ କାର୍ ଦୁର୍ଘଟଣାରେ ୩ ଆହତ

ଜି.ଉଦୟଗିରି : ଶ୍ରୀକଲା ଘାଟିରେ ଆଜି ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ ଜଣ ଆହତ ହୋଇ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଜି.ଉଦୟଗିରି ଅଞ୍ଚଳରେ କିଛି ଦିନ ହେଲା…
Read More...

ଖୁବ୍ ଶୀଘ୍ର ଆସିବ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’, ବିଜୁଳି ବିଲରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋଦୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଫଳରେ ଦେଶରେ ଗରିବ ଏବଂ ମଧ୍ୟମ ବର୍ଗ ବିଜୁଳି ବିଲରୁ ଆଶ୍ବସ୍ତି ପାଇପାରିବେ । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ…
Read More...

ମାତ୍ର ୧୬୨୨ ଟଙ୍କାରେ ବିମାନରେ ଯାଆନ୍ତୁ ଅଯୋଧ୍ୟା, ଏମିତି ରହିଛି ସୁଯୋଗ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୁରା ହୋଇସାରିଛି । ଏହି ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଭିନ୍ନ ଢଙ୍ଗରେ ଏହି ଉତ୍ସବକୁ ପାଳନ କରୁଛନ୍ତି । ତେବେ ଏହି…
Read More...

ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ

ନୂଆଦିଲ୍ଲୀ :ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୁରା ହୋଇଛି । ଏହି ଅବସରରେ ଦେଶବାସୀ ଦୀପ ଜାଳି ଉତ୍ସବ ମନାଇ ଦୀପାବଳି ପାଳନ କରିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ରାମ ନାମ ଶୁଣିବାକୁ ମିଳୁଛି । ତେବେ…
Read More...

ଗୁରୁଦିବସରେ ସିନେମାଘରେ ନଜର ଆସିବ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’

ଭୁବନେଶ୍ବର : ସାମ୍ନାକୁ ଆସିଲା 'ଗୁରୁଜୀ ନମସ୍କାର' ଚଳଚ୍ଚିତ୍ରର ଟାଇଟଲ । ଆଜି ଭୁବନେଶ୍ବରର ଏକ ହୋଟେଲରେ ଚଳଚ୍ଚିତ୍ରର ଟାଇଟଲ ରିଲିଜ୍ ହୋଇଛି । ଫିଲ୍ମର ସୁଟିଂ ଏବେ ଜାରି ରହିଥିବାବେଳେ ଗୁରୁଦିବସରେ ଏହାକୁ…
Read More...

ରାମ ମନ୍ଦିର ଫଟୋ ଏଡିଟ୍ କରି ଲଗାଇଲେ ପାକିସ୍ତାନୀ ପତାକା, ଯୁବକଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କେଉଁଠି ଦୀପ ଜାଳି ଦୀପାବଳି ପାଳନ କରାଯାଉଛି ତ ଆଉ କେଉଁଠି ଆତସବାଜିରେ ଚାରିଦିଗ ପ୍ରକମ୍ପିତ ହେଉଛି । ତେବେ…
Read More...