୩୦ ବର୍ଷ ତଳେ ଜେଜେବାପା କିଣିଥିଲେ ୫୦୦ ଟଙ୍କାର ଅଂଶଧନ, ବର୍ତ୍ତମାନର ମୂଲ୍ୟ ଚମକାଇବ
ନୂଆଦିଲ୍ଲୀ : ସେୟାର ବଜାରରେ ନିବେଶ କେତେ ରିଟର୍ଣ୍ଣ ଦେଇଥାଏ ତାହା ଅନୁଭବୀ ଲୋକ ହିଁ ବୁଝିପାରିବେ । ଏହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଚଣ୍ଡୀଗଡର ଜଣେ ଡାକ୍ତର ନିଜ ଘରର ପୁରୁଣା ରଦ୍ଦି କାଗଜପତ୍ର ଖେଳାଉଥିବା ସମୟରେ ଅଚାନକ ତାଙ୍କ ହାତରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ପୁରୁଣା ସେୟାର ସାର୍ଟିଫିକେଟ୍ ଲାଗିଲା ଯାହା ତାଙ୍କ ଜେଜେବାପା ରଖିଥିଲେ । କିନ୍ତୁ ଯେବେ ସେ ଏହାକୁ ହିସାବର କଲେ ସେ … Continue reading ୩୦ ବର୍ଷ ତଳେ ଜେଜେବାପା କିଣିଥିଲେ ୫୦୦ ଟଙ୍କାର ଅଂଶଧନ, ବର୍ତ୍ତମାନର ମୂଲ୍ୟ ଚମକାଇବ
Copy and paste this URL into your WordPress site to embed
Copy and paste this code into your site to embed