ଅଜୟ ସିଂହଙ୍କୁ କୋର୍ଟଙ୍କ ତାଗିଦ: ‘ପଇସା ନାହିଁ କିନ୍ତୁ ନୂଆ କମ୍ପାନୀ କିଣୁଛନ୍ତି’

ନୂଆଦିଲ୍ଲୀ : ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂହଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । କ୍ରେଡିଟ୍ ସୁଇସର ବକେୟା ପୈଠ ନକରିବା ଯୋଗୁଁ ଅଜୟ ସିଂହଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ଶୁଣାଣି ସମୟରେ କୋର୍ଟ…
Read More...

ଆଲୋଚନା ପୁଣି ବିଫଳ, ସରକାରଙ୍କ ପ୍ରସ୍ତାବ କୃଷକ ମୋର୍ଚ୍ଚାକୁ ଆସିଲାନି ପସନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କଲା କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାରଙ୍କ ତରଫରୁ ଏମଏସପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବ ଦିଆଯାଇଥିଲା । ଚାଷୀଙ୍କ କହିବାନୁସାରେ କେନ୍ଦ୍ର ସରକାର…
Read More...

ଏଣିକି ଅଟୋରିକ୍ସା ଚାଳକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବେ ଯାତ୍ରୀ

ବେଙ୍ଗାଲୁରୁ : ଆଜିକାଲି ଲୋକମାନେ କେଉଁଠିକି ଯାତ୍ରା କରିବା ପାଇଁ ନିଜ ଗାଡି ବଦଳରେ ଅଟୋରିକ୍ସା ବା ଟ୍ୟାକ୍ସି ବ୍ୟବହାର କରୁଛନ୍ତି । ଯାହା ଫଳରେ ସେମାନେ କମ୍ ଖର୍ଚ୍ଚରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ।…
Read More...

ନିଜ ନୋଡାଲ ଆକାଉଣ୍ଟକୁ ଆକ୍ସିସ ବ୍ୟାଙ୍କକୁ ସ୍ଥାନାନ୍ତର କଲା ପେଟିଏମ୍

ନୂଆଦିଲ୍ଲୀ : ପୂର୍ବଭଳି ବାଣିଜ୍ୟିକ ପୈଠକୁ ବଜାୟ ରଖିବା ପାଇଁ ଆର୍ଥିକ ସେବା କମ୍ପାନୀ ପେଟିଏମ୍ ନିଜ ନୋଡାଲ ଖାତାକୁ ଆକ୍ସିସ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ନେଇ ଘୋଷଣା କରିଛି । ପୂର୍ବରୁ ଏହି କାମ ପେଟିଏମ୍…
Read More...

ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ଫୁଲବାଣୀ :  ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା ଆଣୁଛନ୍ତି । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡିକ ବର୍ଷ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି। ଯାହା ଫଳରେ ସାଧାରଣ ଲୋକଙ୍କୁ ବହୁ…
Read More...

ଚଳନ୍ତା କାରକୁ ଗୁଳି ମାଡ କରି ଟଙ୍କା ଲୁଟ୍

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥରେ ଚଳନ୍ତା କାର ଉପରକୁ ଗୁଳିମାଡ଼ କରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଏକ ବୋଲେରୋ କ୍ୟାମ୍ପର, ଡିଜାୟାର ଓ ବାଇକରେ ୧୩  ଜଣ ଦୁର୍ବୁତ୍ତ…
Read More...

ବିମାନ ଅବତରଣର ୩୦ ମିନିଟ୍ ଭିତରେ ଯାତ୍ରୀଙ୍କୁ ମିଳିବ ସମସ୍ତ ସାମଗ୍ରୀ

ନୂଆଦିଲ୍ଲୀ : ନାଗରିକ ଉଡ୍ଡୟନ ସୁରକ୍ଷା ବ୍ୟୁରୋ (BCAS) ଏୟାର ଇଣ୍ଡିଆ ସମେତ ୭ ବିମାନ କମ୍ପାନୀଙ୍କୁ ବିମାନବନ୍ଦରରେ ସଠିକ ସମୟରେ ଯାତ୍ରୀଙ୍କୁ ସାମଗ୍ରୀ ଡେଲିଭରୀ କରିବାକୁ ନିର୍ଦ୍ଦେଶ ଜାରି କରିଛି । ବିସିଏଏସର ନୂଆ…
Read More...

ଏମକ୍ୟୁ-୯ବି ଡ୍ରୋନ୍ କିଣିବା ନେଇ ଭାରତୀୟ ନୌସେନାର ମୋହର

ନୂଆଦିଲ୍ଲୀ : ଆମେରିକା ଭାରତକୁ ୩୧ ଏମକ୍ୟୁ-୯ବି ସଶସ୍ତ୍ର ଡ୍ରୋନର ବିକ୍ରି ପାଇଁ ଗତ ସପ୍ତାହରେ ମଞ୍ଜୁରି ଦେଇଥିଲା । ଭାରତୀୟ ନୌସେନା ପ୍ରମୁଖ ଆଡମିରଲ ଆର୍ ହରି କୁମାର ରବିବାର ସୂଚନା ଦେଇଛନ୍ତି କି ଡ୍ରୋନ୍ କିଣିବା…
Read More...

ଟାଟା ଗ୍ରୁପ୍ ଲଗାଇବ ସେମିକଣ୍ଡକ୍ଟର ପ୍ଲାଣ୍ଟ

ନୂଆଦିଲ୍ଲୀ : ଦେଶରେ ଖୁବ ଶୀଘ୍ର ବଡ ପରିମାଣରେ ସେମିକଣ୍ଡକ୍ଟର ଉତ୍ପାଦନ ହେବ । ଦେଶରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ ପାଇଁ ଇସ୍ରାଏଲର ଟାଓ୍ବର ସେମିକଣ୍ଡକ୍ଟର ସମେତ ଟାଟା ଗ୍ରୁପ୍ ମଧ୍ୟ ପ୍ରସ୍ତାବ ଦେଇଛି ।…
Read More...

୨ କୋଟି ଉପଭୋକ୍ତା ଚିନ୍ତାରେ, କେମିତି ବନ୍ଦ କରିବେ ପେଟିଏମ୍ ଫାଷ୍ଟ୍ୟାଗ୍ ଆକାଉଣ୍ଟ ?

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । କିଛି ଲୋକ ନୂଆ ଫାଷ୍ଟ୍ୟାଗ୍ ନେବାକୁ ଯୋଜନା କରୁଛନ୍ତି । ଆଉ କିଛି…
Read More...

ଭାରତର ବିଶାଳ ବିଜୟ, ରାଜକୋଟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଧରାଶାୟୀ

ନୂଆଦିଲ୍ଲୀ : ଇଂଲଣ୍ଡକୁ ହରାଇଲା ଭାରତ । ରାଜକୋଟରେ ଚାଲିଥିବା ଚେଷ୍ଟ ମ୍ୟାଚରେ ୪ ଦିନରେ ହିଁ ଇଂଲଣ୍ଡକୁ ହରାଇ ଭାରତ ବୃହତ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ଏହି ମ୍ୟାଚକୁ ୪୩୪ ରନର ବଡ ଅନ୍ତରରେ ଜିତି ୫ ମ୍ୟାଚର…
Read More...

ବିବାହ ଉତ୍ସବରେ ଏମିତି ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅତିଥି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବିବାହ ଉତ୍ସବକୁ ସ୍ମରଣୀୟ ରଖିବା ପାଇଁ ଲୋକମାନେ ଅନେକ କିଛି କରୁଛନ୍ତି । କିଏ ବଡ ଜାକଜମକରେ ବିବାହ କରୁଛି ତ ଆଉ କିଏ ଅତିଥିଙ୍କ ପାଇଁ ଭୋଜି ଭାତରେ ଅନେକ ପ୍ରକାର ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରୁଛି ।…
Read More...

ରାମ ମନ୍ଦିର ସ୍ମାରକ ରୂପା ମୁଦ୍ରା ଜାରି, ଏମିତି କିଣିପାରିବେ

ନୂଆଦିଲ୍ଲୀ : ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଛି । ଭକ୍ତମାନେ ନିଜ ରାମଲାଲାଙ୍କୁ ଦେଖିବା ପାଇଁ କାହିଁ କେଉଁ ଦୂରରୁ ଛୁଟି ଆସୁଛନ୍ତି । ଏହା ସହିତ ମନ୍ଦିରର ପ୍ରସାଦ, ସରଜୁ ନଦୀର…
Read More...

ଗୁଗଲର ନୂଆ ଆପ୍ ଜେମିନି, ମାଗଣାରେ କରିପାରିବେ ଡାଉନଲୋଡ୍

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ଭାରତରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ନିଜ କୃତ୍ରିମ ବୁଦ୍ଧିମତା ଆପ୍ ଜେମିନି । ଏହାକୁ ବ୍ୟବହାରକାରୀ ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍…
Read More...

କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଳନ, ସାମିଲ ହେଲେ ଟ୍ରକ୍ ଓ ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ : ପଞ୍ଜାବରୁ ଦିଲ୍ଲୀ ଯାଉଥିବା ଚାଷୀଙ୍କୁ ହରିୟାଣା-ପଞ୍ଜାବର ଶମ୍ଭୁ ବର୍ଡର ପୁଲିସ ଓ ପାରାମିଲିଟ୍ରି ଫୋର୍ସ ଅଟକାଇ ରଖିଛନ୍ତି । ଏହା ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଛି ।…
Read More...

ବଢିପାରେ ଏଲଭିଶ ଯାଦବଙ୍କ ସମସ୍ୟା, ନମୁନାରୁ ମିଳିଲା ସାପ ବିଷ

ନୂଆଦିଲ୍ଲୀ : ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ମାମଲାରେ ବଡ ଖୁଲାସା ହୋଇଛି । ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ଏବେ ନମୁନାର…
Read More...

ଫୋନରେ ନିଜକୁ ଅମିତ ଶାହ ବୋଲି ପରିଚୟ ଦେଉଥିଲା, ନିର୍ବାଚନରେ ଟିକେଟ ଦେବା ନାଁରେ ମାଗୁଥିଲା ପଇସା

ଲକ୍ଷ୍ନୌ : ୟୁପିର ବରେଲିରେ ବିଜେପିର ପୂର୍ବତନ ବିଧାୟକଙ୍କୁ ଠକିବାକୁ ଚେଷ୍ଟା କରିବା ଘଟଣା ସାମ୍ନାକୁ ଆସିଛି । ଫୋନ୍ କରି ନିଜକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୋଲି ପରିଚୟ ଦେଇ ନିର୍ବାଚନରେ ଟିକେଟ୍ ଦେବା ବଦଳରେ…
Read More...

ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ କ୍ୟାନସର, ଚିକିତ୍ସା ପାଇଁ କୋର୍ଟଙ୍କୁ ମାଗିଲେ ଆଗୁଆ ଜାମିନ

ନୂଆଦିଲ୍ଲୀ : ଅର୍ଥ ହେରଫେର ଘଟଣାରେ ଅଭିଯୁକ୍ତ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟରେ ଯାଚିକା ଆବେଦନ କରି ଜାମିନ ମାଗିଛନ୍ତି । ଆବେଦନରେ ସେ ନିଜକୁ କ୍ୟାନସର ରୋଗୀ ବୋଲି…
Read More...

ଫାଷ୍ଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆର(NHAI)ର ପଥ କର ଅଥୋରିଟି ତରଫରୁ ଫାଷ୍ଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସଂସ୍ଥା ଦ୍ବାରା ୩୨ ବ୍ୟାଙ୍କମାନଙ୍କ ଏକ ତାଲିକା…
Read More...

ଶୁକ୍ରବାର ରାଶିଫଳ: ସମସ୍ତ କାର୍ଯ୍ୟରେ ସଫଳ ହେବା ସହ ଧନ ଲାଭ ଯୋଗ ରହିଛି, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଭଲ ଆୟ ହେବ। ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍‌ ହେବେ। ଭୋଜନ ରୁଚିପୂର୍ଣ୍ଣ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ- ଅଯଥା ବିତର୍କରେ ଭାଗ ନ…
Read More...

ପାଉନି ନେଟୱର୍କ, ଫୋନରେ କଥା ହେବା ପାଇଁ ଗଛରେ ଚଢୁଛନ୍ତି ଲୋକେ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକରେ ଅନେକ ସ୍ଥାନରେ କାମ ଦେଉନି ମୋବାଇଲ ନେଟଓ୍ବର୍କ ।  ନେଟଓ୍ବର୍କ ନପାଇବାରୁ ଇଣ୍ଟରନେଟ୍ ସମ୍ପର୍କିତ କୌଣସି କାମ ପାଇଁ ଲୋକଙ୍କୁ ଗଛରେ ଚଢିବାକୁ ପଡୁଛି । ପିଲାଙ୍କ ଅନଲାଇନ ପାଠପଢ଼ା ସହ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ପ୍ରୋତ୍ସାହନ ଓ ଆର୍ଥିକ ଅନୁଦାନରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶା  ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା…
Read More...

ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ମାଲକାନଗିରି ଜିଲା ପୁରସ୍କୃତ

ମାଲକାନଗିରି : ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଆଜି ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ବରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବର…
Read More...

ଭୁବନେଶ୍ବରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର

ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ୩ ଦିନିଆ ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡିଶାରେ ୧୭…
Read More...

ଖେଲୋ ଇଣ୍ଡିଆ ପାଇଁ କ୍ରୀଡାବିତଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ତୃତୀୟ ଖେଲୋ ଇଣ୍ଡିଆ ପାଇଁ କ୍ରୀଡାବିତ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି l ଅରୁଣାଞ୍ଚଳ ପ୍ରଦେଶ ସ୍ଥିତ ଇଟାନଗର ରାଜୀବ ଗାନ୍ଧୀ…
Read More...

ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୩ ଗୁରୁତର

ପାଟଣା :  ଘଟଗାଁ ନିକଟସ୍ଥ ନାକଝରି ଛକରେ ଏକ ଟାଟା ଏସି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । କାଳି ମାଟି ଡ୍ୟାମରେ ଭୋଜି ସାରି ଫେରୁଥିବାବେଳେ ଡ୍ରାଇଭର ଭରସାମ୍ୟ ହରାଇ ନାକଝରି ଛକ ନିକଟ ଏକ ଗଛରେ ଧକ୍କା ଦେବା…
Read More...

ମାତୃ- ପିତୃ ପୂଜନ ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଫୁଲବାଣୀ ହାଟପଦାଠାରେ  ଶ୍ରୀ ମା’ ନାରାୟଣୀଙ୍କ ଠାକୁରାଣୀ  ଯାତ୍ରା ପଡିଆ ସଭାଗୃହ ମଧ୍ୟରେ  ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଛି  । ସହରର ବହୁ…
Read More...

ବାଇକ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଇ ଭଉଣୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ସହ ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି ।‌ ଦୁର୍ଘଟଣାରେ ବାଇକରେ ଥିବା ଭାଇ…
Read More...

ବାଇକ ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ଫୁଲବାଣୀ : ବାଇକ ଦୁର୍ଘଟଣାରେ ଶଳା ଗୁରୁତର ହୋଇଥିବାବେଳେ ଭିଣୋଇ ମୃତ ।  ଫୁଲବାଣୀ ବ୍ଲକ ସଦର ଥାନା ବିଶିପଡା ପଞ୍ଚାୟତ ସୁଧା ସାହି ଗାଁର ବାଜିରାଉତ ବେହେରା କୌଣସି କାମରେ ନିଜ ଶାଶୁ ଘର ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ…
Read More...

ଗଢି ଉଠୁଛି କୋଠାବାଡି, ଖାଲି ପଡ଼ିଛି ବିଶେଷଜ୍ଞ ପଦବୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ ହେଲେ ବି ବିଶେଷଜ୍ଞ ପଦବୀରେ କାହାକୁ…
Read More...

ମାଲବାହୀ ଟ୍ରକ ଚକ ତଳେ ପଡି ଯୁବକଙ୍କ ମୃତ୍ୟୁ

ଜି.ଉଦୟଗିରି : ଜି.ଉଦୟଗିରି ସ୍ଥିତ ଭଞ୍ଜ ମାର୍କେଟ ସମ୍ମୁଖ ମୂଖ୍ୟ ରାସ୍ତା ଉପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏକ ମାଲବାହୀ ଟ୍ରକର ପଛ ଚକ ତଳେ ପଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଛଣାପଡିଛି।…
Read More...

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

ଭୁବନେଶ୍ବର : ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ତ୍ୟାଗ ପାଇଁ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ…
Read More...

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା । ୧୭ ତାରିଖରୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ୩ ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା…
Read More...

ମିଳିଲା ‘ପଇସା ଗଛ’, ଯିଏ ପାରୁଛି ସିଏ ନେଉଛି…

ନୂଆଦିଲ୍ଲୀ : କୁହାଯାଏ ପଇସା ଗଛରେ ଫଳେନି । କିନ୍ତୁ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଭିଡିଓରେ ପଇସାର ଏକ ଗଛ ନଜର ଆସୁଛି ଏବଂ ସମସ୍ତେ ଏଥିରୁ ପଇସା ନେଉଥିବା ଦେଖିବାକୁ ମିଳୁଛି…
Read More...

ମାଗଣା ବିଜୁଳି ଯୋଜନା, ମାତ୍ର ୫ ମିନିଟରେ ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଦେଶରେ ୧ କୋଟି ଘରେ ମାରଣା ବିଜୁଳି ଦେବା ପାଇଁ କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ପିଏମ୍ ସୂର୍ଯ୍ୟଘର ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁସାରେ ପ୍ରତି ମାସରେ ୩୦୦ ୟୁନିଟ୍…
Read More...

କେରଳରେ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ,ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତର ଡାମ୍ବାକିଆ ଗ୍ରାମର ଯାଦବ ନାୟକଙ୍କର କେରଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।  ୮ ବର୍ଷ ଧରି କେରଳର ଏର୍ନାକୁଲୋମ ଜିଲ୍ଲା…
Read More...

ଆବୁଧାବୀରେ ହିନ୍ଦୁ ମନ୍ଦିର ଉଦଘାଟିତ: ମୋଦୀ କହିଲେ, ‘ବୈଶିକ ଏକତାର ପ୍ରତୀକ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ୟୁଏଇ ଗସ୍ତରେ ଅଛନ୍ତି । ଆବୁଧାବୀରେ ସେ ୨୭ ଏକରରେ ବ୍ୟାପିଥିବା ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଏହା ପରେ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି…
Read More...

ମୁମ୍ବାଇ ବିମାନବନ୍ଦରରେ ବିନା କାରଣରେ ୧ଘଣ୍ଟା ଲେଖାଏଁ ଉଡୁଛନ୍ତି ବିମାନ

ମୁମ୍ବାଇ : ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବୁଧବାର କହିଛି କି କ୍ଷମତାରୁ ଅଧିକ ବିମାନର ଉଡାଣ ଯୋଗୁଁ ଏବଂ ରନଓ୍ବେରେ ଲଗାତର ଭିଡ ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ପ୍ରାୟ ୪୦-୬୦ ମିନିଟ୍ ସହର ଉପରେ ବିନା କାରଣରେ…
Read More...

କଟକ ଗୋପାଳପୁରରେ ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୧୬ ଆହତ

ଭୁବନେଶ୍ବର : ଭୁବନେଶ୍ବରରୁ କଟକ ଯାଉଥିବା ସମୟରେ ଓଲଟିଲା ଯାତ୍ରୀବାହୀ ବସ୍ ‘ଚନ୍ଦନ’ । ଜାତୀୟ ରାଜପଥ ୧୬ ଗୋପାଳପୁର ଠାରେ ବସଟି ଓଲଟି ପଡିବା ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ…
Read More...

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ମୟୁରଭଞ୍ଜରେ ପ୍ରସିଦ୍ଧ ମା’ କିଚକେଶ୍ବରୀଙ୍କୁ ଦର୍ଶନ କରିବେ । ସୂଚନା…
Read More...

୧ ମିନିଟରେ ୮୮ ଜଣଙ୍କୁ ଆଲିଙ୍ଗନ କରି ବିଶ୍ବ ରେକର୍ଡ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ୧ ମିନିଟରେ ଜଣଙ୍କ ପରେ ଜଣେ ୮୮ ଲୋକଙ୍କୁ ଆଲିଙ୍ଗନ କରି ବିଶ୍ବ ରେକର୍ଡ କରିଛନ୍ତି । ଗିନିଜ୍ ବୁକ୍ ଅଫ୍ ଓ୍ବର୍ଲ୍ଡ…
Read More...

ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ସମସ୍ୟା ବଢିଲା, ଅର୍ଥ ହେରଫେର ଅଭିଯୋଗରେ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ସମସ୍ୟା ଲଗାତର ବଢିବାରେ ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପେଟିଏମ୍ ଉପରେ ଲଗାଯାଇଥିବା କଟକଣା ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପେଟିଏମ୍ ପେମେଣ୍ଟ୍ସ…
Read More...

କୁଷ୍ଠ ରୋଗୀ ଅଛୁଆଁ ନୁହଁନ୍ତି

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୁଷ୍ଠ ନିରାକରଣ ୟୁନିଟ୍ ତରଫରୁ ଏବଂ ଯୁବ ରେଡକ୍ରସ ମିଳିତ ସହଯୋଗରେ କୁଷ୍ଠ ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ମର୍ଯ୍ୟାଦାପୁର ରାମାୟଣ ମଣ୍ଡପଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବାରଣ୍ଡାରେ ବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ରଛାତ୍ରୀମାନେ ଅବ୍ୟବସ୍ଥା ଘେରରେ ପରୀକ୍ଷା ଦେଇଥିବାର ଦେଖିବାକୁ ମିଳିଛି । ଯୁକ୍ତ ତିନି ପ୍ରଥମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବୌଦ୍ଧ ପଞ୍ଚାୟତ…
Read More...

ରୋଷଣୀ ପାଇଁ ଧଳା ଘୋଡାର ଚାହିଦା ବଢୁଛି

ପାତ୍ରପୁର : ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକର ବିଭିନ୍ନ ଗ୍ରାମରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେହି ମାନଙ୍କ ମଧ୍ୟରୁ କିଛି ସମ୍ପ୍ରଦାୟ ଲୋକମାନେ ବିବାହ ବେଳେ ଘୋଡ଼ା ଉପରେ ବସି ଗ୍ରାମ ପରିକ୍ରମା…
Read More...

ବିଜେପିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଅଶୋକ ଚୌହ୍ବାନ ବିଜେପିରେ ସାମିଲ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ…
Read More...

ଡଲଫିନକୁ ଜାଲରୁ ଉଦ୍ଧାର କଲେ ମତ୍ସ୍ୟଜୀବୀ, ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏକ ଡଲଫିନକୁ ଉଦ୍ଧାର କରିବାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହାକୁ ଜଣେ ଆଇଏଏସ୍ ଅଧିକାରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ କିଛି ମତ୍ସ୍ୟଜୀବୀ…
Read More...

କମିଲା ବିଜୁଳି ଦର

ଭୁବନେଶ୍ବର : କମିଲା ଘରୋଇ ଉପଭୋକ୍ତା ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛି ଓଇଆରସି । ପ୍ରି-ପେଡ୍ ମିଟର ଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତି ମିଳିବା ନେଇ ଘୋଷଣା ହୋଇଛି । ବିପିଏଲ୍…
Read More...

ନଜର ଆସିଲେ ଅସଂଖ୍ୟ ମଶା, ସମସ୍ତଙ୍କୁ ଚକିତ କଲା ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଥିରେ ଅସଂଖ୍ୟ ମଶା ଉଡୁଥିବା ନଜର ଆସୁଛନ୍ତି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଆକାଶରେ ଏମିତି…
Read More...

ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା, ମିଳିବ ଫିକ୍ସଡ୍ ଡିପୋଜିଟଠୁ ଅଧିକ ସୁଧ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଚଡିଏଫସି, ଆକ୍ସିସ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ନିକଟରେ ଫିକ୍ସ୍ଡ ଡିପୋଜିଟର ସୁଧ ହାରରେ ବୃଦ୍ଧି କରିଛନ୍ତି । ଯଦି ଆପଣ ଏହି ବ୍ୟାଙ୍କ ବା ଅନ୍ୟ କୌଣସି ବ୍ୟାଙ୍କରେ ଏଫଡି…
Read More...

ନେକ୍ସନ ଏବଂ ଟିଆଗୋ ଇଭିର ଦାମ୍ କମାଇଲା ଟାଟା

ନୂଆଦିଲ୍ଲୀ : ଟାଟା ମୋଟର୍ସ ନିଜ ଦୁଇଟି ଇଲେକ୍ଟ୍ରିକ୍ କାରର ଦାମ୍ ହ୍ରାସ କରିଛି । ନେକ୍ସନ ଇଭିର ଦାମକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି କମ୍ପାନୀ । ସେହିଭଳି ଟିଆଗୋ ଇଭିର ଦାମରେ ୭୦ ହଜାର ଟଙ୍କା କମାଇଛି କମ୍ପାନୀ…
Read More...

ଗ୍ରାମ ପରିକ୍ରମା ଯୋଜନା ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ

ବୌଦ୍ଧ : କେନ୍ଦ୍ର ବିଜେପି ତରଫରୁ ପ୍ରସାରିତ ଗ୍ରାମ ପରିକ୍ରମା ଯୋଜନାକୁ ସ୍ଥାନୀୟ ତେଲିବନ୍ଧ ହାଟପଦାଠାରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଏହି ଉପଲକ୍ଷେ ପ୍ରଥମେ ଗୋ ପୂଜନ ଓ ପରେ କୃଷି ଯନ୍ତ୍ରପାତି…
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପାଲଝର ତରଫରୁ ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ପ୍ରଚେଷ୍ଟାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫ.ଏଲ.ଏନ.) କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ…
Read More...

ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେଲା ୟୁପିଆଇ ସେବା: ମୋଦୀ କହିଲେ, ‘ଐତିହାସିକ ଦିନ’

ନୂଆଦିଲ୍ଲୀ : ଭାରତର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସେବା ସୋମବାର ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି । ଏହି ଅନଲାଇନ୍…
Read More...

ମାରୁତି ସୁଜୁକି ଆଣିବ ଉଡନ୍ତା କାର୍, ୩ ଜଣ କରିପାରିବେ ଯାତ୍ରା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜ ପ୍ୟାରେଣ୍ଟ କମ୍ପାନୀ ସୁଜୁକି ମୋଟର କର୍ପୋରେସନ ସହିତ ମିଶି ଏକ ଇଲେକ୍ଟ୍ରିକ୍ କପ୍ଟର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି । ଏହି…
Read More...

ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ 

ପାଟଣା : ଢେଙ୍କିକୋଟ ସ୍ଥିତ ଆଞ୍ଚଳିକ ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି। ଗତ ୧ ତାରିଖରୁ ଏହା ଆରମ୍ଭ  ହୋଇଥିଲା। ପ୍ରଶିକ୍ଷିକା…
Read More...

ସାମାଜିକ ଶିକ୍ଷା ସାଧନକେନ୍ଦ୍ର ଉଦଘାଟିତ

ପାଟଣା : ପାଟଣା ବ୍ଲକ ରାଜନଗର ପଞ୍ଚାୟତର ପଞ୍ଚାୟତ ଗୃହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ପକ୍ଷରୁ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସରପଞ୍ଚ ସୁଧାଂଶୁ ଶେଖର ନାଏକଙ୍କ ସଭାପତିତ୍ୱରେ ଏହି…
Read More...

ଚାଷୀଙ୍କୁ ମାଣ୍ଡିଆ ବିକ୍ରିରେ ମିଳିବ ଉଚିତ୍ ମୂଲ୍ୟ, ଖୋଲିଲା ମଣ୍ଡି

ପାଟଣା : ଘଟଗାଁ ବ୍ଳକର ମନୋହରପୁର ଗ୍ରାମରେ ଆଜି ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ  ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ, ମିଲେଟ ମିଶନର ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର…
Read More...

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ତୁରୁମୁଙ୍ଗା ଶିଶୁ ବିଦ୍ୟାମନ୍ଦିରର ସଫଳତା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ  ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷା ବର୍ଷ ୨୦୨୨-୨୩ ବ୍ଲକ ସ୍ତରୀୟ ସରକାରୀ ମେଧା ବୃତ୍ତିରେ  ତୃତୀୟ ଓ ପଞ୍ଚମ ଶ୍ରେଣୀର  ୫ଜଣ ଛାତ୍ରଛାତ୍ରୀ କୃତିତ୍ବ ଅର୍ଜନ କରି…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ

ବରଗଡ : କଂଗ୍ରେସରୁ ଇସ୍ତଫା ଦେଲେ ନିହାର ମହାନନ୍ଦ । କଂଗ୍ରେସର ପୂର୍ବତନ ବରଗଡ ଜିଲା ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ରହିସାରିଥିବା ନିହାର ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…
Read More...

ବିମାନରେ ବିଦେଶୀ ଗାନ କଲେ ଭାରତର ଜାତୀୟ ସଙ୍ଗୀତ, ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ଭାରତରେ ରହୁଥିବା କୋଟି କୋଟି ଲୋକ ନିଜ ଦେଶକୁ ଭଲ ପାଆନ୍ତି ଏବଂ ହୃଦୟରୁ ସମ୍ମାନ କରନ୍ତି । ଅନେକ ଅବସରରେ ଆମକୁ ଏହି ଦେଶପ୍ରେମ ଦେଖିବାକୁ ମିଳିଥାଏ । ଖାସ୍ କରି ଯେବେ ଜାତୀୟ ସଙ୍ଗୀତ କଥା ଆସେ ସେବେ…
Read More...

ଆସ୍ଥା ଜିତିଲେ ନୀତୀଶ ସରକାର, ମିଳିଲା ୧୨୯ ସଦସ୍ୟଙ୍କ ସମର୍ଥନ

ପାଟଣା : ନୀତୀଶ କୁମାରଙ୍କ ସରକାର ସୋମବାର ଆସ୍ଥା ଜିତିଛି । ବିହାର ବିଧାନସଭାରେ ହୋଇଥିବା ମତଦାନରେ ନୀତୀଶ କୁମାରଙ୍କ ସରକାର ବହୁମତ ସାବ୍ୟସ୍ତ କରିଛନ୍ତି । ସରକାରଙ୍କୁ ବିଶ୍ବାସ ମତ ପ୍ରସ୍ତାବ ପକ୍ଷରେ ୧୨୯ ସଦସ୍ୟଙ୍କ…
Read More...

ପେଟ୍ରୋଲ ସରିବା ପରେ ବାଇକରୁ ଓହ୍ଲାଇଲେନି ଗ୍ରାହକ, ଠେଲି ଠେଲି ନେଲେ ରାପିଡୋ ଚାଳକ

ହାଇଦ୍ରାବାଦ : ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ବାଇକ ଟ୍ୟାକ୍ସିର ପେଟ୍ରୋଲ ସମାପ୍ତ ହେବା ପରେ ଗ୍ରାହକ ଓହ୍ଲାଇବାକୁ ମନା କରିଦେଲେ । ଏହା ପରେ ବାଇକ ଟ୍ୟାକ୍ସି ଚାଳକ…
Read More...

ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ସମ୍ମିଳନୀ

ଗୋପାଳପୁର : ରଘୁନାଥପୁର ସ୍ଥିତ ପିତାମ୍ବର କଲ୍ୟାଣ ମଣ୍ଡପଠାରେ ବ୍ରହ୍ମପୁର ମଣ୍ଡଳର ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…
Read More...

ମିଶନ ଜୀବିକା ସହାୟତାରେ କୃଷି ଯନ୍ତ୍ରପାତି ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଡିଣ୍ଡିରା ଗାଁ ପଞ୍ଚାୟତ କୁଡୁକି ଗ୍ରାମରେ ମିଶନ ଜୀବିକା ମାଧ୍ୟମରେ ସ୍ବୟଂ ସହାୟିକା ଗୋଷ୍ଠୀକୁ କୃଷି ଯନ୍ତ୍ରପାତି ପାୱାର ଟିଲର ବଣ୍ଟନ କରାଯାଇଛି। ସୂଚନା…
Read More...

ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ବିଶ୍ବକପ ଚାମ୍ପିଅନ୍, ୭୯ ରନରେ  ହାରିଲା ଭାରତ

ବେନୋନୀ : ଭାରତୀୟ ଜୁନିୟର ଟିମର ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହେବାର ସ୍ବପ୍ନ ଅଧା ରହିଗଲା । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୭୯ ରନରେ ହରାଇଛି । କଙ୍ଗାରୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ…
Read More...

ଗୋଚ୍ଛାପଡା ଅଞ୍ଚଳରେ ମାଓ ପୋଷ୍ଟର, ମାଓନେତା ଦାସରୁଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଗତ ୩ ତାରିଖରେ ପୁଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦାସରୁଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି…
Read More...

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ

ଖଲ୍ଲିକୋଟ : ପୂର୍ବତନ ବିଧାୟିକା ତଥା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ହୋଇଛି । ଗତକାଲି ସକାଳେ…
Read More...

କୃତ୍ରିମ ବୁଦ୍ଧିମତା ଯୋଗୁଁ ଭବିଷ୍ୟତରେ ସୃଷ୍ଟି ହୋଇପାରେ ସମସ୍ୟା

ନୂଆଦିଲ୍ଲୀ : ବ୍ୟାଙ୍କିଂ କ୍ଷେତ୍ର ଏବଂ ଏଥିରେ ଜଡିତ ଲୋକଙ୍କୁ କୃତ୍ରିମ ବୁଦ୍ଧିମତା ଯୋଗୁଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି ହୋଇପାରେ । ଏଥିପାଇଁ ଏସମ୍ପର୍କିତ ନିୟମ, ସାଇବର ସମସ୍ୟା ଏବଂ ଏହାର ସମାଧାନ ଦିଗ ପ୍ରତି…
Read More...

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ସ୍କାଉଟ୍ ଓ ଗାଇଡଙ୍କ ଦିକ୍ଷାନ୍ତ ସମାରୋହ ଉତ୍ସବ

ନିଆଳି : ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ସ୍କାଉଟ୍ ଓ ଗାଇଡଙ୍କ ଦିକ୍ଷାନ୍ତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତ…
Read More...

ବିବାହ ମଣ୍ଡପ ପାଲଟିଲା ରଣକ୍ଷେତ୍ର, ଚେୟାର ଉଠାଇ ମାରପିଟ୍ ହେଲେ ବର-କନ୍ୟା ପକ୍ଷ

ଲକ୍ଷ୍ନୌ : ବିବାହ ସମୟରେ ମଜା ମସ୍ତିର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିବାହ ଉତ୍ସବରେ ମାରପିଟ୍ ହେଉଥିବା ନଜର ଆସୁଛି ।…
Read More...

ସିଟରେ ଠିଆ ହୋଇ ଚଲାଉଥିଲେ ବାଇକ୍, ଦୁର୍ଘଟଣା ପରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଏଥିରେ କିଛି ମଜାଳିଆ ହୋଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ…
Read More...

ଭାରତ –ଅଷ୍ଟ୍ରେଲିଆ ଫାଇନାଲ: ରନ୍ ୧୫୦ ପାର୍

ବେନୋନୀ : ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପର ଫାଇନାଲ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ବେନୋନୀର ଭିଲୋମୁର ପାର୍କ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି । ଅଷ୍ଟ୍ରେଲିଆ ୩୩…
Read More...

୩ ଜଣଙ୍କୁ ଭାରତ ରତ୍ନ: ଚୌଧୁରୀ ଚରଣ ସିଂହ, ନରସିହ୍ମା ରାଓ ଏବଂ ଏମଏସ୍ ସ୍ବାମୀନାଥନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୂର୍ବତନ ପିଏମ୍ ସ୍ବର୍ଗତ ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଏବଂ ବୈଜ୍ଞାନିକ ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ(ମରଣୋତ୍ତର) ଦେବା ପାଇଁ ଘୋଷଣା କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ…
Read More...

ଗାଡିରେ ପେଟ୍ରୋଲ ପକାଇଲେ ମିଳିବ କ୍ୟାଶବ୍ୟାକ୍, ଭିମ୍ ଆପ୍ ଆଣିଲା ଏମିତି ସୁଯୋଗ

ନୂଆଦିଲ୍ଲୀ : ଭିମ୍ ପେମେଣ୍ଟସ ଆପରେ ଏବେ ୭୫୦ ଟଙ୍କାର କ୍ୟାଶବ୍ୟାକ୍ ମିଳୁଛି । କିନ୍ତୁ ଏହି ଅଫରର ଲାଭ ଉଠାଇବା ପାଇଁ ଆଉ ମାତ୍ର କିଛି ସପ୍ତାହ ରହିଛି । ନୂଆ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏମିତି ଅଫର…
Read More...

ଫିକ୍ସଡ ଡିପୋଜିଟ୍ ନିବେଶକଙ୍କ ପାଇଁ ଖୁସି ଖବର, ବଢିବ ସୁଧ ହାର

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୁରୁବାର ରେପୋ ରେଟରେ ଯଦିଓ କୌଣସି ପରିବର୍ତ୍ତନ ହୋଇନି କିନ୍ତୁ ଫିକ୍ସଡ ଡିପୋଜିଟର ସୁଧ ହାରରେ ବୃଦ୍ଧି ଜାରି ରହିବ । ଲୋନ୍ ଗ୍ରୋଥ ଉଚ୍ଚ ସ୍ତରରେ ରହିବା ଏହାର ଏକ ମୁଖ୍ୟ…
Read More...

ଚର୍ଚ୍ଚାରେ ରହିବା ପାଇଁ ରାହୁଲ ଗାନ୍ଧୀ ମୋଦୀଙ୍କ ଜାତି କଥା ଉଠାଇଛନ୍ତି: ଅନୁରାଗ ଠାକୁର

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆଲୋଚନା କରିଛନ୍ତି ଯେଉଁଥିରେ ରାହୁଲ ମୋଦୀଙ୍କ ଜାତି ସମ୍ପର୍କରେ କଥା ଉଠାଇଥିଲେ । ରାହୁଲ ଗାନ୍ଧୀ କହିଥିଲେ କି ପ୍ରଧାନମନ୍ତ୍ରୀ…
Read More...

ଘରେ ବସି ରିନ୍ୟୁ କରାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ : ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସକୁ ରିନ୍ୟୁ କରାଇବା ଏକ ଚିନ୍ତାର ବିଷୟ ଥିଲା । କିନ୍ତୁ ଏବେ ସମୟ ବଦଳିସାରିଛି । ଏବେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇବା ବହୁତ ସହଜ ହୋଇଯାଇଛି । ଆସନ୍ତୁ ଜାଣିବା ଏହାର…
Read More...

ହଳଦ୍ବାନୀ ଦଙ୍ଗାର ଭୟଙ୍କର ଦୃଶ୍ୟ: ପୁଲିସ କର୍ମୀ କହିଲେ, ‘ଚାରିଆଡୁ ପଥର ସହ ମାଡ ହେଉଥିଲା ଭଙ୍ଗା କାଚ’

ହଳଦ୍ବାନୀ : ଉତ୍ତରାଖଣ୍ଡର ହଳଦ୍ବାନୀରେ ଦଙ୍ଗା ଭୟଙ୍କର ରୂପ ନେଇଛି ।  ନୈନିତାଲ ଜିଲା ହଳଦ୍ବାନୀର ବନଭୁଲପୁରା ଅଞ୍ଚଳରେ ନଗର ନିଗମର ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା ଆରମ୍ଭ ହୋଇଥିଲା । ଏହି ଦଙ୍ଗାରେ ଏବେ…
Read More...

ବେଆଇନ ନିର୍ମାଣ ହଟାଇବା ସମୟରେ ଦଙ୍ଗା: ୬ ମୃତ; ୧୦୦ରୁ ଅଧିକ ଆହତ, ଲାଗିଲା କର୍ଫ୍ୟୁ

ହଳଦ୍ବାନୀ : ଉତ୍ତରାଖଣ୍ଡର ହଳଦ୍ବାନୀରେ ଦଙ୍ଗା ସୃଷ୍ଟି ହୋଇଛି । ନୈନିତାଲ ଜିଲା ହଳଦ୍ବାନୀର ବନଭୁଲପୁରା ଅଞ୍ଚଳରେ ନଗର ନିଗମର ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା ଆରମ୍ଭ ହୋଇଛି । ଏହି ଦଙ୍ଗାରେ ଏବେ ସାରା…
Read More...

ଶୁକ୍ରବାର ରାଶିଫଳ: ଏହି ରାଶିର ଲୋକଙ୍କ ପାଇଁ ଶୁଭ, ବ୍ୟବସାୟରେ ଲାଭ ସହ ଖୁସି ଖବର ମିଳିବ

ମେଷ- ଅଶ୍ବିନୀ, କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା ଓ ବିଦ୍ବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭ ଫଳ…
Read More...

ଜେଲରେ ମହିଳା କଏଦୀ ହେଉଛନ୍ତି ଗର୍ଭବତୀ: ହାଇକୋର୍ଟ କହିଲେ, ‘ଗମ୍ଭୀର ମାମଲା’

କୋଲକାତା : ପଶ୍ଚିମବଙ୍ଗର ଜେଲରେ ମହିଳା କଏଦୀ ଗର୍ଭବତୀ ହେବା ମାମଲା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଏକ ଜନହିତ ଯାଚିକା ଗୁରୁବାର କଲିକତା ହାଇକୋର୍ଟରେ ଦାୟର ହୋଇଛି । ଯାଚିକାର ଶୁଣାଣି କରି କୋର୍ଟ କହିଛନ୍ତି କି…
Read More...

‘ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଉଚିତ୍’

ଫୁଲବାଣୀ : କନ୍ଧମାଳ ଜିଲାର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କନ୍ଧମାଳ ଉପ-ଜିଲ୍ଲାପାଳ…
Read More...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ୧୯ ବର୍ଷରୁ କମ୍ ବିଶ୍ବ କପ୍ ଫାଇନାଲ୍

ନୂଆଦିଲ୍ଲୀ : ୧୯ ବର୍ଷରୁ କମ୍ ବିଶ୍ବ କପ୍ ୨୦୨୪ ପାଇଁ ୨ଟି ଟିମ୍ ମିଳି ସାରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ । ବେନୋନୀର ଭିଲୋମୁର ପାର୍କରେ ଗୁରୁବାର…
Read More...

କୁଳରୁ ବାସନ୍ଦ ନେଇ ଅତିରିକ୍ତ ଏସପିଙ୍କୁ ନ୍ୟାୟ ପାଇଁ ସାକ୍ଷାତ କଲେ ଦମ୍ପତି 

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ସିନ୍ଧି ଗାଁର ବାସିନ୍ଦା ବି. ଭୀମାରାଓଙ୍କୁ ପ୍ରାୟ ୧୩ ବର୍ଷ ହେବ କୁଳରୁ ବାସନ୍ଦ କରିଥିବା ନେଇ ଆଜି ବ୍ରହ୍ମପୁର ଏସପି  କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଏସପି…
Read More...

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଦୁଇ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଚାଲିଛି । ତେବେ ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ ଏହି ଅଭିଯାନ ଜାରି ରହିଛି । ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ…
Read More...

କୀଟନାଶକ ପିଇ ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ କୁଶସ୍ଥଳୀ ଗ୍ରାମର ଜଣେ ମହିଳାଙ୍କ କୀଟନାଶକ ପିଇ ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଅନିତା…
Read More...

ଦିନେ ଥିଲେ ଡେଲିଭରୀ ବୟ, ଆଜି କୋଟି କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ : କିଛି କାହାଣୀ ଅନେକ ପ୍ରେରଣାଦାୟୀ ହୋଇଥାଏ । କ୍ରେଡ୍(CRED)ର ପ୍ରତିଷ୍ଠାତା କୁନାଲ ଶାହଙ୍କ କାହାଣୀ ମଧ୍ୟ ଠିକ୍ ସେହିପରି । ନିକଟରେ ଇନ୍ଫୋଏଜର ସଂସ୍ଥାପକ ସଞ୍ଜୀବ ବିଖଚନ୍ଦାନୀ ଦିଲ୍ଲୀରେ ଏକ କଫି…
Read More...

ଦ୍ବାଦଶ ଫେଲ୍ ଆଇପିଏସ୍ ଅଧିକାରୀ ମନୋଜ ଶର୍ମାଙ୍କୁ ଭେଟିଲେ ଆନନ୍ଦ ମହିନ୍ଦ୍ରା: କହିଲେ, ‘ଆଜି ମୁଁ ଧନୀ…

ନୂଆଦିଲ୍ଲୀ : ଆନନ୍ଦ ମହିନ୍ଦ୍ରା ୭ ଫେବୃୟାରୀରେ ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ତାଙ୍କ ପତ୍ନୀ ଆଇଆରଏସ୍ ଅଧିକାରୀ ଶ୍ରଦ୍ଧା ଜୋଶୀଙ୍କ ସହ ସାକ୍ଷାତ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି…
Read More...

ହରିଣକୁ ମିଳିଲା ନୂଆ ଜୀବନ, ଡାକ୍ତର ଏବଂ ସେଚ୍ଛାସେବୀଙ୍କ ପାଖକୁ ଛୁଟିଲା ପ୍ରଶଂସାର ସୁଅ

ଚେନ୍ନାଇ : ମାନବିକତା ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ବେସେଣ୍ଟ ମେମୋରିଆଲ ଆନିମଲ୍ ଡିସ୍ପେନ୍ସରୀ ଏହାର ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ସୋସିଆଲ ମିଡିଆରେ…
Read More...

ପବଜୀ ଆଣିଥିବା କମ୍ପାନୀ ଆଣିଲା ‘ଗରୁଡ ସାଗା’, ବନ୍ଧୁକ ବଦଳରେ ଖେଳାଳୀଙ୍କୁ ମିଳିବ ଧନୁ ତୀର

ନୂଆଦିଲ୍ଲୀ : ପବଜୀକୁ ବଜାରକୁ ଆଣିଥିବା କମ୍ପାନୀ କ୍ରାଫ୍ଟନ ଏବେ ଆଉ ଏକ ଗେମ୍ ନେଇଆସିଛି । ବିଜିଏମଆଇ ପରେ ଏବେ କମ୍ପାନୀ Garuda Saga ନାମକ ଏକ ଗେମର ଘୋଷଣା କରିଛି । ଏହାର ପୂର୍ବ-ପଞ୍ଜୀକରଣ ଆରମ୍ଭ ହୋଇଯାଇଛି ।…
Read More...

ଶୋଇକି ମୋଟର ସାଇକେଲ ଚଲାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଉଡିବ ହୋସ୍

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ…
Read More...

ୟାମାହା FZ-Xକୁ ନୂଆ ରଙ୍ଗରେ ଆଣିଲା କମ୍ପାନୀ, ପ୍ରଥମ ୧୦୦ ଜଣଙ୍କୁ ମିଳିବ ଉପହାର

ନୂଆଦିଲ୍ଲୀ : ୟାମାହା ଇଣ୍ଡିଆ ମୋଟର ନିଜ ଲୋକପ୍ରିୟ ମୋଟରସାଇକେଲ FZ-X ର ଏକ ନୂଆ ରଙ୍ଗ ବିକଳ୍ପ ନେଇଆସିଛି । କମ୍ପାନୀ ଏଫଜେଡ୍-ଏକ୍ସ ପାଇଁ ନୂଆ କ୍ରୋମ୍ କଲର ନେଇଆସିଛି । କହିରଖୁଛୁ ଏହି ମଡେଲ ପୂର୍ବରୁ ହିଁ ଭାରତୀୟ…
Read More...

ଅଜଣା ଯୁବକ ଯୁବତୀଙ୍କ ମୃତଦେହ ଠାବ

ପଡିଆ : ପଡିଆ ସଦର କମାରଗୁଡା ଗ୍ରାମ ବଜାଗୁଡା ନିକଟ ସାବେରୀ ନଦୀ ମଝିରେ ଅଜଣା ଯୁବକ ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି ।  ତେବେ ଏମାନଙ୍କ ପରିଚୟ ମିଳିପାରି ନାହିଁ  । ପୁଲିସର ତଦନ୍ତ ପରେ ଜଣା ପଡିବବୋଲି ଅନୁମାନ…
Read More...

ଘାସ ଚାଷ ଦେଇଛି ରୋଜଗାର, ବ୍ୟବସାୟୀ ଓ ଚାଷୀ ହୋଇଛନ୍ତି ମାଲାମାଲ

ବୌଦ୍ଧ : ଘାସକୁ ଅନାବନା କହି କିଏ କାଟି ଫିଙ୍ଗି ଦେଉଛି। ଅଥଚ ଏହି ଘାସ ଚାଷରୁ ବ୍ୟବସାୟୀ ଓ ଚାଷୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।  କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ କଥାଟି ଏକଦମ୍‌ ସତ । ବୌଦ୍ଧ…
Read More...

ଓଟିଏମ୍‌ ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଅନୁଧ୍ୟାନ

ଚୌଦ୍ୱାର : ଚୌଦ୍ୱାରସ୍ଥିତ ବନ୍ଦ ଓଟିଏମ୍‌ କାରଖାନା ଭିତ୍ତିଭୂମି ଉପରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହେବା ପରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ପାଇଁ ବିଭିନ୍ନ ବିଭାଗୀୟ…
Read More...

ବାତଜ୍ୱର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆରତୀ ଷ୍ଟିଲ ପରିସରରେ ବାତଜ୍ୱର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସିଏଚସି…
Read More...

ପୋଷ୍ଟର ଲଗାଇ ପୁଣି ନିଜ ଉପସ୍ଥିତି ଜାହିର କଲା ଲାଲବାହିନୀ

ଫୁଲବାଣୀ :  ପୋଷ୍ଟର ଲଗାଇ ପୁଣି ନିଜର ସ୍ଥିତି ଜାହିର କଲା ଲାଲବାହିନୀ । କିଛି ଦିନର ନୀରବତା ପରେ ପୁଣି ପୋଷ୍ଟର ଲଗାଇ ନିଜର ସ୍ଥିତିକୁ ଜାହିର କରିଛି ସିପିଆଇ ମାଓବାଦୀ କେକେବିଏନ ଡିଭିଜନାଲ କମିଟି। କନ୍ଧମାଳ ଜିଲ୍ଲା…
Read More...

ରାସ୍ତା ଉପରେ ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ, ଭିଡିଓ ଭାଇରାଲ

ପିପିଲି : ପିପିଲି ଥାନା ଅନ୍ତର୍ଗତ ଅକ୍‍ଟ୍ରାଇ ଛକଠାରେ ଜଣେ ଯୁବକକୁ ପୁଲିସ ସର୍ବସାଧାରଣରେ ରାସ୍ତା ଉପରେ ନିସ୍ତୁକ ମାଡ ମାରୁଥିବାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ସାମାଜିକ ଗଣମାଧ୍ୟମରେ…
Read More...