www.samajalive.in
Tuesday, December 9, 2025
16.1 C
Bhubaneswar

ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ସବୁ କିଛି ସହଜରେ ଭାଇରାଲ ହୋଇଯାଉଛି । ଏହା ମାଧ୍ୟମରେ ଜଣେ ନିଜ କଳାକୁ ସହଜରେ ଲୋକଙ୍କ ସାମ୍ନାକୁ ଆଣିପାରୁଛି ଏବଂ ପ୍ରଶଂସା ସାଉଁଟିପାରୁଛନ୍ତି । ଡଲି ଚା’ ଦୋକାନୀକୁ ଆପଣ ହୁଏତ ଜାଣିଥିବେ । ନିକଟରେ ବିଲ ଗେଟ୍ସଙ୍କ ସହ ଫଟୋ ଉଠାଇ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଭିଡିଓରେ ସେ ଭିନ୍ନ ଢଙ୍ଗରେ ଚା ପ୍ରସ୍ତୁତ କରି ଗ୍ରାହକଙ୍କୁ ଦିଅନ୍ତି । ଏବେ ଠିକ୍ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଯୁବକ କଫି ପ୍ରସ୍ତୁତ କରୁଥିବା ସମୟରେ କିଛି ଅଘଟଣ ଘଟୁଛି ଏବଂ କାଚ ଗ୍ଲାସଟି ଭାଙ୍ଗି ଯାଉଛି । ଦେଖନ୍ତୁ ଏହି ଭିଡିଓ…

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ଯୁବକ ଭିନ୍ନ ଅନ୍ଦାଜରେ କଫି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହି ସମୟରେ ଗ୍ଲାସଟି ଭାଙ୍ଗି ଯାଉଛି । ଏହି ଭିଡିଓଟି ଭାଇରାଲ ହେବାପରେ ସମସ୍ତେ ତାଙ୍କ ମଜା ଉଡାଉଛନ୍ତି ।

୩୦ ବର୍ଷ ତଳେ ଜେଜେବାପା କିଣିଥିଲେ ୫୦୦ ଟଙ୍କାର ଅଂଶଧନ, ବର୍ତ୍ତମାନର ମୂଲ୍ୟ ଚମକାଇବ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories