ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବ ଅକ୍ଷୟ । ବଲିଉଡରେ ଦୀର୍ଘ ଦଶନ୍ଧି ଧରି ନିଜର ନିଖୁଣ ଅଭିନୟ ଜରିଆରେ ପ୍ରଶଂସକଙ୍କ ମହଲରେ ଅକ୍ଷୟ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି ।
Popular Categories



