www.samajalive.in
Monday, December 15, 2025
26.1 C
Bhubaneswar

ଓ୍ବନପ୍ଲସ୍ ୧୨ରେ ଦମଦାର ରିହାତି, ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି କି ? ଯଦି ହଁ, ତେବେ ଓ୍ବାନପ୍ଲସ୍ ୧୨ରେ ଦମଦାର ରିହାତି ମିଳୁଛି । ଆପଣ ଏହାକୁ ଆମାଜନ ଏବଂ କମ୍ପାନୀର ଅଫିସିଆଲ ଓ୍ବେବସାଇଟରୁ ଶସ୍ତାରେ କିଣିପାରିବେ । କମ୍ପାନୀ ଏହି ଫୋନରେ ବ୍ୟାଙ୍କ ଅଫର ଏବଂ ଅନ୍ୟ ଫାଇଦା ଦେଉଛି ।

କମ୍ପାନୀ ଏହାକୁ ୬୪,୯୯୯ ଟଙ୍କା ଦାମରେ ବଜାର ପ୍ରବେଶ କରାଇଥିଲା । ଏଥିରେ ୨ ହଜାର ଟଙ୍କାର ବ୍ୟାଙ୍କ ଅଫର ବିଭିନ୍ନ ବ୍ୟାଙ୍କର କାର୍ଡରେ ମିଳୁଛି । ଏହା ବ୍ୟତୀତ କମ୍ପାନୀର ଅଫିସିଆଲ୍ ଓ୍ବେବସାଇଟରେ ୭ ହଜାର ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ମିଳୁଛି । ଆପଣ ଏହାର ଫାଇଦା ଉଠାଇ ପାରିବେ ।

- Advertisement -

ଫୋନରେ ୧୨ ଜିବି ରାମ୍ ଏବଂ ୧୬ ଜିବି ରାମର ବିକଳ୍ପ ମିଳୁଛି । ଏଥିରେ ୬.୮୨ ଇଞ୍ଚର ଏକ୍ସଡିଆର୍ ଡିସପ୍ଲେ ମିଳୁଛି ଯାହା ୧୨୦ ହର୍ଜ ରିଫ୍ରେଶ୍ ରେଟକୁ ସପୋର୍ଟ କରିଥାଏ । ଫୋନରେ ୫୦, ୬୪, ୪୮ ଏମପିର ରିୟର କ୍ୟାମେରା ଏବଂ ସେଲ୍ଫି ପାଇଁ ୩୨ ଏମପିର ଫ୍ରଣ୍ଟ କ୍ୟାମେରା ରହିଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories