ଅଳିଆ ବୁହା ଗାଡ଼ିରେ ଯାଉଥିଲା ଇଟା, ଅଟକାଇଲେ ଯୁବକ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଲେଖାଥିବା ଏକ ଗାଡି ଅଳିଆ ଉଠେଇବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଉକ୍ତ ଗାଡ଼ିରେ କୌଣସି ଏକ ଠିକା କାର୍ଯ୍ୟ ନିମନ୍ତେ ଇଟା ବୋଝେଇ ହେଉଥିଲା। କିଛି ଯୁବକ ଉକ୍ତ ଗାଡିଟିକୁ ଅଟକ…
Read More...

ପୁଣି ଫେରିଲା ସ୍କୋଡା ସୁପର୍ବ, ମିଳିବ ଅନେକ ନୂଆ ଫିଚର୍ସ

ନୂଆଦିଲ୍ଲୀ : ଲୋକମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇପାରିଥିବା ସ୍କୋଡାର ସେଡାନ ସୁପର୍ବ ପୁଣି ଭାରତକୁ ଫେରୁଛି । ଏହାର ଦାମ୍ ୫୪ ଲକ୍ଷ ଟଙ୍କା ରଖାଯାଇଛି । ଏଥିରେ ଏକ ପାଓ୍ବରଟ୍ରେନ୍ ବିକଳ୍ପ ଦିଆଯାଇଛି । ଲୋକେ ଏହାକୁ…
Read More...

ଗରମ ତେଲରେ ହାତ ପୁରାଇ ପକୁଡି ଛାଣୁଛନ୍ତି ଦୋକାନୀ: ଭିଡିଓ ଦେଖି ଲୋକେ କହିଲେ, ‘ଲୁହାର ହାତ’

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଆଜି କାଲି ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି । ଏହା ମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ଜାଣିବା କଷ୍ଟ ହୋଇପଡୁଛି । ଏବେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ…
Read More...

ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ବର : ବିଜେଡି ଛାଡିଲେ ବିଧାୟକ ରମେଶ ସାଏ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଦଳରେ…
Read More...

ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ସବୁ କିଛି ସହଜରେ ଭାଇରାଲ ହୋଇଯାଉଛି । ଏହା ମାଧ୍ୟମରେ ଜଣେ ନିଜ କଳାକୁ ସହଜରେ ଲୋକଙ୍କ ସାମ୍ନାକୁ ଆଣିପାରୁଛି ଏବଂ ପ୍ରଶଂସା ସାଉଁଟିପାରୁଛନ୍ତି । ଡଲି ଚା’ ଦୋକାନୀକୁ ଆପଣ ହୁଏତ…
Read More...

ଭାରତ ପାଇଁ କାର୍ ଉତ୍ପାଦନ କରିବ ଟେସଲା, ବର୍ଷ ଶେଷ ସୁଦ୍ଧା ହେବ ବଜାର ପ୍ରବେଶ

ନୂଆଦିଲ୍ଲୀ : ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଟେସଲା ଗିଗାଫ୍ୟାକ୍ଟ୍ରି ବର୍ଲିନରେ ଭାରତ ପାଇଁ ରାଇଟ-ହ୍ୟାଣ୍ଡ୍ ଡ୍ରାଇଭ୍ କାରର ପ୍ରଡକ୍ସନ ଆରମ୍ଭ କରିଦେଇଛି । କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା…
Read More...

୩୦ ବର୍ଷ ତଳେ ଜେଜେବାପା କିଣିଥିଲେ ୫୦୦ ଟଙ୍କାର ଅଂଶଧନ, ବର୍ତ୍ତମାନର ମୂଲ୍ୟ ଚମକାଇବ

ନୂଆଦିଲ୍ଲୀ : ସେୟାର ବଜାରରେ ନିବେଶ କେତେ ରିଟର୍ଣ୍ଣ ଦେଇଥାଏ ତାହା ଅନୁଭବୀ ଲୋକ ହିଁ ବୁଝିପାରିବେ । ଏହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଚଣ୍ଡୀଗଡର ଜଣେ ଡାକ୍ତର ନିଜ ଘରର ପୁରୁଣା ରଦ୍ଦି କାଗଜପତ୍ର…
Read More...

ବଢିଲା ସୁନା-ରୂପା ଦାମ୍, ବର୍ଷ ଶେଷ ସୁଦ୍ଧା ଭାଙ୍ଗିବ ରେକର୍ଡ

ନୂଆଦିଲ୍ଲୀ : ସୁନା ଆଜି ପୁଣି ନିଜ ସର୍ବୋଚ୍ଚ ଦରରେ ପହଞ୍ଚିଛି । ପ୍ରତି ୧୦ ଗ୍ରାମ ସୁନା ଦାମ୍ ୫୭୨ ଟଙ୍କା ମହଙ୍ଗା ହୋଇ ୬୯,୯୩୬ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ ୩ ମାସରେ ହିଁ ସୁନା ଦାମ୍ ୬୬୩୪…
Read More...

କୁଟୁରା ମାଂସ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ସୁଡ୍ରୁକୁମ୍ପା ରେଞ୍ଜର ଡଙ୍ଗା ଅଞ୍ଚଳରୁ ଜଙ୍ଗଲୀ କୁଟୁରା ମୁଣ୍ଡ ଓ ହନୁ ମାଙ୍କଡ଼ର ଶୁଖିଲା ମାଂସ ଜବତ କରାଯାଇଛି। ଏହା ସହିତ ଜଙ୍ଗଲୀ ଜନ୍ତୁଙ୍କ ଶିକାର…
Read More...

ରାସ୍ତା ମଝିରେ ଗାଡି ଥୋଇ ରିଲ୍ କରିବା ପଡିଲା ମହଙ୍ଗା, କଟିଲା ଏତେ ଟଙ୍କାର ଚାଲାଣ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢି ସାମାଜିକ ଗଣମାଧ୍ୟମରେ ରିଲ୍ ପୋଷ୍ଟ କରିବା ପାଇଁ ନାନା ପ୍ରକାର କାରନାମା କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକ ରିଲ୍ କରିବା…
Read More...

ଟ୍ରେନରୁ ଖସି ଅଜଣା ଯୁବକ ମୃତ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଗୋବର୍ଦ୍ଧନପୁର ଓଭରବ୍ରିଜ ନିକଟରେ ଯାତ୍ରୀବାହୀ ଟ୍ରେନରୁ ଖସି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ପୂର୍ବ ରେଳପ‌ଥ ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ଓ ନର୍ଲାରୋଡ଼…
Read More...

ଗୋବର୍ଦ୍ଧନପୁରରେ ବିଜେଡିର ମିଶ୍ରଣ ପର୍ବ, ୩୦ରୁ ଉର୍ଦ୍ଧ୍ବ କର୍ମୀ ସାମିଲ

ଲାଞ୍ଜିଗଡ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି। ବୁଧବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁରଠାରେ ବିଜେଡ଼ିର…
Read More...

ମାଛଭଣ୍ଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ଦାବି

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମାଛଭଣ୍ଡାର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ମାଛଭଣ୍ଡାର ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ…
Read More...

ବୁଲୁଛି ଗୋଠ ଛଡା ଦନ୍ତା,୨ଟି ଘର ଭାଙ୍ଗିଲା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଗତ କିଛିଦିନ ଧରି ଗୋଟିଏ ଗୋଠ ଛଡା ଦନ୍ତା ଅଞ୍ଚଳରେ ଉପଦ୍ରବ ଚଳାଇଛି। ଆଜି ଭୋରରୁ ଦନ୍ତାଟି ଖଡିକାପଦା ହୁଡି ସାହିର ଭଜ ମୁଣ୍ଡାଙ୍କ ଘରର ଗୋଟିଏ ପାର୍ଶ୍ୱ କାନ୍ଥ ଭାଙ୍ଗି…
Read More...

ଜଙ୍ଗଲ ଜମିକୁ ରାତିଅଧିଆ ଜେସିବି ଲଗାଇ ଜବର ଦଖଲ ଅଭିଯୋଗ, ୨ ଗିରଫ 

କଣ୍ଟାବାଞ୍ଜି : ରାତିଅଧିଆ ଜେସିବି ମେସିନ ଲଗାଇ ଜବର ଦାଖଲ ଅଭିଯୋଗରେ ୨ ଜଣ ଗିରଫ । କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହୁଲପାଟି ଫରେଷ୍ଟ ବିଟ ବୁଢ଼ୀବାହାଲ ଗାଁର ପ୍ରାୟ ୨/୩ କିଲୋମିଟର ଦୂର ରାଜୁ ସଂରକ୍ଷିତ…
Read More...

ଉଷୁରେ ଭୌମିକଙ୍କ କୃତିତ୍ବ

ଭବାନୀପାଟଣା : ଜମ୍ମୁ ବିଶ୍ଵ ବିଦ୍ୟାଳୟରେ ଗତ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଏଥିରେ ଉପ କନିଷ୍ଠ ବିଭାଗରେ କଳାହାଣ୍ଡିର ଭୌମିକ ଭରଦ୍ୱାଜ ଭୋଇ ତୃତୀୟ ସ୍ଥାନ…
Read More...

ଫୋନ୍ କରି ଛଟେଇ ଆରମ୍ଭ କଲା ବାୟଜୁସ, ୫୦୦ କର୍ମଚାରୀଙ୍କୁ ବିଦା କଲା

ନୂଆଦିଲ୍ଲୀ : ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଆଡଟେକ୍ କମ୍ପାନୀ ବାୟଜୁସ ଏବେ ଫୋନ୍ କଲରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଦେଇଛି । ବାୟଜୁସର ଆର୍ଥିକ ସମସ୍ୟା ଏତେ ଖରାପ  କି କମ୍ପାନୀ କୌଣସି କର୍ମଚାରୀଙ୍କ…
Read More...

ଥରେ ଚାର୍ଜ କଲେ ୧୪୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ ମୋପେଡ୍, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଦେଶର ପପୁଲାର ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ କୋମାକି ପୁଣି ଥରେ ନିଜ ଉତ୍ପାଦ ଭାରତୀୟ ବଜାରକୁ ନେଇଆସିଛି । କମ୍ପାନୀ ଖାସ୍ କରି ଛୋଟ ବ୍ୟାପାରୀଙ୍କ ପାଇଁ କୋମାକି କ୍ୟାଟ୍ ୨.୦ ଏନଏକ୍ସଟି ଲଞ୍ଚ୍…
Read More...

ମୋଟୋରୋଲା ଆଣିଲା ନୂଆ ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା ମୋଟୋରୋଲା ଭାରତୀୟ ବଜାରରେ ନିଜ ନୂଆ ସ୍ମାର୍ଟଫୋନ୍ ମୋଟୋରୋଲା ଏଜ୍ ୫୦ ପ୍ରୋ ଲଞ୍ଚ୍ କରିଦେଇଛି । କମ୍ପାନୀ କହିଛି କି ଏଥିରେ ବିଶ୍ବର ପ୍ରଥମ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ…
Read More...

ଘରୁ ତାଲା ଭାଙ୍ଗି ଲୁଟ୍: ଜଣେ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ମଦନମୋହନପୁର ଗ୍ରାମରେ ଏକ ତାଲା ବନ୍ଦ ଘରୁ ଚୋରି କରିଥିବା ଚୋରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଚମାଖଣ୍ଡି ଥାନା ଅନ୍ତର୍ଗତ ବଡପୁଟି ଗ୍ରାମର…
Read More...

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ବିରି ବାଡ଼ି ଛକରେ ଏକ ମୋଟରସାଇକେଲକୁ ଅଜଣା ଗାଡି ଧକ୍କା ଦେବା ଫଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରକୁ…
Read More...

ପାଣି ଓ ରାସ୍ତା ସମସ୍ୟା ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ପାଟଣା : ପାଣି ଓ ରାସ୍ତା ସମସ୍ୟା ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ଟେଣ୍ଟେଇଟାଙ୍ଗର ସାହିରେ ପାନୀୟ ଜଳ ସମସ୍ୟା…
Read More...

ଉବର ଅଟୋରେ ଯାତ୍ରୀଙ୍କୁ ଆସିଲା ୩ କୋଟି ଟଙ୍କାର ବିଲ୍

ନୂଆଦିଲ୍ଲୀ : ଉବର ଅଟୋରେ ବିଲରେ ଗଡବଡ ମାମଲା ସାମ୍ନାକୁ ଆସିଛି । ନୋଏଡା ଏବଂ ହାଇଦ୍ରାବାଦରେ ଜଣେ ଉବର ଗ୍ରାହକଙ୍କଠୁ ଅଟୋରେ ଯାତ୍ରା କରିବା ନେଇ ୭ କୋଟି ଏବଂ ୧ କୋଟି ଟଙ୍କାର ଶୁଳ୍କ ଆଦାୟ କରିବା ପରେ ଏବେ ପୁଣେରେ…
Read More...

ସ୍କୁଟିକୁ ଏମିତି ସଜାଇଲେ ଯୁବତୀ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : କିଛି ଲୋକଙ୍କୁ ଘର ସଜାସଜି କରିବାକୁ ଭଲ ଲାଗେ । ଆପଣ ସାମାଜିକ ଗଣମାଧ୍ୟମରେ ଏମିତି ଅନେକ ଭିଡିଓ ଦେଖିଥିବେ । କିନ୍ତୁ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀ ଏକ ସ୍କୁଟିକୁ ଭିନ୍ନ ଢଙ୍ଗରେ…
Read More...

ଦକ୍ଷିଣ କୋରିଆ ସୃଷ୍ଟି କଲା କୃତ୍ରିମ ସୂର୍ଯ୍ୟ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ୧୦ କୋଟି ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା କୃତ୍ରିମ ସୂର୍ଯ୍ୟ ତିଆରି କରି ରେକର୍ଡ…
Read More...

ଲଗାତର ବଢୁଛନ୍ତି ଉପଭୋକ୍ତା, ଚଳିତ ଆର୍ଥିକ ବର୍ଷରେ ରେକର୍ଡ କଲା ୟୁପିଆଇ ନେଣଦେଣ

ନୂଆଦିଲ୍ଲୀ : ଭାରତରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ନେଣଦେଣ ଗତ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।  ମାର୍ଚ୍ଚ ୨୦୨୪ରେ ମଧ୍ୟ ମାର୍ଚ୍ଚ ୨୦୨୩ ତୁଳନାରେ ନେଣଦେଣ ମାତ୍ରା ୫୫ ପ୍ରତିଶତ ବୃଦ୍ଧି ପାଇ…
Read More...

୩୪୦ କେ.ଜି. ଓଜନର ଟ୍ରାନ୍ସଫର୍ମର ପିଠିରେ ଲଦି ପାହାଡ ଚଢୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆପଣ ଅଧିକ ଓଜନ ଉଠାଇ ଲୋକଙ୍କୁ ବ୍ୟାୟାମ କରୁଥିବା ଦେଖିଥିବେ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପତଳା ବ୍ୟକ୍ତି ୨୫ କିଲୋଓ୍ବାଟର ଏକ ଟ୍ରାନ୍ସଫର୍ମର ନିଜ…
Read More...

ବିମାନ ସଂଖ୍ୟା ହ୍ରାସ କରିବ ଭିସ୍ତାରା, ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ : ଟାଟା ସମୂହର ଭିସ୍ତାରା ନିଜ ବିମାନ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହା ଏକ ଅସ୍ଥାୟୀ ନିଷ୍ପତ୍ତି । ଲଗାତର କିଛି ଦିନ ହେବ ଭିସ୍ତାରା ଏୟାରଲାଇନ୍ସର ବିମାନ ରଦ୍ଦ ହେଉଛି ବା ଉଡାଣରେ…
Read More...

ଅଟୋକୁ ଧକ୍କା ଦେଲା ଡମ୍ଫର, ୫ ମୃତ

ଲକ୍ଷ୍ନୌ : ୟୁପିର ଚିତ୍ରକୂଟରେ ବଡ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଅମାତପୁର ଗାଁ ନିକଟରେ ଭକ୍ତଙ୍କୁ ନେଇ ଆସୁଥିବା ଏକ ଅଟୋରିକ୍ସାକୁ ଏକ ଡମ୍ଫର ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣେ ନାବାଳିକା ସମେତ ୫ ଜଣଙ୍କ…
Read More...

କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ର ଗାଡି ବିକ୍ରି ରିପୋର୍ଟ ସାମ୍ନାକୁ ଆସିଛି । ମାରୁତି ସୁଜୁକି ତାଲିକାରେ ସର୍ବ ପ୍ରଥମେ ରହିଛି । ହ୍ୟୁଣ୍ଡାଇ କମ୍ପାନୀର ଗାଡି ପୂର୍ବ ଅପେକ୍ଷା ଭଲ ବିକ୍ରି ହୋଇଥିବା ତଥ୍ୟରେ…
Read More...

ବାଇକକୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଚିକିଣିଆ ନିକଟରେ ଏକ ବାଇକକୁ ଏକ ବୋଲେରୋ ଧକ୍କା ଦେଇଛି। ଦୁର୍ଘଟଣା ଘଟାଇ ବୋଲେରୋଟି ରାସ୍ତା ଉପରେ ଓଲଟି ପଡ଼ିଛି। ବାଇକରେ ଥିବା ଦୁଇ ଜଣ…
Read More...

ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମରୁ ଗତ ରାତିରେ ଏକ ଚୋରା କାଠ ବୋଝେଇ ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି। ଗ୍ରାମରେ ଏକ ଶାଳ ଗଛ କାଟି କାଠ ଚୋରା ଚାଲାଣ ହେଉଥିବା ସମ୍ପର୍କରେ…
Read More...

ପରିତ୍ୟକ୍ତ ଚୁଆରୁ ଅହିରାଜ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଣ୍ଡୋ ବିଟ୍ ଅନ୍ତର୍ଗତ ଜାମୁଳେଇବେଡା ହାଟ ନିକଟ ଏକ ପରିତ୍ୟକ୍ତ ଚୁଆରୁ ଆଜି ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରିଛି ବନବିଭାଗ। ଆଜି ପୂର୍ବାହ୍ନରେ ସାପଟି ଏକ ପରିତ୍ୟକ୍ତ…
Read More...

ଏହି କମ୍ପାନୀରୁ ସରକାରଙ୍କୁ ମିଳିଲା ୫୫୪ କୋଟି ଟଙ୍କାର ଲାଭାଂଶ

ନୂଆଦିଲ୍ଲୀ : ସାର୍ବଜନିନ କ୍ଷେତ୍ରର କମ୍ପାନୀ ପାଓ୍ବର ଫାଇନାନ୍ସ କର୍ପୋରେସନ ଲିମିଟେଡ୍(ପିଏଫସି)ଠୁ କେନ୍ଦ୍ର ସରକାରଙ୍କୁ ଲାଭାଂଶ ରୂପେ ପ୍ରାୟ ୫୫୪ କୋଟି ଟଙ୍କା ମିଳିଛି । ଅର୍ଥମନ୍ତ୍ରାଳୟର ନିବେଶ ଏବଂ ଲୋକ…
Read More...

ଓ୍ବନପ୍ଲସ୍ ୧୨ରେ ଦମଦାର ରିହାତି, ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି କି ? ଯଦି ହଁ, ତେବେ ଓ୍ବାନପ୍ଲସ୍ ୧୨ରେ ଦମଦାର ରିହାତି ମିଳୁଛି । ଆପଣ ଏହାକୁ ଆମାଜନ ଏବଂ କମ୍ପାନୀର ଅଫିସିଆଲ ଓ୍ବେବସାଇଟରୁ ଶସ୍ତାରେ କିଣିପାରିବେ ।…
Read More...

ଭୁଶୁଡି ପଡିଲା ଚଟାଣ: ମାଟି ଭିତରେ ଧସିଗଲେ ଯୁବତୀ, ସିସିଟିଭିରେ ହେଲା କଏଦ

ନୂଆଦିଲ୍ଲୀ :  ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସପିଂ ମଲର ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିରେ ଜଣେ ମହିଳା ଅଚାନକ ଭୂମି ସହ ଭୁଶୁଡି ପଡୁଛନ୍ତି । ତେବେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ…
Read More...

ମହଙ୍ଗା ହେଲା ଔଷଧ, ଏଣିକି ଦେବାକୁ ପଡିବ ଅଧିକ ପଇସା

ନୂଆଦିଲ୍ଲୀ : ଦେଶରେ ଆଜିଠୁ ଅନେକ ନିୟମରେ ପରିବର୍ତ୍ତନ ହେବା ସହ ଅନେକ ସାମଗ୍ରୀର ଦାମରେ ବଡ ପରିବର୍ତ୍ତନ ଦେଖିବାକୁ ମିଲିଛି । କାହାର ଦାମ୍ ବଢୁଛି ତ ଆଉ କାହାର ଦାମ୍ କମିଛି । ୧ ଏପ୍ରିଲରୁ ମଦ ମହଙ୍ଗା ହେବାବେଳେ…
Read More...

ଚାରିପଟେ ମାଛି ! ତଥାପି ଲୋକେ ଖାଉଛନ୍ତି ଗୁପଚୁପ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଗୁପଚୁପ୍ ସମସ୍ତଙ୍କୁ ପସନ୍ଦ । ଛୋଟ ପିଲା ହେଉ ବା ବୟସ୍କ, ସମସ୍ତେ ଗୁପଚୁପ୍ ଖାଇବାକୁ ଭଲପାଆନ୍ତି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ବା ଭିଡିଓ ଭାଇରାଲ ହୋଇଥାଏ । ଏବେ ଏଭଳି ଏକ ଭିଡିଓ…
Read More...

ଗୁଜବକୁ ସାବଧାନ ! ଆୟକର ସ୍ଲାବରେ ହୋଇନି କୌଣସି ପରିବର୍ତ୍ତନ, ସୂଚନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ କୁହାଯାଉଥିଲା କି ୧ ଏପ୍ରିଲରୁ ଇନକମ୍ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରାଯିବ । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଗୁଜବ ବୋଲି କହିଛନ୍ତି । ସେ…
Read More...

ଅଜଣା ହାଇୱା ଧକ୍କାରେ ବାଇକ ଚାଳକ ଗୁରୁତର 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରିବନ୍ଧ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର । ସୂଚନା ମୁତାବକ ରବିବାର ସନ୍ଧ୍ୟା ପ୍ରାୟ ୯ ଘଣ୍ଟା ସମୟରେ ରାୟଗଡା…
Read More...

ଜେମିନିରେ ଆସିଲା ନୂଆ ଫିଚର, ସହଜରେ ଚାଲୁ ହୋଇଯିବ ମ୍ୟାପ୍

ନୂଆଦିଲ୍ଲୀ : ଗୁଗଲ ନିଜ ଜେମିନି ଏଆଇ ଚାଟବୋଟ୍ ମଡେଲକୁ ୟୁଜର୍ସଙ୍କ ପାଇଁ ଉତ୍ତମ କରିବା ପାଇଁ ଲଗାତର ଅପଡେଟ୍ କରୁଛି । ଗୁଗଲ ଏଥିପାଇଁ ଏକ ନୂଆ ଅପଡେଟ୍ ଜାରି କରିଛି ଯେଉଁଥିରେ ୟୁଜର୍ସ ମ୍ୟାପ୍ ନେଭିଗେସନ ଅନୁରୋଧ କଲେ…
Read More...

ଇଲେକ୍ଟ୍ରିକ୍ ଗାଡିକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହେବ ୫୦୦ କୋଟି ଟଙ୍କାର ଯୋଜନା

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ୍ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ନୂଆ ଯୋଜନା ସୋମବାର ଲାଗୁ ହେବ ଏବଂ ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଦେଶରେ ଇଲେକ୍ଟ୍ରିକ୍ ଗାଡିକୁ ଆପଣାଇବା ଏବଂ…
Read More...

ଅବାଧ ବାଲି ଚୋରି ଅଭିଯୋଗ, ୨ ଟ୍ରାକ୍ଟରକୁ ଜରିମାନା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ପାଟଣା ଓ ପୁଟୁଳିଆ ନିକଟରୁ ୨ ଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଉଭୟ ଟ୍ରାକ୍ଟରଙ୍କୁ ଜରିମାନା ଲଗାଯାଇଛି । ଖଣି ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ଓ କନିଷ୍ଠ ଖଣି ଅଧିକାରୀ…
Read More...

ବ୍ଲକ ଶିକ୍ଷାଧିକାରୀଙ୍କ ଫେସବୁକ ହ୍ୟାକ କରି ଠକେଇ

ପାଟଣା : ସାହାରପଡା ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାୟକଙ୍କ ଫେସବୁକ ହ୍ୟାକ କରି କେହି ଜଣେ ଅଜଣା ଠକ ତାଙ୍କ ନାମରେ ବିଭିନ୍ନ ଲୋକଙ୍କୁ ଗତ କାଲି ଟଙ୍କା ମାଗୁଥିଲା। ଏପରିକି ଠକର ଅନୁରୋଧକୁ ବ୍ଲକ…
Read More...

୩୫ ଲିଟର ମଦ ଜବତ, ୨ ଗିରଫ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳ ଚାକୁଣ୍ଡାପାଳ ଗ୍ରାମର ବାବୁଲି ମୁଣ୍ଡାଙ୍କଠାରୁ ତୁରୁମୁଙ୍ଗା ପୁଲିସ ୧୮ ଲିଟର ମହୁଲି ମଦ ଜବତ କରିଛି। ସେହିପରି ତୁରୁମୁଙ୍ଗା ପୁଲିସ ନିଜ ଥାନା ଅଞ୍ଚଳରୁ ସଦର ଥାନା ଅନ୍ତର୍ଗତ…
Read More...

ବଢିଲା ସିୟୁଇଟି-ୟୁଜି ଆବେଦନ ଅବଧି

ଭୁବନେଶ୍ବର : ସିୟୁଇଟି-ୟୁଜି ଆବେଦନ ଅବଧି ବୃଦ୍ଧି ପାଇଛି ।  ସିୟୁଇଟି-ୟୁଜି ୨୦୨୪ ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ୫ ଏପ୍ରିଲ ରାତି ସାଢେ ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନଲାଇନରେ ଆବେଦନ ଅବଧି…
Read More...

ରାସ୍ତାରେ ପାଠ ପଢୁଛନ୍ତି ଜୋମାଟୋ ଡେଲିଭରୀ ବୟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଜୋମାଟୋ ଡେଲିଭରୀ ବୟ ଟ୍ରାଫିକ୍ ଜାମରେ ପାଠ ପଢୁଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ତାଙ୍କ ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା…
Read More...

ବାରଣାସୀରେ ଖୋଲିଲା ଷ୍ଟାରବକ୍ସ, ଲାଗିଗଲା ଅସମ୍ଭାଳ ଭିଡ

ନୂଆଦିଲ୍ଲୀ : ଷ୍ଟାରବକ୍ସ ନିଜ ପ୍ରଥମ ଷ୍ଟୋର ବାରଣାସୀରେ ଖୋଲିଛି । ତେବେ ଏହା ପରେ ଇଣ୍ଟରନେଟରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କଫିସପ୍ ଭିତରେ ଏବଂ ବାହାରେ ଭିଡ ଦେଖିବାକୁ ମିଳୁଛି । ଛୋଟ ସହରରେ ଏଭଳି…
Read More...

ଛାତ୍ରଙ୍କୁ ୪୬ କୋଟି ଟଙ୍କାର ଆୟକର ନୋଟିସ୍, ପାନ୍ କାର୍ଡର ଅପବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ : ପାନ୍ କାର୍ଡର ଅପବ୍ୟବହାରକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ବାଲିୟରର ଜଣେ ଛାତ୍ରଙ୍କ ପାନ୍ କାର୍ଡରୁ କମ୍ପାନୀ ପଞ୍ଜୀକୃତ ହୋଇଯାଇଛି । ଯାହା କି ୨୦୨୧ରୁ ଚାଲିଛି ।…
Read More...

ଅମ୍ବାନୀ-ଆଦାନୀଙ୍କ ଚୁକ୍ତି, ୨୬ ପ୍ରତିଶତ ଭାଗିଦାରୀ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୌତମ ଆଦାନୀଙ୍କ ଆଦାନୀ ପାଓ୍ବରରୁ ମଧ୍ୟପ୍ରଦେଶ ପାଓ୍ବର ପ୍ରକଳ୍ପରେ ୨୬ ପ୍ରତିଶତ ଭାଗିଦାରୀ କିଣିଛି । ଏହା ସହିତ ରିଲାଏନ୍ସ, ପ୍ଲାଣ୍ଟର ୫୦୦ ମେଗାଓ୍ବାଟ୍…
Read More...

ସରୁନି ତାଳପଦର- ମନୁପାଲି ରାସ୍ତା ନିର୍ମାଣ କାର୍ଯ୍ୟ, ଲୋକେ ହନ୍ତସନ୍ତ

ବୌଦ୍ଧ : ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ତାଳପଦରଠାରୁ ମନୁପାଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ୩.୮୬୯ କିଲୋମିଟର ଦୈର୍ଘ୍ୟର ରାସ୍ତା ୨୩୯.୬୩ ଲକ୍ଷ ଅଟକଳ…
Read More...

ଡିସେମ୍ବର ସୁଦ୍ଧା ଆସିବ ୧୪ ଇଲେକ୍ଟ୍ରିକ୍ କାର୍, କମିବ ଦାମ୍

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ କାର ବଜାର ତୀବ୍ର ଗତିରେ ବଢିବାକୁ ଲାଗିଛି । ଚଳିତ ବର୍ଷ ଶେଷ ସୁଦ୍ଧା ୧୪ ନୂଆ ମଡେଲ୍ ବଜାରକୁ ଆସିବ । ଅନେକ ନୂଆ କମ୍ପାନୀ ଆସିବା ଫଳରେ ୧୦-୧୫ ଲକ୍ଷ ଟଙ୍କା କାରର ଦାମ୍ ପ୍ରାୟ…
Read More...

ଷ୍ଟେଟ୍ ବ୍ୟାଙ୍କ ଉପଭୋକ୍ତାଙ୍କୁ ଝଟକା, ଏଣିକି ଦେବାକୁ ପଡିବ ଅଧିକ ପଇସା

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ କିଛି ଡେବିଟ୍ କାର୍ଡଧାରୀଙ୍କୁ ଝଟକା ଦେଇଛି । ବ୍ୟାଙ୍କ ଏପ୍ରିଲରୁ ନିଜ କିଛି ଡେବିଟ୍ କାର୍ଡର ରକ୍ଷଣାବେକ୍ଷଣ ଚାର୍ଜ ବଢାଇବାକୁ ଯାଉଛି । ଷ୍ଟେଟ୍ ବ୍ୟାଙ୍କ ନିଜ…
Read More...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଡମ୍ବରୁ ଶିଶା

ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା । ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଥିଲେ ଡମ୍ବରୁ ।…
Read More...

ଏଭଳି ପ୍ରସ୍ତୁତ ହେଉଛି ହେଲମେଟ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ଅନେକ ସମୟରେ ସଡକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ ହୃଦୟକୁ ଆନ୍ଦୋଳିତ କରିଥାଏ । ଏଭଳି ଭିଡିଓ ଲଗାତର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଏହାକୁ ରୋକିବାକୁ ସବୁ ଦିଗରୁ…
Read More...

ଶିବସେନାରେ ସାମିଲ ହେଲେ ଗୋବିନ୍ଦା

ନୂଆଦିଲ୍ଲୀ : ଅଭିନେତା ଗୋବିନ୍ଦାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ଗୁରୁବାର ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ  ଶିବସେନାରେ ସାମିଲ ହୋଇଛନ୍ତି…
Read More...

ଶିକ୍ଷୟତ୍ରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ କଡ଼ିପାରି ସରକାରୀ ଆଶ୍ରମ ସ୍କୁଲରେ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ…
Read More...

ଘର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟର ଏକ ଘରୁ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା, ହୀରା ଲୁଟ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଆମ୍ବପୁଆ ସ୍ଥିତ ସରଧାବାଲି ସ୍ଥିତ…
Read More...

ମାନବ ମସ୍ତିଷ୍କର ଆକାର ଧିରେ ଧିରେ ବଢୁଛି, କମିପାରେ ଡିମେନସିଆର ଆଶଙ୍କା

ନୂଆଦିଲ୍ଲୀ : ସମୟ ସହିତ ମାନବ ମସ୍ତିଷ୍କର ଆକାର ଧିରେ ଧିରେ ବଢୁଛି ଯାହା ଫଳରେ ଯୁବପିଢିଙ୍କ ମଧ୍ୟରେ ଡିମେନସିଆର ଆଶଙ୍କା କମିପାରେ । ଜାମା ନ୍ୟୁରୋଲୋଜିରେ ଛପିଥିବା ଏକ ଅଧ୍ୟୟନର ରିପୋର୍ଟରେ ଏହା ସାମ୍ନାକୁ ଆସିଛି ।…
Read More...

ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ୩୩ ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢି ସାମାଜିକ ଗଣମାଧ୍ୟମରେ ଲାଇକ୍ ପାଇବା ପାଇଁ ଅନେକ ବିପଜ୍ଜନକ ଷ୍ଟଣ୍ଟ୍ କରୁଛନ୍ତି । କିନ୍ତୁ ବେଳେବେଳେ ଏହା ଅନ୍ୟମାନଙ୍କ ପାଇଁ ସମସ୍ୟା ପାଲଟିଥାଏ । ନିକଟରେ ହୋଲି ସମୟରେ ଏମିତି କିଛି…
Read More...

ଟାଟା ସହିତ ହାତ ମିଳାଇଲା ହିନ୍ଦୁସ୍ତାନ ପେଟ୍ରୋଲିୟମ, ଦେଶରେ ଲଗାଇବେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ

ନୂଆଦିଲ୍ଲୀ : ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ୫ ହଜାର ପବ୍ଲିକ୍ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ  ସହ ହାତ ମିଳାଇଛି । ଟାଟା ମୋଟର୍ସର…
Read More...

୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ନଂ ଜାତୀୟ ରାଜପଥ ମଙ୍ଗଳପୁର କୁଆପଶି ନିକଟରେ ଆଜି ମଧ୍ୟାହ୍ନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ…
Read More...

ନାବାଳିକାଙ୍କୁ ବିବାହ କରି ଛାଡିଦେବା ପଡ଼ିଲା ମହଙ୍ଗା, ଗିରଫ ହେଲା ଅଭିଯୁକ୍ତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଖଗେଶ୍ବର ମାଝୀ ନାମକ ଜଣେ ଯୁବକ ଗତ ୩ ବର୍ଷ ତଳେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ନାବାଳିକାଙ୍କୁ ଖଗେଶ୍ବର ପରିବାର…
Read More...

ସିଉଳା ପଥରମୂର୍ତ୍ତି ଚୋରି ଘଟଣାର ପର୍ଦ୍ଧାଫାସ: ୧୪ଟି ପଥରମୂର୍ତ୍ତି ଓ ୨ଟି ଶିବଲିଙ୍ଗ ଜବତ, ଜଣେ ଗିରଫ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ତଥା ସିଉଳା ତଳସାହି ଛକ ସ୍ଥିତ ଏକ ପଥରମୂର୍ତ୍ତି ତିଆରି ପ୍ରତିଷ୍ଠାନରୁ ଚୋରି ହୋଇଥିବା ୧୪ଟି ବିଭିନ୍ନ ଦେବାଦେବୀଙ୍କ ମୁଗୁନି ପଥରରେ ନିର୍ମିତ ମୂର୍ତ୍ତି…
Read More...

ଅସୁରକ୍ଷିତ ନାଳ ପୋଲ, ଲୋକେ ହନ୍ତସନ୍ତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ୍ ଅନ୍ତର୍ଗତ ଝିଲିମିଣ୍ଡା ଆରଡି ରାସ୍ତାର ବୁଗୁବୁଗା ପଞ୍ଚାୟତ ବୁଗୁବୁଗା -ଖିରାପାଲି ମଝିରେ ଥିବା କେଉଁଟି ନାଲା ପୋଲ ମଝିରେ ଦୀର୍ଘ ଦିନ ହେବ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇ ବିପଦକୁ…
Read More...

ଅଂଶଧନ ବିକିଲେ ସେହି ଦିନ ମିଳିବ ପଇସା, ଅକ୍ଟୋବର ସୁଦ୍ଧା ନୂଆ ନିୟମ

ନୂଆଦିଲ୍ଲୀ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ) ଅଂଶଧନର କ୍ରୟ ଏବଂ ବିକ୍ରୟରେ ପୈଠ ବ୍ୟବସ୍ଥାରେ ସୁଧାର କରିବାକୁ ପ୍ରସ୍ତୁତ ହେଉଛି । ଗୁରୁବାର ଷ୍ଟକ୍ ଏକ୍ସଚେଞ୍ଜ ଟି+ଶୂନ୍ୟ ସମାଧାନ ବ୍ୟବସ୍ଥାର ପରୀକ୍ଷାମୂଳକ ଭାବେ…
Read More...

ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ…

ନୂଆଦିଲ୍ଲୀ : ହ୍ରାସ ପାଇଲା ସୁନା-ରୂପା ଦାମ୍ । ବୁଧବାର ଅର୍ଥାତ୍ ୨୭ ମାର୍ଚ୍ଚରେ ସୁନା-ରୂପା ଦାମ୍ ଖସିଛି । ଯଦି ଆପଣ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜାଣିନିଅନ୍ତୁ…
Read More...

ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଭକ୍ତ

ସୁଆଣ୍ଡୋ :  ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ବେଶ ଜଣାଶୁଣା ସାକ୍ଷୀଗୋପାଳ ମନ୍ଦିରରେ  ସାକ୍ଷୀଗୋପିନାଥ ଦେବଙ୍କୁ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ  । ରାଧାକୃଷ୍ଣଙ୍କ…
Read More...

ସମ୍ବଲପୁରରେ ବୋମାମାଡ

ସମ୍ବଲପୁର : ସମ୍ବଲପୁରରେ ଫୁଟିଲା ବୋମା । ଆଜି ସନ୍ଧ୍ୟାରେ ସମ୍ବଲପୁର ମସଜିଦ୍ ସମ୍ମୁଖରେ ଏହି ବୋମାମାଡ ଘଟିଛି । ଏକ ବୁଲେଟ ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାରେ ବୁଲେଟର ଅନେକ ଭାଗ…
Read More...

ଭୀମକୁଣ୍ଡରେ ବୁଡ଼ି ନାବାଳକ ନିଖୋଜ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅର୍ନ୍ତଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ନିକଟ ବୈତରଣୀ ନଦୀର ଭୀମକୁଣ୍ଡରେ ଆଜି ଅପରାହ୍ନରେ ଜଣେ ୧୫ ବର୍ଷର ନାବାଳକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି।‌ ନିଖୋଜ…
Read More...

ଗର୍ତ୍ତରେ ଖସି ଜଣଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ବାସନାପୁଟି ଗ୍ରାମ ନିକଟ ଆଇଆରଇଏଲ ଡ୍ରେଜିଂ ଅଞ୍ଚଳରେ ଥିବା ଏକ ବିରାଟ ଗର୍ତ୍ତରେ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚମାଖଣ୍ଡି ଥାନା ଅଧିନ ବାସନାପୁଟି…
Read More...

ପହଞ୍ଚିଲାନି ଆମ୍ବୁଲାନ୍ସ, ବାଇକରେ ଡାକ୍ତରଖାନା ଗଲେ ନିଆଁରେ ପୋଡି ହୋଇଥିବା ଗୁରୁତର ନାବାଳିକା

ପାତ୍ରପୁର : ଚୁଲି ନିଆଁରେ ଜଣେ ଆଦିବାସୀ ଝିଅ ପୋଡି ଯାଇ ଗୁରୁତର ହୋଇଥିବାବେଳେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିନଥିବାରୁ ବାଇକ୍ ଯୋଗେ ଡାକ୍ତରଖାନାକୁ ନେବାକୁ ପଡିଛି। ଏଭଳି ଘଟଣା ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ…
Read More...

ଗୋବରରେ ହୋଲି ଖେଳିଲେ ପ୍ରଫେସର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ରଙ୍ଗ, ଫୁଲ ଏବଂ ପାଣିରେ ହୋଲି ତ ସମସ୍ତେ ଦେଖିଥିବେ । କିନ୍ତୁ ଗୋବରରେ ହୋଲି ବୋଧ ହୁଏ ଆପଣ ଦେଖିନଥିବେ । ୟୁପିର ବାରଣାସୀ ସ୍ଥିତ ବିଏଚୟୁର ପୂର୍ବତନ ଡିନ୍ ଏବଂ ପ୍ରଫେସର କୌଶଲ କିଶୋର ମିଶ୍ରଙ୍କର ଏମିତି…
Read More...

ମୁକ୍ତିଲାଭ କଲା ‘ବଡେ ମିଆଁ ଛୋଟେ ମିଆଁ’ର ଟ୍ରେଲର

ମୁମ୍ବାଇ : ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର ଟ୍ରେଲର ମୁକ୍ତିଲାଭ କରିଛି । ଉଭୟ ଅଭିନେତା ପ୍ରଥମ ଥର ଏକାଠି ବଡ ପରଦାରେ ନଜର ଆସିବେ ।  ପୂର୍ବରୁ ଫିଲ୍ମର ପୋଷ୍ଟର…
Read More...

ବଜାରକୁ ପ୍ରଥମ ଇଲେକ୍ଟ୍ରିକ୍ କାର୍ ଆଣିବ ମାରୁତି ସୁଜୁକି, ଥରେ ଚାର୍ଜ କଲେ ଯିବ ୫୫୦ କି.ମି.

ନୂଆଦିଲ୍ଲୀ : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ନିଜ ପ୍ରଥମ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବ । କମ୍ପାନୀ ନିଜ ବିଳାସପୂର୍ଣ୍ଣ ଆଉଟଲେଟ୍ ‘ନେକ୍ସା’ ଜରିଆରେ ଲଞ୍ଚ୍ କରିବ । ମାରୁତିର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି…
Read More...

କୌଣସି ସିନେମାର ଦୃଶ୍ୟଠୁ କମ୍ ନୁହେଁ ବାଘର ଏହି ଲମ୍ବ ଡିଆଁ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଜଙ୍ଗଲରେ ଅନେକ ପ୍ରକାର ଜୀବଜନ୍ତୁ ଥାଆନ୍ତି । ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଜଙ୍ଗଲର କିଛି ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ…
Read More...

ହୋଲିରେ ଗୋଷ୍ଠୀ ସଂଘର୍ଷ, ୫ରୁ ଉର୍ଦ୍ଧ୍ବ ଆହତ

ତିଗିରିଆ : ହୋଲିରେ ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀର ପାଞ୍ଚ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି । ସମସ୍ତ…
Read More...

ଶ୍ରୀଜୀଉଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ୪ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ । ବୁଧବାର ଶ୍ରୀଜୀଉଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ । ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ  ବୋଲି…
Read More...

ଅଟୋ-କାର୍ ମୁହାଁମୁହିଁ ଧକ୍କା, ୫ ଆହତ

ଆଠଗଡ : ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ମୁଣ୍ଡଳି ରାସ୍ତାର ରାସରସିକପୁର ନିକଟ ବିଦ୍ୟୁତ ସବଷ୍ଟେସନ ପାଖ ବୁଲାଣି ରାସ୍ତାରେ ରବିବାର ଏକ ଅଟୋ ସହ ଗୋଟିଏ କାରର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଫଳରେ ଅଟୋ…
Read More...

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଭୁବନେଶ୍ବର : ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି  । ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ଓଡ଼ିଶା…
Read More...

କୁକୁର କାମୁଡ଼ାରେ ହରିଣ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଗୋରାଣ୍ଡି ଯୋଡ଼ି ବିଟର ସାହାରପଡା ପ୍ରଧାନସାହିରୁ ରବିବାର ବନ ବିଭାଗ ଏକ ହରିଣର ମୃତଦେହକୁ ଜବତ କରିଛି। ହରିଣ‌ଟି କରଞ୍ଜିଆ ରେଞ୍ଜର ବଡ ଦେଉଳି ଜଙ୍ଗଲରୁ…
Read More...

ମଇଁଷି ବୋଝେଇ ପିକଅପ ଭ୍ୟାନ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଏକ ମଇଁଷି ବୋଝେଇ ପିକଅପ୍ ଭ୍ୟାନକୁ ଆଜି ପୁଲିସ ଜବତ କରିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ନମ୍ବର ଏପି ୩୫ଏକ୍ସ ୯୩୩୧ ରେ  ୪ଟି…
Read More...

ଆଠଗଡରେ ପୁଲିସର ଫ୍ଲାଗମାର୍ଚ୍ଚ

ଆଠଗଡ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଠଗଡ ସହର ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ୍ କରାଯାଉଛି । ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ…
Read More...

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉତ୍ୟକ୍ତ…
Read More...

କାମରେ ଲାଗୁନି ଲକ୍ଷାଧିକ ଟଙ୍କା ବ୍ୟୟରେ କିଣାଯାଇଥିବା କ୍ୟାବିନ୍

ଗୋପାଳପୁର : ଗୋପାଳପୁର ପର୍ଯ୍ୟଟନସ୍ଥଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ ସତ୍ତ୍ୱେ ନିର୍ମିତ ହେଉଥିବା କାର୍ଯ୍ୟ ଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କା ପାଣିରେ ପଡୁଥିବା…
Read More...

ହୋଲିରେ ଅମାନିଆ ହେବେ ସାବାଡ, ଅପମିଶ୍ରିତ ରଙ୍ଗ ବିକିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ହୋଲିରେ ଅମାନିଆ ହେବେ ସାବାଡ୍ । ଅମାନିଆଙ୍କୁ ସାବାଡ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ହୋଟେଲରେ ହୋଲି ପାର୍ଟି ଉପରେ ରହିବ ତୀକ୍ଷ୍ମ ନଜର ରହିବା ସହ ମଦ୍ୟପ ଗାଡିଚାଳକଙ୍କ…
Read More...

ଦିଅଁ ନଥିବା ଦେଉଳରେ ଭକ୍ତଙ୍କ ଭିଡ

ରେଙ୍ଗାଲି : ଦେଉଳ ଅଛି କିନ୍ତୁ ଦିଅଁ ନାହାନ୍ତି । ଦିଅଁ ଦେବତା ନଥିଲେ ବି ଦେଉଳରେ ସବୁ ସମୟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ହୀରାକୁଦ ଜଳଭଣ୍ଡାରରେ ଜଳମଗ୍ନ ହୋଇଥିବା ଗାଁ ରମ୍ପେଲା ଗ୍ରାମର ଶିବ ମନ୍ଦିରରେ ଏଭଳି…
Read More...

ଫେବୃୟାରୀ ମାସରେ ସବୁଠୁ ଅଧିକ ବିକ୍ରି ହୋଇଛି ଏହି ବାଇକ୍, ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ : ହିରୋ ସ୍ପ୍ଲେଣ୍ଡର ଭାରତୀୟ ମୋଟରସାଇକେଲ ବଜାରରେ ରାଜୁତି କରୁଛି । ଫେବୃୟାରୀ ୨୦୨୪ରେ ମଧ୍ୟ ଏହା ସବୁଠାରୁ ଅଧିକ ବିକ୍ରି ବାଇକ ତାଲିକାରେ ସର୍ବପ୍ରଥମେ ରହିଛି । ଚାଲନ୍ତୁ ଫେବୃୟାରୀ ୨୦୨୪ର ସବୁଠାରୁ…
Read More...

ଖରାଦିନ ପୂର୍ବରୁ ବଜାରକୁ ନୂଆ କୁଲର ଆଣିଲା ଥମସନ୍, ଦାମ୍ ୪ ହଜାର ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ : ଥମସନ୍ ଭାରତରେ ନିଜ ନୂଆ ଏୟାର କୁଲରର ବଜାର ପ୍ରବେଶ କରାଇଛି । ଏହି କୁଲର ୨୮ରୁ ୧୫୦ ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡିକ ୯୦ ଫୁଟ ଦୂର ପର୍ଯ୍ୟନ୍ତ ଥଣ୍ଡା ପବନ ପ୍ରଦାନ କରିପାରିବ । ବିଜୁଳି ସଞ୍ଚୟ ସହ…
Read More...

ଉତ୍ସବ ଚାଲିଥିବା ସମୟରେ ଲଢେଇ କଲେ ୨ ହାତୀ, ଭୟରେ ଦୌଡିଲେ ଲୋକେ

ନୂଆଦିଲ୍ଲୀ : ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେଉଛି । ଏଥିରେ ୨ଟି ହାତୀ ପରସ୍ପର ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି । କୁହାଯାଉଛି କି କେରଳର ତ୍ରିଶୁରରେ ଅରାତୁପୁଝା ଉତ୍ସବ…
Read More...

ଫିକ୍ସଡ ଡିପୋଜିଟରେ ସୁଧ ହାର ବଢାଇଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ : ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ ଫିକ୍ସ୍ଡ ଡିପୋଜିଟରେ ମିଳୁଥିବା ସୁଧ ହାରରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ପରେ ବ୍ୟାଙ୍କରେ ଏଫଡି କରାଇଲେ ନାଗରିକଙ୍କୁ ୩.୦ ପ୍ରତିଶତରୁ ୮.୦ ପ୍ରତିଶତ ପର୍ଯ୍ୟନ୍ତ…
Read More...

ପର୍ଯ୍ୟଟକଙ୍କ ଗାଡିକୁ ଶୁଣ୍ଢରେ ଟେକିଦେଲା ହାତୀ, ଆଉ ତା ପରେ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ହାତୀର ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ମଜାଳିଆ ଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଭୟଭୀତ କରାଇଥାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ…
Read More...

କଂଗ୍ରେସର ୟୁଟର୍ଣ୍ଣ: କେଜ୍ରିଓ୍ବାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ କହୁଥିଲା, ଏବେ ଗିରଫଦାରୀକୁ କରୁଛି ବିରୋଧ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଦ ଘୋଟାଲାରେ ଗୁରୁବାର ରାତିରେ ଇଡି ଗିରଫ କରିଛି । କେଜ୍ରିଓ୍ବାଲ ଗିରଫ ହେବା ପରେ ତାଙ୍କୁ ଆଜି ପର୍ଯ୍ୟନ୍ତ ମଦ ଘୋଟାଲାରା ମାଷ୍ଟରମାଇଣ୍ଡ କହିଆସୁଥିବା…
Read More...

ଗ୍ୟାସ୍ ସିଲିଣ୍ଡର ପାଇପର ମଧ୍ୟ ଥାଏ ବ୍ୟବହାର ଅବଧି, ସମୟ ପୂର୍ବରୁ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ : ପୂର୍ବରୁ ପ୍ରାୟତଃ ସମସ୍ତେ ଚୁଲିରେ ରୋଷେଇ କରୁଥିଲେ । କିନ୍ତୁ ଆଜି କାଲି ଘରେ ଘରେ ଗ୍ୟାସ୍ ସିଲିଣ୍ଡର ହୋଇଗଲାଣି । ଏଥିରେ ରୋଷେଇ କରିବା ସହଜ ଏବଂ ସରଳ ମଧ୍ୟ । ସିଲିଣ୍ଡରରୁ ଗ୍ୟାସ୍ ସରିଗଲେ ପୁଣି…
Read More...

ଭୁଷୁଡିଲା ପୋଲର ସ୍ଲାବ୍: ଜଣେ ମୃତ, ୯ ଆହତ

ପାଟଣା: ବିହାରର ସୁପୌଲରେ ଏକ ବଡ ଦୁର୍ଘଟଣା ଘଟିଛି । କୌସି ନଦୀରେ ନିର୍ମାଣାଧିନ ବ୍ରିଜର ସ୍ଲାବ୍ ଭୁଷୁଡି ଜଣଙ୍କ ମୃତ୍ୟୁ ହେବା ସହିତ ଅନେକ ଶ୍ରମିକ ଆହତ ହୋଇଛନ୍ତି । ସୁପୌଲ ଜିଲା ଅଧିକାରୀ କୌଶଳ କୁମାର କହିଛନ୍ତି କି…
Read More...

ଭିଡିଓ ଭାଇରାଲ ପରେ ଟ୍ରୋଲ୍ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ସେ ପାଣି ପାଇଁ ସୋନିଆ ଗାନ୍ଧୀଙ୍କୁ ଏବଂ ରାହୁଲ ଗାନ୍ଧୀଙ୍କୁ ପଚାରୁଛନ୍ତି । ଏହା ପରେ ସେ…
Read More...

ଶୁକ୍ରବାର ରାଶିଫଳ: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସମ୍ବାଦ ମିଳିପାରେ। ବୃଷ- ପରିଶ୍ରମ ଯେତେ…
Read More...

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ବର : ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦାମଙ୍କ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ସକାଳ ପ୍ରାୟ ସାଢେ ୫ଟା ସୁଦ୍ଧା ତାଙ୍କ ଦେହାନ୍ତ…
Read More...

ଚୋର ଆସିଲେ ସତର୍କ କରିଦେବ ଏହି ଡୋରବେଲ୍ ! ରହିଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ସାଓମି ଖୁବ୍ ଶୀଘ୍ର ନୂଆ ଡୋରବେଲ ‘ଥ୍ରଏସ’ର ବଜାର ପ୍ରବେଶ କରାଇବାକୁ ପ୍ରସ୍ତୁତ ହେଉଛି । ଏହା ପୂର୍ବରୁ ଥିବା ଡୋରବେଲ୍ ଥ୍ରୀର ଆଧୁନିକ ଭର୍ସନ । ଏଥିରେ ଅନେକ ନୂଆ ଫିଚର୍ସ ଆଣିଛି କମ୍ପାନୀ । ଏହା ଏବେ…
Read More...

ବିଲ୍ଲା ଛକରେ ନାହିଁ ଯାତ୍ରୀ ବିଶ୍ରାମାଗାର, ନିର୍ମାଣ ପାଇଁ ଦାବି             

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଖଜୀରାପାଟ, ଉଦୟପୁର ଓ ବାଇକଳା ପଞ୍ଚାୟତକୁ ସଂଯୋଗ କରୁଥିବା ବିଲ୍ଲା ଛକରେ ଆଜି ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇନାହିଁ। ଏହି ଛକରୁ ବ୍ଲକ ମୁଖ୍ୟାଳୟ ,କେନ୍ଦୁଝର…
Read More...