www.samajalive.in
Monday, December 8, 2025
24.1 C
Bhubaneswar

ଦକ୍ଷିଣ କୋରିଆ ସୃଷ୍ଟି କଲା କୃତ୍ରିମ ସୂର୍ଯ୍ୟ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ୧୦ କୋଟି ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା କୃତ୍ରିମ ସୂର୍ଯ୍ୟ ତିଆରି କରି ରେକର୍ଡ କରିଛନ୍ତି । ଏତେ ତାପମାତ୍ରା ଆଜି ପର୍ଯ୍ୟନ୍ତ କୌଣସି ଦେଶ ସୃଷ୍ଟି କରିବାରେ ସଫଳ ହୋଇପାରିନଥିଲେ । ଏହି ତାପମାତ୍ରା କୃତ୍ରିମ ରୂପେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଦ୍ବାରା ସୃଷ୍ଟି କରାଯାଇଛି । ବୈଜ୍ଞାନିକଙ୍କ କହିବାନୁସାରେ ଏହି ସଫଳତା ଭବିଷ୍ୟତରେ ଶକ୍ତି ଉତ୍ପନ ଦିଗରେ ଅନେକ ଲାଭଦାୟକ ସାବ୍ୟସ୍ତ ହେବ । କହିରଖୁଛୁ ଆମେରିକା, ଚାଇନା ଏବଂ ଫ୍ରାନ୍ସ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories