www.samajalive.in
Tuesday, December 9, 2025
15.1 C
Bhubaneswar

ରାସ୍ତା ମଝିରେ ଗାଡି ଥୋଇ ରିଲ୍ କରିବା ପଡିଲା ମହଙ୍ଗା, କଟିଲା ଏତେ ଟଙ୍କାର ଚାଲାଣ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢି ସାମାଜିକ ଗଣମାଧ୍ୟମରେ ରିଲ୍ ପୋଷ୍ଟ କରିବା ପାଇଁ ନାନା ପ୍ରକାର କାରନାମା କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକ ରିଲ୍ କରିବା ପାଇଁ ରାସ୍ତା ମଝିରେ ଗାଡି ଥୋଇ ଟ୍ରାଫିକ୍ ଜାମ୍ କରିଦେଇଛନ୍ତି । ଘଟଣାଟି ଦିଲ୍ଲୀ ପଶ୍ଚିମ ବିହାରର । ଏଠାରେ ଜଣେ ଯୁବକ ରିଲ୍ କରିବା ପାଇଁ ଓଭରବ୍ରିଜରେ ଗୋଲ୍ଡ-ପ୍ଲେଟେଡ୍ ଇସୁଜୁ ପିକଅପ୍ ଠିଆ କରି ଟ୍ରାଫିକ୍ ଜାମ୍ କରିଛନ୍ତି । ତେବେ ତାଙ୍କର ଏହି କାରନାମା ପାଇଁ ୩୬ ହଜାର ଟଙ୍କା ଚାଲାଣ କଟିଛି ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ନଜର ଆସୁଛି କି ଯୁବକ ଜଣକ ଓଭରବ୍ରିଜ ଉପରେ ଗାଡି ଠିଆ କରିଛନ୍ତି । ଏହି ପିକଅପରେ ସୁନାର ଆସ୍ତରଣ ଚଢାଯାଇଛି । ତେବେ ଏହି ହିରୋଗିରି ତାଙ୍କୁ ମହଙ୍ଗା ପଡିଛି । ଭିଡିଓଟି ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories