www.samajalive.in
Saturday, December 13, 2025
27.1 C
Bhubaneswar

ବାରଣାସୀରେ ଖୋଲିଲା ଷ୍ଟାରବକ୍ସ, ଲାଗିଗଲା ଅସମ୍ଭାଳ ଭିଡ

ନୂଆଦିଲ୍ଲୀ : ଷ୍ଟାରବକ୍ସ ନିଜ ପ୍ରଥମ ଷ୍ଟୋର ବାରଣାସୀରେ ଖୋଲିଛି । ତେବେ ଏହା ପରେ ଇଣ୍ଟରନେଟରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କଫିସପ୍ ଭିତରେ ଏବଂ ବାହାରେ ଭିଡ ଦେଖିବାକୁ ମିଳୁଛି । ଛୋଟ ସହରରେ ଏଭଳି ଦାମୀ କଫି ପାଇଁ ଭିଡ ଦେଖି ସାମାଜିକ ଗଣମାଧ୍ୟମରେ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

- Advertisement -

ପୋଷ୍ଟରେ ଲେଖାହୋଇଛି କି ‘ଲୋକମାନେ ପୂର୍ବରୁ ଚିନ୍ତା କରୁଥିଲେ କି ଷ୍ଟାରବକ୍ସ ଛୋଟ ସହରରେ ସଫଳ ହେବନି କାରଣ କେହି ବି ୩୦୦ ଟଙ୍କା ଦେଇ କଫି ପିଇବେନାହିଁ । ଏହା ମଧ୍ୟରେ ବାରଣାସୀ…. ’ ଯାହା ବାସ୍ତବତା ଦର୍ଶାଉଛି । କହିରଖୁଛୁ ନିଜ ଭବ୍ୟ ଉଦ୍ଘାଟନ ପରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଷ୍ଟାରବକ୍ସ ୨୨ ମାର୍ଚ୍ଚରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଗୋଟିଏ କଫିରେ ଆଉ ଗୋଟିଏ କଫି ମାଗଣା ଅଫର୍ ନେଇଆସିଥିଲା । କମ୍ପାନୀ ଜୋରସୋରରେ ଏଥିପାଇଁ ପ୍ରଚାର କରିଥିଲା । ଏଥିପାଇଁ ଷ୍ଟୋରରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଥିଲା ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories