www.samajalive.in
Friday, December 12, 2025
23.1 C
Bhubaneswar

ମହଙ୍ଗା ହେଲା ଔଷଧ, ଏଣିକି ଦେବାକୁ ପଡିବ ଅଧିକ ପଇସା

ନୂଆଦିଲ୍ଲୀ : ଦେଶରେ ଆଜିଠୁ ଅନେକ ନିୟମରେ ପରିବର୍ତ୍ତନ ହେବା ସହ ଅନେକ ସାମଗ୍ରୀର ଦାମରେ ବଡ ପରିବର୍ତ୍ତନ ଦେଖିବାକୁ ମିଲିଛି । କାହାର ଦାମ୍ ବଢୁଛି ତ ଆଉ କାହାର ଦାମ୍ କମିଛି । ୧ ଏପ୍ରିଲରୁ ମଦ ମହଙ୍ଗା ହେବାବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଶସ୍ତା ହୋଇଛି । ଅନ୍ୟପଟେ ଔଷଧ ଦାମ୍ ବଢିବାରୁ ଲୋକଙ୍କୁ ଝଟକା ଲାଗିଛି ।

ଆଜିଠୁ ୫୦୦ରୁ ଅଧିକ ଔଷଧ ମହଙ୍ଗା ହୋଇଛି । ଔଷଧ ଦାମରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇଛି । ଲୋକଙ୍କୁ ଆଣ୍ଟି-ବାୟୋଟିକ୍ସଠୁ ଆରମ୍ଭ କରି ପେନକିଲର ପର୍ଯ୍ୟନ୍ତ କ୍ରୟ କଲେ ଅଧିକ ପଇସା ଦେବାକୁ ପଡିବ । କ୍ୟାନ୍ସର, ହୃଦୟ ସମ୍ପର୍କିତ ରୋଗ, ଏନିମିଆ, ମ୍ୟାଲେରିଆ, ଆଣ୍ଟି-ସେଫ୍ଟିକକୁ ମିଶାଇ ସମସ୍ତ ଔଷଧ ଆଜିଠୁ ନୂଆ ଦାମରେ ମିଳିବ । ସରକାର ଔଷଧ କମ୍ପାନୀଙ୍କୁ ବାର୍ଷିକ ହୋଲସେଲ୍ ଦାମ୍ ଇଣ୍ଡେକ୍ସ ଅନୁସାରେ ଦାମ୍ ବଢାଇବାକୁ ଅନୁମତି ଦେଇଛନ୍ତି । ନିୟମ ଅନୁସାରେ ଔଷଧ କମ୍ପାନୀମାନେ ଏକ ବର୍ଷରେ ୧୦ ପ୍ରତିଶତ ବୃଦ୍ଧି କରିପାରିବେ କିନ୍ତୁ ଏଥର ୨ ପ୍ରତିଶତ ଅଧିକ ଅର୍ଥାତ୍ କମ୍ପାନୀମାନେ ଦାମରେ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories