www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

୧୦ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର, ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ବଢିବ ଶୀତ..

ଦାରିଙ୍ଗବାଡି ଓ କୋରାପୁଟରେ ତାପମାତ୍ରା ୧୧ ଡିଗ୍ରୀ, ଭବାନୀପାଟଣା, ଝାରସୁଗୁଡା -୧୨, ରାଉରକେଲା ୧୨.୧ ଡିଗ୍ରୀ, ନବରଙ୍ଗପୁର ୧୨.୫, ଅନୁଗୁଳ, ହୀରାକୁଦ ୧୨.୬, ବଲାଙ୍ଗୀର ୧୩.୨, ରାୟଗଡା ୧୩.୬, କଟକ ୧୬.୪, ଭୁବନେଶ୍ୱର ୧୭

- Advertisement -

ବଡ ସଫଳତା ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ..

ଆଜିଠୁ ବର୍ଡର ଗାଭାସ୍କର ଟ୍ରଫି: ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ..

ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ
ୟୁକ୍ରେନ୍ ଉପରେ ପୁଣି ନୂଆ ମିଜାଇଲ୍ ମାଡ କରିଛି ଋଷ୍..

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

ନୂଆ ହାଇପରସୋନିକ୍ ବାଲାଷ୍ଟିକ୍ ମିସାଇଲ୍ ମାଡ କରିଛି ଋଷ୍
ବୌଦ୍ଧ- ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ..

ହରଭଙ୍ଗା ଥାନା ମହାଲିକପଡା ଗାଁରେ ଅଭାବନୀୟ ଘଟଣା
ବଡ ଭଉଣୀ ମୃତ, ସାନ ଭଉଣୀ ଗୁରୁତର ହୋଇ ବୌଦ୍ଧ ମେଡିକାଲରେ ଭର୍ତ୍ତି..ବିବାହିତ ବଡ ଭଉଣୀ ଘରକୁ ବୁଲିବାକୁ ଯାଇଥିଲା ସାନ ଭଉଣୀ, ଘରେ କେହି ନଥିବାବେଳେ ବିଷ ପିଇଲେ ୨ ଭଉଣୀ..

୧୦ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର, ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ବଢିବ ଶୀତ..

ଦିଗପହଣ୍ଡି : ୪ଟି ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଦୋକାନ ସାମଗ୍ରୀ ସହ ସିସିଟିଭି ହାର୍ଡଡିସ୍କ ଚୋରି କରିନେଇଛନ୍ତି..

ଦିଗପହଣ୍ଡି ଥାନା ଛେମୁଣ୍ଡି କଲେଜ ନିକଟରେ ଥିବା ଦୋକାନ
ଟ୍ରକ୍ ଧକ୍କାରେ ୩ ମୃତ..
ଜୟପୁର : ବାଇକରେ ଯିବାବେଳେ ମାଡିଗଲା ଟ୍ରକ୍, ୩ ମୃତ..

ସଦର ଥାନା ଏନଏଚ ୨୬ ଜବାକନାଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ଜଣେ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର, ମୃତାହତଙ୍କ ପରିଚୟ ମିଳିନି..

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories